Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ନିଃସର୍ତ୍ତ କଥା ସତ ହେଲା : ଦେହଜୀବୀ ଉଦ୍ଧାର, ହୋଟେଲ ମାଲିକ ଗିରଫ…
ନୟାଗଡ଼: ନୟାଗଡ଼ ରେ ଚାଲିଛି ସେକ୍ସ ରାକେଟ କୁ ନେଇ ନିଃସର୍ତ୍ତ ରେ ଖବର ପ୍ରକାଶ ପାଇଥିଲା ଯାହାକୁ ଗୁରୁତର ସହିତ ନେଇଛି ପୋଲିସ l ସୂଚନା ଥାଉକି ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ପ୍ରତାପ ପ୍ରସାଦ ଲାଠିପଡା ରାସ୍ତାରେ ଥିବା ହୋଟେଲ ଦୀପକ ଉପରେ ପୋଲିସ ଚଢାଉ କରିଛି ।ନୟାଗଡ଼!-->…
ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ-୨୦୨୫ର ଶୁଭାରମ୍ଭ
ମାଲକାନଗିରି : ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଙ୍କ ନିର୍ଦ୍ଦେଶ ଓ ତତ୍ତ୍ୱାବଧାନରେ ଜିଲ୍ଲା ସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି କଳସ ଯାତ୍ରା ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସମାରୀ!-->…
ମହା ଆଡମ୍ବରରେ ପାଳିତ ସାଂସଦ ଖେଳ ମହୋତ୍ସବର ଉଦଯାପନୀ ଉତ୍ସବ
ଚିକିଟୀ : ଏହି ବ୍ଲକ ସମ୍ମିଳନୀ କକ୍ଷରେ ଗତ ନଭେମ୍ବର ମାସ ୨୪ ତାରିଖ ଠାରୁ ୨୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଆୟୋଜିତ ହୋଇଥିବା ସାଂସଦ ଖେଳ ମହୋତ୍ସବର ଉଦଯାପନୀ ଉତ୍ସବ ଶନିବାର ଦିନ ଅପରାହ୍ନରେ ମହା ଆଡମ୍ବରରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ!-->…
ମାଲକାନଗିରି ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଶିବିର ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଶିବିର ନିମନ୍ତେ ପୂର୍ବ ପ୍ରସ୍ତୁତି ବୈଠକ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡI. ଦୋଳମଣି ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଆସନ୍ତା ୩ ରୁ ୬ ଡିସେମ୍ବର!-->…
ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି : ଭଉଣୀର ଚିକିତ୍ସା ଭାର ସରକାର ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭାଇ ଜଣାଇଲେ
ବାଲିଗୁଡା, ତା, ୩୦/୧୧: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡିର ଗୀତାଞ୍ଜଳି ମହାରଣା କ୍ରିଟିକାଲ ନିମୋନିଆରେ ସଂକ୍ରମିତ ହୋଇ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି। ସେ ଅତି ଗୁରୁତର ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି ।!-->…
ସେବାଶ୍ରମର ଦୁଇ ଜଣ ଛାତ୍ରୀ ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ଓ ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ ମନୋନୀତ
ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଉଲିପଦର ସେବାଶ୍ରମର ୨ ଜଣ ଛାତ୍ରୀ ବିଜ୍ଞାନ ପ୍ରକଳ୍ପରେ ଜିଲା ଓ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ଅଧିଗ୍ରହଣ କରି ରାଜ୍ୟ ସ୍ତରୀୟ ବିଜ୍ଞାନ ମେଳା ତଥା ସର୍ଗିଫୁଲରେ ଅଂଶ ଗ୍ରହଣ କରିବାକୁ ମନୋନୀତ ହୋଇଛନ୍ତି ।!-->…
ନୂପୁର ମାସିକ ନାଟ୍ୟ ଆସର ମଞ୍ଚ ଆନ୍ଦୋଳନର ଏକ ଭିନ୍ନ ପ୍ରୟାସ
ବ୍ରହ୍ମପୁର : ସାଂସ୍କୃତିକ ପ୍ରତିଷ୍ଠାନ "ନୂପୁର"ର ମାସିକ ନାଟ୍ୟ ଆସର ସ୍ଥାନୀୟ ଗଞ୍ଜାମ କଳା ପରିଷଦ ସ୍ଥିତ କବିସୂର୍ଯ୍ୟ ରଙ୍ଗମଞ୍ଚ ଠାରେ ଅତ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ!-->…
ଅନ୍ତଃରାଜ୍ୟ ମୋବାଇଲ ଲୁଟେରା ଦଳକୁ ଧରଲା ବଡ଼ ବଜାର ପୋଲିସ….!
ତିନି ସହ ରୁ ଉର୍ଦ୍ଧ ମୋବାଇଲ ଜବତ…..
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ବଡ଼ ବଜାର ପୋଲିସ କୁ ସଫଳତା ମିଳିଛି। ଏକଚାରି ଜଣିଆ ଅନ୍ତଃରାଜ୍ୟ ମୋବାଇଲ ଲୁଟେରାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଡ଼ବଜାର ଥାନା ପୋଲିସ। ଆଉ ଜବତ ହୋଇଛି ବିଭିନ୍ନ ବ୍ରାଣ୍ଡର ୩୪୨ଗୋଟି ମୋବାଇଲ।!-->!-->!-->…
ଟିପିଏସ୍ଓଡିଏଲ୍ ତରଫରୁ ବ୍ରହ୍ମପୁରଠାରେ ରକ୍ତଦାନ ଶିବିର ଆୟୋଜିତ
ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବ୍ରହ୍ମପୁରସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି। କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର, କଟକ ଓ ଏଏଲଆଇଜି ଶୈକ୍ଷିକ ଓ ଜନମଙ୍ଗଳ ଅନୁଷ୍ଠାନର ସହଯୋଗରେ ଏହାକୁ!-->…
ମାତୃ ସ୍ମରଣରେ ‘ଜୀବନ ରଥ’: ଝରୀଗାଁବାସୀଙ୍କ ପାଇଁ ମାଝୀ ପରିବାରର ମାଗଣା ଆମ୍ବୁଲାନ୍ସ ସେବା ଶୁଭାରମ୍ଭ
ଉମରକୋଟ/ଝରୀଗାଁ : ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଝରୀଗାଁ ଅଞ୍ଚଳରେ ଶୁକ୍ରବାର ଦିନ ଏକ ମହତ କାର୍ଯ୍ୟର ଶୁଭାରମ୍ଭ ହୋଇଛି। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ପରିବାର ପକ୍ଷରୁ ସମାଜସେବାର ପରମ୍ପରାକୁ ଆହୁରି ଆଗକୁ ନେଇ ଅଞ୍ଚଳବାସୀଙ୍କ ପାଇଁ ଏକ ମାଗଣା ଆମ୍ବୁଲାନ୍ସ ସେବା ଲୋକାର୍ପଣ!-->!-->!-->…