Browsing Category

ଆଞ୍ଚଳିକ

ମାଓମୁକ୍ତ ହେବ ସମଗ୍ର କନ୍ଧମାଳ ଜିଲ୍ଲା, ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ ୧୦ ମାଓବାଦୀ

କନ୍ଧମାଳ : ପାଖେଇ ଆସୁଛି ମାର୍ଚ୍ଚ ୩୧ ତାରିଖ। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତ ରେ ଆସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଫେରି ଯାଇଛନ୍ତି । ଏ ନେଇ ସମଗ୍ର କନ୍ଧମାଳ ରେ ପୋଲିସ ମାଓବାଦୀ ଅପରେସନକୁ ଆହୁରି ଜୋରଦାର କରିଛି । ରାଜ୍ୟ ପୋଲିସ ଏବଂ…

କୋଷାଗୁମୁଡା ଟ୍ରାକ୍ଟର ମାଲିକଙ୍କୁ ଅସୁବିଧା ! ଟିପ୍ପରବାଲାଙ୍କ ପାଇଁ ପୁରା ସୁବିଧା ମାଇନିଂ ବିଭାଗ ଉପରେ ଉଠିଛି ବଡ଼…

କୋଷାଗୁମୁଡା /ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଟ୍ରାକ୍ଟର ମାଲିକଙ୍କ ନିଦ ହଜି ଗଲାଣି। ଟ୍ରାକ୍ଟର ମାଲିକଙ୍କ ପରିବାର ଗୁଜୁରାଣ, ଭରଣପଷଣ କାଠିକର ପାଠ ହେଲାଣି। ମାଲିକ ସହ ଟ୍ରାକ୍ଟର ଚାଳକ ଏବଂ ମୁଲିଆଙ୍କ କଥାତ ଆଉ ନକହିବା ଭଲ। କିଏ ତ ଋଣରେ ଟ୍ରାକ୍ଟର ଆଣି…

୨୯ତମ ଷୋହଳ ପ୍ରହର ନାମ ଯଜ୍ଞ

ନୟାଗଡ଼ ,୧୧/୩(ନିସର୍ତ୍ତ): ଭାଗବତ ସେବା ସଦନ ଶୂନ୍ୟ ଆଶ୍ରମ ଦ୍ୱାରା ରାଜସୁନାଖଳା ନିକଟସ୍ଥ ପାନନଗର ସ୍ଥିତ ଶୂନ୍ୟ ଆଶ୍ରମରେ ୨୯ ତମ ଷୋଳ ପ୍ରହର ଭାଗବତ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଉତ୍ସବରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୨୫ ଟି ଭାଗବତ ମଣ୍ଡଳୀ ଯୋଗଦାନ କରିଥିଲେ। ବଡ଼ମ୍ବା…

ନାଳ ପାଣିରେ ଗ୍ରାମବାସୀଙ୍କ ଜୀବନ ନିର୍ଭର; ରାସ୍ତା, ପୋଲ ଓ ବିଦ୍ୟୁତ ବିହୀନ ଦୁଇମାନ ଗ୍ରାମରେ ବିକାଶ ଅପେକ୍ଷା

ଉମରକୋଟ / ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚକଲାପଦର ପଞ୍ଚାୟତର ଦୁଇମାନ ଗ୍ରାମରେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାର ଭୟାବହ ଅଭାବ ଦେଖିବାକୁ ମିଳୁଛି। ପାନୀୟ ଜଳ, ପକ୍କା ରାସ୍ତା, ପୋଲ ଓ ବିଦ୍ୟୁତ ଭଳି ଆବଶ୍ୟକ ସୁବିଧା ନଥିବାରୁ ଗ୍ରାମବାସୀ ଦୀର୍ଘଦିନ ଧରି ଅନେକ…

ସରକାରଙ୍କ ପକ୍ଷରୁ ଗ୍ୟାସ ଦର ବୃଦ୍ଧି ପରେ କଳା ବଜାରୀ ହେଲାଣି ଗ୍ୟାସ….!

ବ୍ରହ୍ମପୁର: ଯୁଦ୍ଧ ପାଇଁ ଗ୍ୟାସ ଦର ବୃଦ୍ଧି ହେବା ପରେ ଗ୍ୟାସ ଅଭାବ ଯୋଗୁଁ କଳା ବଜାରୀ ବୃଦ୍ଧି ହେଇଛି। ଗ୍ୟାସ ଦର ନିୟନ୍ତ୍ରଣ ବାହାକୁ ଚାଲିଯାଇଛି। କଳା ବଜାର ରେ ସିଲିଣ୍ଡେର ପ୍ରତି ଶହେରୁ ଉର୍ଦ୍ଧରେ ବିକ୍ରି ହେଲାଣି ପ୍ରତି ଗ୍ୟାସ ହାଣ୍ଡି। ସାଧାରଣ ଲୋକେ ବର୍ତ୍ତମାନ ଗ୍ୟାସ ସିଲିଣ୍ଡର…

୯ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ସାମାଜିକ ସୁରକ୍ଷା ଅଧିକାରୀ

ନୟାଗଡ଼ : ସରକାରୀ ବାବୁ ମାନେ ଗୋଟିଏ ସ୍ଥାନରେ ୩ବର୍ଷରୁ ଉର୍ଦ୍ଧ୍ବ ସମୟ ରହିପାରିବେ ନାହିଁ। ରାଜ୍ୟ ସରକାର ସମସ୍ତ ବିଭାଗକୁ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।ମାତ୍ର କିଛି ସରକାରୀ କର୍ମଚାରୀ ଉପରିସ୍ଥ ଅଧିକାରୀଙ୍କୁ ହାତ ବାରିସୀ କରି ବର୍ଷ ବର୍ଷ ଧରି ଗୋଟିଏ ସ୍ଥାନରେ ନିଜର ଆଧିପତ୍ୟ…

ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଋତୁସ୍ରାବଜନିତ ସ୍ୱାସ୍ଥ୍ୟ ଅଭିଯାନ : ୧୦ ହଜାରରୁ ଅଧିକ ମହିଳାଙ୍କୁ କିଟ୍ ଓ…

ବ୍ରହ୍ମପୁର : ଗୋଷ୍ଠୀ ସ୍ୱାସ୍ଥ୍ୟ, ସମାଜ କଲ୍ୟାଣ ଓ ଲିଙ୍ଗଗତ ସମାନତା ଭଳି କ୍ଷେତ୍ରକୁ ଅଗ୍ରାଧିକାର ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ୟାପକ ଋତୁସ୍ରାବ ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି…

ଆସିକା ପୋଲିସ ପକ୍ଷରୁ ଅନ୍ତରାଜ୍ୟ ମୋଟର ସାଇକେଲ ଲୁଟେରା ଗିରଫ ବାଇକ ଜବତ….!

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ପୋଲିସ କୁ ବଡ଼ ସଫଳତା ମିଳିଛି।୫ ଜଣ ଅନ୍ତରାଜ୍ୟ ଲୁଟେରା ମାନଙ୍କୁ ପୋଲିସ ଗିରଫ କରିବା ସହ ୧୧ ଟି ମୋଟର ସାଇକେଲ ଜବତ କରିଛି। ଏହି ଏରୋଗଲା ସମ୍ପ୍ରଦାୟ ର ଲୁଟେରା ମାନେ ମୋଟର ସାଇକେଲ ଚୋରୀ କରି ବିଭିନ୍ନ ଅପରାଧ ତତ୍ତ୍ୱ କାର୍ଯ୍ୟରେ ଲିପ୍ତ ଥିବା…

ହାଣ୍ଡିଶାଳ ଉପରେ ଡବଲ ମାଡ଼ ଗ୍ୟାସ ପରେ ଖାଇବା ତେଲ ମହଙ୍ଗା……!

ବ୍ରହ୍ମପୁର: ଯୁଦ୍ଧର ଦ୍ୱାହି ଦେଇ ପ୍ରଥମେ ରନ୍ଧନ ଗ୍ୟାସ ଦର ବୃଦ୍ଧି ହୋଇଥିଲା। ବର୍ତ୍ତମାନ ଖାଇବା ତେଲ ପ୍ରତି ଲିଟର ରେ ୧୦ ଟଙ୍କା ବୃଦ୍ଧି ହୋଇଛି। ସବୁ ବର୍ଗର ଲୋକଙ୍କ ହାଣ୍ଡିଶାଳ ରେ ଡବଲ ଇଞ୍ଜିନର ଡବଲ ମାଡ ହୋଇଛି। ଦୁଇ ଦିନରେ ଗ୍ୟାସ ସହ ଖାଇବା ତେଲର ଦର ବୃଦ୍ଧି ହୋଇଛି। ସରକାର…

କାଲିମେଳା ବ୍ଲକ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି : ଆଜି କାଲିମେଳା ବ୍ଲକ ଅଧିନସ୍ତ ଭୁବନପାଲ୍ଲୀ ଗ୍ରାମ ପଞ୍ଚାୟତ ଠାରେ 'ଯୁଗ୍ମ ଜନ ଶୁଣାଣି ଶିବିର' ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଜନ ଶୁଣାଣୀ…