Browsing Category

ଆଞ୍ଚଳିକ

ରାସ୍ତା କାଦୁଅ ପଚପଚ, ଯାତାୟତରେ ସମସ୍ୟା

ଦାରିଙ୍ଗବାଡ଼ି,୧୦/୧୦, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ସିମନବାଡ଼ିକୁ ସଂଯୋଗ କରୁଥିବା ପୂର୍ତ୍ତବିଭାଗ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଏକାଧିକ ସ୍ଥାନରେ କଲଭର୍ଟ କାର୍ଯ୍ୟ ଚାଲିଛି। ଫଳରେ ଡାଇଇଭର୍ସନ ରାସ୍ତା କରାଯାଇଛି ଏବଂ…

ସ୍କେଟର ପ୍ରତିଯୋଗିତା ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର : ସ୍କେଟରର ଜାତୀୟ ସ୍ତରୀୟ ବାଳକ ବିଭାଗର ପ୍ରତିଯୋଗିତା ନିମନ୍ତେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତିଯୋଗିଙ୍କୁ ଆଜି ଜିଲ୍ଲାପାଳ ଏବଂ ବ୍ରହ୍ମପୁର ଏସ୍‌ପିଙ୍କ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆସନ୍ତା ୧୭ ତାରିଖରୁ ୨୧ ତାରିଖ ଯାଏଁ ଦିଲ୍ଲୀ ଠାରେ ଏହି ସ୍କେଟର…

ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ

ବୁଗୁଡ଼ା(୦୯/୧୦) : ବୁଗୁଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀ ଅବସରରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ସହରର ବଡଦାଣ୍ଡ , ହାଇସ୍କୁଲ ଛକ ଓ ବ୍ଲକ କଲୋନୀ ସମେତ ଗୋଲାମୁଣ୍ଡୁଳା , ଆଦିପୁର , ଖୋଳଖାଳି , ବି.କରଡ଼ାବାଡ଼ି , ଚଢିଆପଲ୍ଲୀ, ଗୋଲିଆ ,…

କୁଆଁରୀ କନ୍ୟାଙ୍କ ଜହ୍ନିଓଷା ପୂଜା ଉଦଯାପିତ

ବୁଗୁଡ଼ା (୦୯/୧୦) : ଆଧୁନିକ ଯୁଗରେ ଗ୍ରାମ୍ୟ ପରମ୍ପରାର ନିଦର୍ଶନ ସୃଷ୍ଟି କରିଥିବା କେତେକ ପର୍ବ ଲୋପ ପାଇବାକୁ ବସିଥିଲେ ହେଁ ବୁଗୁଡ଼ା ଅଞ୍ଚଳର ଗାଁ ଗହଳରେ ଏବେ ବି କେବଳ କୁଆଁରୀ କନ୍ୟାଙ୍କ ଦ୍ବାରା ପାଳନ ହୋଇ ଆସୁଥୁବା ନିଆରା ଜହ୍ନିଓଷା ପର୍ବ ଆଜି କୁମାର ପୂର୍ଣ୍ଣିମାରେ କ୍ରୀଡା କୌତୁକ…

ମା ଗଜଲକ୍ଷ୍ମୀଙ୍କ ପୂଜାରେ ହିଞ୍ଜିଳିକାଟୁ ସହର ଉତ୍ସବମୁଖର

ହିଞ୍ଜିଳିକାଟୁ (୯।୧୦) ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାଁ ଗଜଲକ୍ଷ୍ମୀଙ୍କ ପୂଜା ମହୋତ୍ସବ ହିଞ୍ଜିଳିକାଟୁ ପୌରପରିଷଦ ସମେତ ନିକଟବର୍ତ୍ତୀ ଅଞ୍ଚଳ ଉତ୍ସବମୁଖର ହୋଇପଡ଼ିଛି। ଏହି ଅବସରରେ ହିଞ୍ଜିଳିକାଟୁ ପୌରପରିଷଦ ରାଧାକୃଷ୍ଣ ମାର୍ଚେଣ୍ଟ ଏସୋସିଏସନ ତରଫରୁ ଦୀର୍ଘ ୧୧ ଵର୍ଷ ଧରି…

ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ଟିମ ପକ୍ଷରୁ କନ୍ଧମାଳ ସେବାଶ୍ରମ ମାମଲା ଅନୁଧ୍ୟାନ

ଫୁଲବାଣୀ, ୦୯/୧୦: କନ୍ଧମାଳ ଜିଲ୍ଲା ରଙ୍ଗାପାରୁ ସେଵାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଏବଂ ପରେ ମା ଓ ନବଜାତ ଶିଶୁ ଦୁହିଁଙ୍କ ମୃତ୍ୟୁ ମାମଲାରେ ରବିବାର ଆଜ ରାଜ୍ୟ ମହିଳା ମୋର୍ଚ୍ଚାର ସଭାନେତ୍ରୀ ସ୍ମୃତିରେଖା ପଟ୍ଟନାୟକ ଓ ପୂର୍ବତନ ମନ୍ତ୍ରୀ ସୁରମା ପାଢୀଙ୍କ ନେତୃତ୍ବରେ ଏକ…

ଇଚ୍ଛା ଥିଲା ହେବାକୁ ଆଇଏସ ଅଫିସର କିନ୍ତୁ ପାଇଲେ ଓଏଏସ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ମଲିକପଡା ଗ୍ରାମର ଅନିଲ କୁମାର ପରିଡା ଓ ମାତା ଶୈଳବାଳା ପରିଡାଙ୍କ ସୁପୁତ୍ର ଦିବ୍ୟ ଜ୍ୟୋତି ପରିଡା ସମ୍ପ୍ରତି ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ୨୦୨୦ର ୧୮୫ ନମ୍ବର ରେଙ୍କରେ ଉତ୍ତୀର୍ଣ୍ଣ ହୋଇ ଗ୍ରାମାଞ୍ଚଳର…

ଜାତୀୟ ସଙ୍ଗୀତ କଳକେନ୍ଦ୍ର ପକ୍ଷରୁ ତ୍ୟାଗବୀର ଦିବାକର ଜୟନ୍ତୀ ପାଳିତ

ବ୍ରହ୍ମପୁର (୦୯/୧୦) : ରାଜ୍ୟର ସର୍ବ ପୂରାତନ ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳା କେନ୍ଦ୍ର" ପକ୍ଷରୁ ତ୍ୟାଗବୀର ଦିବାକର ପଟ୍ଟନାୟକଙ୍କ ୧୨୩ତମ ଜୟନ୍ତୀ କଳା କେନ୍ଦ୍ର ପରିସର ସ୍ଥିତ ଭଞ୍ଜ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷାବିତ୍ ତଥା…

ରାଜ୍ୟସ୍ତରୀୟ ସବ ଜୁନିଅର ବାଳକ ଓ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗୀତାରେ ଗଞ୍ଜାମ ରନର୍ସ ଅପ ଓ ତୃତୀୟ ସ୍ଥାନରେ ବାଳକ ଦଳ

ବ୍ରହ୍ମପୁର (୦୯/୧୦) : ରାଜ୍ୟସ୍ତରୀୟ ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଂଜାମ ଦଳର କୃତିତ୍ୱ। କେନ୍ଦୁଝର ଠାରେ 7 ଓ 8 ଦୁଇଦିନ ଧରି ଆୟୋଜିତ ହୋଇଥିବା 20ତମ ସର୍ବ କନିଷ୍ଠ ବାଳିକା ହ୍ୟାଣ୍ଡବଲ ପ୍ରତିଯୋଗିତାରେ ଗଞ୍ଜାମ ବାଳିକା ଦଳ ରନର୍ସ ଅପ ବିବେଚିତ ହୋଇଛନ୍ତି। ଗଂଜାମ ଦଳ ପୁରୀ ଓ ଯାଜପୁରକୁ…

ଶିବ ମନ୍ଦିର ସମ୍ମୁଖରେ ଅମୃତ ସରୋବର ନିର୍ମାଣର ମାତ୍ର ଦୁଇ ମାସ ନପୁରଣୁ ଲଗାଣ ବର୍ଷାରେ ଭୁଶୁଡ଼ିଲା

ଦାରିଙ୍ଗବାଡ଼ି,୯/୧୦, ଦାରିଙ୍ଗବାଡ଼ି ଶିବ ମନ୍ଦିର ସମ୍ମୁଖରେ ରହିଥିବା ପୋଖରୀକୁ ଅମୃତ ସରୋବର ଯୋଜନାରେ ନିର୍ମାଣ କରି ପୁନରଉଦ୍ଧାର କରାଯାଇଥିଲା। ହେଲେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ପାଇଁ ନିର୍ମାଣର ମାତ୍ର ଦୁଇ ମାସ ନପୁରଣୁ ଲଗାଣ ବର୍ଷାରେ ଭୁଶୁଡ଼ି ଯାଇଥିବା ଦେଖିବାକୁ ମିଳିଛି ।…