Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବ୍ଲକ ରଟିଙ୍ଗିଆ ଠାରେ ଥିବା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ୨୮ତମ ପ୍ରତିଷ୍ଠା ଦିବସ ପ୍ରଧାନ ଶିକ୍ଷକ ଚତୁର୍ଭୂଜ ସାହୁଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି!-->…
ଜିଲ୍ଲାସ୍ତରୀୟ ବିଦ୍ୟୁତ ମହୋତ୍ସବ : ଉତ୍କଳ ଭାରତ ଉଜ୍ଜଳ ଭବିଷ୍ୟତ
ଫୁଲବାଣୀ :- ଦେଶ ସ୍ବାଧୀନତାର ୭୫ ତମ ବର୍ଷ ପାଳନ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ଆଜାଦିକି ଅମୃତ ମହୋତ୍ସବ ଅବସରରେ ବିଦ୍ୟୁତ ମହୋତ୍ସବ ଆଜି ସ୍ଥାନୀୟ ସଭାଗୃହ ଠାରେ ପାଲିତ ହୋଇଯାଇଛି।ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ଯୋଗ ଦେଇ ଥିବାବେଳେ ସମ୍ମାନିତ!-->…
କନ୍ଧମାଳ ଜିଲ୍ଲା କଳାକାର ସଂଘର ରାଲି ଓ ବିକ୍ଷୋଭ
ଫୁଲବାଣୀ:-କନ୍ଧମାଳ ଜ଼ିଲ୍ଲା ପାରମ୍ପରିକ ଲୋକକଳା ସଂଘର ସଭାପତି ଅକ୍ଷୟ କର୍ଣ୍ଣଙ୍କ ନେତୃତ୍ୱରେ ୬ ଦଫା ଦାବୀପୂରଣ ନେଇ କନ୍ଧମାଳ ଜ଼ିଲ୍ଲା କଳାକାରସଙ୍ଘର ରାଲି ଓ ବିକ୍ଷୋଭ ହୋଇଥିଲା।ସୂଚନା ଅନୁସାରେ ଜ଼ିଲ୍ଲା ସଂସ୍କୃତି ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପର ଘୋର ପ୍ରତିବାଦ କରି ଆଜି ହଜାର!-->…
୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର
ଫୁଲବାଣୀ : ବର୍ତ୍ତମାନ ବର୍ଷା ଦିନ। ବର୍ଷା ଯୋଗୁଁ ସମସ୍ତ ଅଞ୍ଚଳ ପ୍ରାୟ ସନ୍ତସନ୍ତିଆ। ଏଣୁ ସାପ ଭଳି ସରିସୃପ ଅନେକ ସ୍ଥାନରେ ଜନବସତି ତଥା ଘର ଅଗଣାକୁ ଚାଲି ଆସିବା ଘଟଣା ଦେଖିବାକୁ ମିଳୁଛି। ଫୁଲବାଣୀ ସହରରେ ଏଭଳି ସାପ ଗୁଡ଼ିକର ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ହ୍ୟୁମାନିଟି!-->…
ଚିତ୍ରକୋଣ୍ଡା ବ୍ଲକରେ ପଞ୍ଚାୟତ ପ୍ରତିନିଧିଙ୍କୁ ଦିନିକିଆ ସଚେତନତା କର୍ମଶାଳା
ଚିତ୍ରକୋଣ୍ଡା (୨୭/୦୭) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ଜିଲା ସାମାଜିକ ସୁରକ୍ଷା ଓ ଭିର୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲା ସାମଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲଙ୍କ!-->…
କାଟିବାକୁ ଯାଇଥିଲେ ବାଉଁଶ, ମିଳିଲା ମୃତ ଶରୀର
କୋରୁକୋଣ୍ଡା (୨୭/୦୭) : ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ସଦର ମହକୁମାରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନାନୁଯାୟୀ, କୋରୁକୋଣ୍ଡା ଗ୍ରାମର ଭୀମ ଦାସ (୫୫) ଆଜି ମଧ୍ୟାହ୍ନରେ ଘରୁ ମଙ୍ଗଳା ମନ୍ଦିର ନିକଟରେ ଥିବା ନିଜ ଜମିକୁ ବାଉଁଶ ଆଣିବା ପାଇଁ ଯାଇଥିଲେ।!-->…
ମଦୁଆ ଡ୍ରାଇଭରଙ୍କ ଉନ୍ମତ୍ତ କାଣ୍ଡ
ମାଲକାନଗିରି, ୨୭।୭ : ମାଲକାନଗିରି ଜିଲ୍ଲା ଏମ୍ଭି ୭ ଗ୍ରାମ ନିକଟରେ ଆଜି ଏକ ମୋଟର ସାଇକେଲ ଏବଂ ଏକ ସ୍କୋର୍ପୀଓ ମଧ୍ୟରେ ଦୁର୍ଘଟଣା ହେବାରୁ ମୋଟର ସାଇକେଲ ଚାଳକ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଏମ୍ଭି ୭ ଗ୍ରାମ ନିକଟରେ ଆଜି ଏକ!-->!-->!-->…
ଅବକାରୀ ବିଭାଗ ତରଫରୁ ୩୦୦ କେଜି ଗଞ୍ଜେଇ ଜବତ
ମାଲକାନଗିରି, ୨୭।୭ : ମାଲକାନଗରି ଜିଲ୍ଲା ଅବକାରୀ ବିଭାଗ ତରଫରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ମହିଳା ଗିରଫ ହୋଇଛନ୍ତିା ସୁଚନା ମୁତାବକ ଜିଲ୍ଲାପାଳ ବିଶାଲ ସିଂ ଓ ଅବକାରୀ ଅଧିକ୍ଷକ ଅରୁଣ ପାଢିଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ବାଲିମେଳା!-->…
ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇ ଯୁବକ ନିଖୋଜ
ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକ ଏକ ଉପାନ୍ତ ମାଓ ଅଧ୍ୟୁଷିତ ଅଞ୍ଚଳ ହାଇଥିବାରୁ ଶ୍ରମିକ ଦଲାଲ ମାନେ ନାନା ପ୍ରଲୋଭନ ଦେଖାଇ ଶ୍ରମିକ ମାନଙ୍କୁ ବାହାର ରାଜ୍ୟରେ ଦାଦନ ଖଟାଇବାକୁ ନେଇ ଯାଉଛନ୍ତି | ଶ୍ରମିକମାନେ ନିଜ ଅଞ୍ଚଳର କାମ ଛାଡ଼ି ଅଧିକା ଉପାର୍ଜନର ଆଶା ନେଇ କିଛି ନ!-->…
ସର୍ଭେ ନିମନ୍ତେ ତାଲିମ କାର୍ଯ୍ୟକ୍ରମ
ଚିତ୍ରକୋଣ୍ଡା : ଆଜି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ଚିତ୍ରକୋଣ୍ଡା ବ୍ଲକ ସାମାଜିକ ସୁରକ୍ଷା ଓ ଭିର୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କ ଆହ୍ୱାନ କ୍ରମେ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟ ର ଅଧକ୍ଷ ଖିରୋଦ ଚନ୍ଦ୍ର!-->…