Browsing Category

ଆଞ୍ଚଳିକ

ଟେଣ୍ଡେର ତଥ୍ୟ ମାଗିବା ପଡ଼ିଲା ମହଙ୍ଗା :କୋଦଳା ସାମ୍ବାଦିକ ତଥା କାଉସିଲରଙ୍କୁ ଆକ୍ରମଣ…

ଗୁରୁତର ଅବସ୍ଥା ରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର……ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର କୋଦଳା ଏନ.ଏ.ସି. ୱାର୍ଡ ମେମ୍ବର ଆରଟିଆଇ ତଥ୍ୟ ମାଗିବା ପରେ ମାରଣାନ୍ତକ ଆକ୍ରମଣ ର ଶିକାର ହୋଇଛନ୍ତି। ଅଧକ୍ଷଙ୍କ ନିର୍ଦ୍ଧେଶ ରେ ଭଡାଟିଆ ଗୁଣ୍ଡା ଙ୍କ ଦ୍ୱାରା ଏନଏସି ପରିସର ପାଲଟିଲା

ସୀମାନ୍ତରେ ୬୫ ଲକ୍ଷ ଇନାମି ୧୦ ଜଣ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି, ୨୮।୧୧: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଝିରମ୍ ଘାଟି ଆକ୍ରମଣର ମାଷ୍ଟରମାଇଣ୍ଡ ଏବଂ ୨୫ ଲକ୍ଷ ପୁରସ୍କାର ରାଶି ବିଶିଷ୍ଟ ମାଓବାଦୀ ଚୈତୁ ଓରଫ ଶ୍ୟାମ ଦାଦା ନିଜ ସହ ମୋଟ ୧୦ ଜଣ ନକ୍ସଲଙ୍କୁ ନେଇ ସହ ଆତ୍ମସମର୍ପଣ

କନ୍ଧମାଳରେ ଜିଲ୍ଲାସ୍ତରୀୟ ସର୍ଗିଫୁଲ ଆୟୋଜିତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ବାରା ଶିଶୁ ପ୍ରତିଭା ଅନ୍ବେଷଣ ନିମନ୍ତେ ଜିଲ୍ଲା ସ୍ତରୀୟ ସର୍ଗିଫୁଲ-୨୦୨୫ ମଙ୍ଗଳ ଅଧିକାରୀ ଶ୍ରୀ ରବି ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବଇଡା ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଏଏନଏମ୍‌ଙ୍କୁ ଆକ୍ରମଣ ଘଟଣା : ଅଭିଯୁକ୍ତ ଯୁବକ ଗିରଫ, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସୋନପୁର ଉପସ୍ବାସ୍ଥ୍ୟକେନ୍ଦ୍ରର ଏଏନଏମ ବୁଲିଦେଇ ସାହୁଙ୍କୁ ମରଣାନ୍ତକ ଆକ୍ରମଣରେ ଅଟକ ରହିଥିବା ଯୁବକଙ୍କୁ ଦାରିଙ୍ଗବାଡି ପୋଲିସ ଗିରଫ କରିଛି। ଗିରଫ ଯୁବକ ସୋନପୁରର ଗୋବିନ୍ଦ ବେହେରା (୨୬)ବୋଲି ତଦନ୍ତକାରୀ

ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ମଶା ଆତଙ୍କ….

ଦେଶର ଏକ ନମ୍ବର ମାନ୍ୟତା ପାଇଥିବା ବିଜ୍ଞାପିତ ଅଞ୍ଚଳ ପରିଷଦ କରୁଛି ଡେଙ୍ଗୁ ମ୍ୟାଲେରିଆ କୁ ନିମନ୍ତ୍ରଣ ….!ବ୍ରହ୍ମପୁର:ସାରା ଦେଶରେ ସ୍ୱଚ୍ଛତା ପାଇଁ ପୁରସ୍କାର ପାଇଥିବା ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଏବେ ସ୍ୱଚ୍ଛତା ରେ ପଛରେ ପଡ଼ି ଯାଇଥିବା ଦେଖିବାକୁ ମିଳିଛି। ସଞ୍ଜ ନଇଁଲେ ମଶା

ପଶ୍ଚିମ ବଙ୍ଗରୁ ଆସି ଓଡ଼ଗାଁ ରେ ରହୁଥିବା ୧୪ ଜଣ ଅଜଣା ବେପାରୀଙ୍କ ପରିଚୟ ଯାଞ୍ଚ ପାଇଁ ଓଡ଼ଗାଁ ଥାନାକୁ ଡାକରା…

ନୟାଗଡ଼: ରାଜ୍ୟରେ ଚାଲିଛି ବାଙ୍ଗଲାଦେଶୀ ଚି଼ହ୍ନଟ ପ୍ରକ୍ରିୟା ଯାହାକୁ ଭିତିକରି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସି ଅଞ୍ଚଳରେ ଦୀର୍ଘ ଦିନ ଧରି ରହି ଆସୁଥିବା ଅଜଣା ବେପାରୀଙ୍କ ପରିଚୟ ଜାଣିବା ପାଇଁ ଓଡ଼ଗାଁ ପୋଲିସ ସେମାନଙ୍କୁ ଥାନାକୁ ଡକାଇଛନ୍ତି। ସେମାନଙ୍କ ନିକଟରେ ଯଦି ଆଧାର କାର୍ଡ ଓ

ହିନ୍ଦ ମଜଦୁର ସଭା ଆନୁକୂଲ୍ୟରେ ରବି ରାୟ ଙ୍କ ୧୦୦ ତମ ଜୟନ୍ତୀ ପାଳିତ

ବ୍ରହ୍ମପୁର : ସମାଜବାଦୀ ଜନନେତା ତଥା ଲୋକସଭା ର ପୂର୍ବତନ ବାଚସ୍ପତି ରବି ରାୟ ଙ୍କ ୧୦୦ତମ ଜୟନ୍ତୀ ସ୍ଥାନୀୟ ଆସ୍କା ରୋଡ଼ ତାଲୁକା ଠାରେ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ହିନ୍ଦ ମଜଦୁର ସଭା ଗଞ୍ଜାମ ଜିଲ୍ଲା ଉପସଭାପତି ନରସିଂହ ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ରବି ରାୟ ଙ୍କ

ଶିକ୍ଷକ ବଦଳି ପ୍ରସଙ୍ଗ: ରାଜ୍ୟ ସରକାରଙ୍କୁ ଝଟ୍‌କା

କଟକ: ଶିକ୍ଷକ ଶିକ୍ଷୟିତ୍ରୀ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା। ରାଜ୍ୟ ସରକାର କରିଥିବା ଚିଠିକୁ ହାଇକୋର୍ଟ ଖାରଜ କରିଛନ୍ତି। ୧୫ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ବଦଳି କରିବା ପାଇଁ ସାଂସଦ ଓ ବିଧାୟକ ମାନଙ୍କୁ କ୍ଷମତା ଦିଆଯାଇଥିଲା। ଶିକ୍ଷାକ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ

୧୦ ଡିଗ୍ରୀ ତଳେ ୬ ସହରର ତାପମାତ୍ରା

ଭୁବନେଶ୍ଵର: ରାଜ୍ୟକୁ ପୁଣି ଫେରିଛି ଶୀତ। ୧୦ ଡିଗ୍ରୀ ତଳେ ରହିଛି ୬ ସହରର ତାପମାତ୍ରା। ଜି.ଉଦୟଗିରି ୭.୪, ରାଉରକେଲା ୭.୭ , ଝାରସୁଗୁଡା ୮.୧ , ସେମିଳିଗୁଡା ୮.୬, କିରେଇ ୯.୩, ଦାରିଙ୍ଗବାଡି ୯.୫ , ଭୁବନେଶ୍ଵର ୧୩.୫ ଏବଂ କଟକରେ ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ ହୋଇଛି। ମଙ୍ଗଳବାର

ନବରଙ୍ଗପୁରରେ ଦିଶା (DISHA) କମିଟି ବୈଠକ : ଭିତ୍ତିଭୂମି ଓ ଜନକଲ୍ୟାଣ ପ୍ରକଳ୍ପରେ ତ୍ୱରାନ୍ୱିତ ପଦକ୍ଷେପ ପାଇଁ ଆହ୍ୱାନ

ଉମରକୋଟ / ନବରଙ୍ଗପୁର : ଆଜି ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ସାଂସଦ (ଲୋକସଭା) ଶ୍ରୀ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଦିଶା (DISHA - District Development Coordination and Monitoring Committee) କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ