Browsing Category

ଆଞ୍ଚଳିକ

କଳାବ୍ୟାଚ ପରିଧାନ କଲେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ଓ କର୍ମଚାରୀ : ୧୩ ଦଫା ଦାବିରେ ଆନ୍ଦୋଳନ

ବାଲିଗୁଡ଼ା : ରାଜ୍ୟବ୍ୟାପୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ କଳା ବ୍ୟାଚ ପରିଧାନ କରି ୧୩ ଦଫା ଦାବିରେ ଆନ୍ଦୋଳନ ଥିବା ବେଳେ କନ୍ଧମାଳ ଜିଲ୍ଲାର ସମସ୍ତ ବ୍ଲକରେ ଥିବା ଆଦର୍ଶ ବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ସେହିଭଳି ବାଲିଗୁଡ଼ା

ରାଇଘର କୋଦୁଭାଟା କାଳୀମନ୍ଦିର ଉନ୍ନତିକରଣ କାର୍ଯ୍ୟରେ ରାଜନୀତିକ ବିବାଦ, କମିଟିର ଅନୁପସ୍ଥିତି ନେଇ ଅସନ୍ତୋଷ

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ସଦର କୋଦୁଭାଟା ସର୍ବଜନୀନ ଶ୍ରୀଶ୍ରୀ ଶ୍ୟାମା ମା କାଳୀମନ୍ଦିରର ଉନ୍ନତିମୂଳକ କାର୍ଯ୍ୟକୁ ନେଇ ପୁନର୍ବାର ରାଜନୀତିକ ବିବାଦ ଦୃଶ୍ୟପଟରେ ଆସିଛି। ବିଗତ ସରକାର ଶାସନକାଳରେ ‘ସ୍ୱତନ୍ତ୍ର ମୁଖ୍ୟମନ୍ତ୍ରୀ ସହାୟତା ଯୋଜନା’ ଅନ୍ତର୍ଗତ ମନ୍ଦିରର

ମାଥିଲିରେ ‘ମାଲ୍ୟବନ୍ତ ଲୋକ ମହୋତ୍ସବ’ ପାଇଁ ପ୍ରସ୍ତୁତି ଶେଷ: ୩୦ରେ ଶୁଭାରମ୍ଭ, ଡିସେମ୍ବର ୩ରେ ମୁଖ୍ୟ ଉତ୍ସବ

ମାଥିଲି: ମାଲକାନଗିରି ଜିଲ୍ଲାର ଗଣପର୍ବ 'ମାଲ୍ୟବନ୍ତ ଲୋକ ମହୋତ୍ସବ' ପାଇଁ ସମଗ୍ର ଜିଲ୍ଲାରେ ବିଗୁଲ ବାଜି ସାରିଥିବା ବେଳେ ବ୍ଲକ ସ୍ତରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଆଜି ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ମହୋତ୍ସବ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ଋଷିକୁଲ୍ୟା ନଦୀବନ୍ଧ ସୁରକ୍ଷା ନାଁରେ ମହାଦୁର୍ନୀତି: ପଥର ବଦଳରେ ପଡ଼ୁଛି କ୍ରସର ଗୁଣ୍ଡ, ୬ କୋଟି ଟଙ୍କା ପାଣିରେ…

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ତଥା ବନ୍ୟାପ୍ରବଣ ଅଞ୍ଚଳ ଭାବେ ପରିଚିତ ଆସିକା ସହରରେ ନଦୀବନ୍ଧ ସୁରକ୍ଷା କାର୍ଯ୍ୟରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି। ଜଳସମ୍ପଦ ବିଭାଗର ତତ୍ତ୍ୱାବଧାନରେ ଚାଲିଥିବା ଋଷିକୁଲ୍ୟା ନଦୀର ସୁରକ୍ଷା ପାଚେରୀ ଓ ବନ୍ଧ

ଚିକିଟୀରେ ସ୍ବଦେଶୀ ସଂକଳ୍ପ ଅଭିଯାନ

ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ କରବାଲୁଆ କଲ୍ୟାଣ ମଣ୍ଡପ ଠାରେ ଚିକିଟୀ ବିଧାନସଭା ସ୍ତରୀୟ ଆତ୍ମନିର୍ଭର ସଂକଳ୍ପ ସ୍ବଦେଶୀ ଜାଗରଣ କାର୍ଯ୍ୟକ୍ରମ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗ

ବାଇକ ଦୁର୍ଘଟଣାରେ ଯୁବକ ଗୁରୁତର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନୟାଗଡ଼ - ଭଞ୍ଜନଗର ରାଜ୍ୟ ରାଜପଥ କେନାଲଛକ ନିକଟସ୍ଥ ଅରଖପଲ୍ଲୀ ଠାରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଛନ୍ତି ।ଗୁରୁତର ଆହତ ଯୁବକ ଜଣକ ସ୍ଥାନୀୟ ରାବରା ମନ୍ଦିର ସାହିର ପୁରସ୍ତମ ପ୍ରଧାନ (୪୨)।ଦୁର୍ଘଟଣା ସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ

ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ଭିଧାନ ଦିବସ ପାଳିତ : ଯୋଗ ଦେଲେ ବାହୁବଳୀ ନେତା ରମେଶ ଜେନା

କାର୍ଯ୍ୟକ୍ରମ ରେ କେବଳ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ର କର୍ମୀଙ୍କ ଭିଡ଼……!ବ୍ରହ୍ମପୁର: ବାହୁବଳୀ ନେତାଙ୍କ ପକ୍ଷରୁ ଆସିକା ଟାଉନହଲ୍ ଠାରେ ସମ୍ଭିଧାନ ଦିବସ ଜାକ ଜମକ ରେ ପାଳିତ କରାଯାଇଛି। ସାନ ଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସହଯୋଗ ରେ ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ

ଆସିକା ପଶ୍ଚିମ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମ୍ଭିଧାନ ଦିବସ ପାଳିତ

ବ୍ରହ୍ମପୁର : ଆଜି ସାରା ଦେଶବ୍ୟାପୀ କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଅ ଦିବସ ପାଳିତ ହେଉଥିବା ବେଳେ ଏ.ଆଇ.ସି.ସି ର ମାର୍ଗଦର୍ଶିକା ଅନୁସାରେ ଓଡିଶାର ସମସ୍ତ ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ପରିପ୍ରେକ୍ଷୀରେ ଆସିକାରେ ମଧ୍ୟ ସମ୍ଭିଧାନ ଦିବସ ପାଳନ ହୋଇଛି ।ଏହି

ଓଡିଶା ରାଜ୍ୟ ମହିଳା କମିଶନ୍ ଙ୍କ ଦ୍ବାରା ବ୍ରହ୍ମପୁର ଠାରେ ଶିବିର ଅଦାଲତ ଅନୁଷ୍ଠିତ

ଛତ୍ରପୁର : ବ୍ରହ୍ମପୁରର ଉପ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ଓଡିଶା ରାଜ୍ୟ ମହିଳା କମିଶନ୍ ଙ୍କ ଦ୍ବାରା ଏକ ଶିବିର ଅଦାଲତ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ଅଦାଲତରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ୩୫ଗୋଟି ମୋକଦ୍ଦମା ଦାୟର ହୋଇଥିଲା । ତନ୍ମଧ୍ୟରୁ ଉଭୟ ପକ୍ଷ ୭ଗୋଟି,

ଆଇନ ସେବା ପ୍ରାଧିକରଣ ପକ୍ଷରୁ ସମ୍ବିଧାନ ଦିବସ ପାଳନ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ଅଶାନ୍ତ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀ ବ୍ୟୋମକେଶ ନାୟକଙ୍କ ପୌରହିତ୍ୟରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ,ବ୍ରହ୍ମପୁରରେ ବୁଧବାର ସମ୍ବିଧାନ ଦିବସ