Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ସମୀକ୍ଷା ବୈଠକ
ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ପରମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଜୁନ ମାସ ୧୭,୧୮୧୯ ତାରିଖରୁ ୩ ଦିନ ବ୍ୟାପି ଚାଲିଥିବା ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଜୁନ୧୯ ତାରିଖରେ ସମାପ୍ତ ହୋଇଥିଲା। ଦୀର୍ଘ ୩ ଦିନ ବ୍ୟାପି ମହା ଆଡମ୍ବରରେ!-->…
ରଣପୁର ବିଜୁ ଯୁବ ଜନତା ଦଳ ତରଫରୁ ବୃକ୍ଷରୋପଣ
ରଣପୁର : ବିଜୁ ଜନତା ଦଳର ୨୫ ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀର ବିଜୁ ଯୁବ ଜନତା ଦଳ ତରଫରୁ ରଣପୁର ଜୋନର ଡମସାହି ଗ୍ରା:ପ ସ୍ଥିତ ଦଶୀପୋଖରୀ ଗ୍ରାମ ଠାରେ "ବୃକ୍ଷରୋପଣ ଓ ପରିବେଶ ସଚେତନତା"କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ରଣପୁର ନିର୍ବାଚନ!-->!-->!-->…
ଅହେତୁକ ବାଲିଦରବୃଦ୍ଧି ପ୍ରତିବାଦରେ ଟ୍ରାକ୍ଟର ସଂଘ ରାଜ ରାସ୍ତାକୁ ଓହ୍ଲାଇବ
ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବାଲିର ଦର ଅହେତୁକ ବୃଦ୍ଧି ପାଇଁ ପ୍ରଶାସନ ପଦକ୍ଷେପ ନେଉଥିବାରୁ ଦୀର୍ଘ କୋଡ଼ିଏ ଦିନ ଧରି ଟ୍ରାକ୍ଟର ସବୁ ବନ୍ଦ ରହିଛି।ବାଲି ପରିବହନ ବୃଦ୍ଧି ନିଷ୍ପତ୍ତି ପୂର୍ବରୁ କୌଣସି ଠିକାଦାର, ଟ୍ରାକ୍ଟର ମାଲିକ କିମ୍ବା ନିର୍ମାଣ ଠିକାଦାର ଙ୍କ ମତାମତ ନ ନେଇ!-->…
ଇଡି ସ୍କାନରରେ ବଙ୍ଗୀୟ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ
କୋଲକାତା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସ୍କାନରରେ ବଙ୍ଗୀୟ ସୁନ୍ଦରୀ ତଥା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ। ତାଙ୍କ ଘରକୁ ମିଳିଛି ନଗଦ ୨୦ କୋଟି ଟଙ୍କା। ବେଙ୍ଗଲରେ ହୋଇଥିବା ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ଅର୍ପିତାଙ୍କ ଭୂମିକା ଥିବା ସନ୍ଦେହ କରିଛି ଇଡି। ବିଭିନ୍ନ ବେଙ୍ଗଲୀ ଓ ଓଡ଼ିଆ!-->…
ଖବର ପ୍ରକାଶ ପାଇବା ପରେ ରାସ୍ତା ମରାମତି କାମ ଆରମ୍ଭ
ଫୁଲବାଣୀ : ଗଣ ମାଧ୍ୟମ଼ରେ ଖବର ପ୍ରକାଶ ପାଇବା ପରେ ଫୁଲବାଣୀ ସହରର ମୁଖ୍ୟରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି l ଫୁଲବାଣୀ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ସକାଳୁ କାର୍ଯ୍ୟ ଆରମ୍ଭ କରିଛି ଠିକାଦାର l ଗତ କିଛିଦିନ ହେଲା ରାସ୍ତାରୁ ପିଚୁସହ ଗୁଡ଼ି ଉଠି ଯିବା ଫଳରେ ଏହି ରାସ୍ତା ରେ ଟାଉନ!-->…
ବାରହା ଆକ୍ରମଣରେ ଜଣଙ୍କର ମୃତ୍ୟୁ
ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଜଙ୍ଗଲ ବିଭାଗ ରେଞ୍ଜ ଅନ୍ତର୍ଗତ ପକାରୀ ଯିରୀଙ୍ଗପଡା ସାହିର ମନ କହଁର (୫୫ ) ବିଲରେ ସକାଳୁ ଏକାକୀ ହଳ କରୁଥିବା ବେଳେ ଅତର୍କିତ ଭାବେ ଆକ୍ରମଣ କରିଥିଲା ଏକ ଜଙ୍ଗଲୀ ବାରହା l ଫଳରେ ମନ ଗୁରୁତର ଆହତ ହୋଇ ପଡିଥିଲେ। ମନଙ୍କ ଚିତ୍କାର ଶୁଣି ଗାଁ ଲୋକେ!-->…
ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ କୃତିତ୍ୱ
ଦାରିଙ୍ଗବାଡ଼ି(୨୩/୭) : ସିବିଏସସି ୧୦ମ ପରୀକ୍ଷାରେ ଦାରିଙ୍ଗବାଡ଼ି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ବେଶ ସଫଳତା ପାଇଛନ୍ତି। ଅଙ୍କିତ କୁମାର ନାୟକ ୯୩ ପ୍ରତିଶତ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ହୋଇଥିବା ବେଳେ, ଜେ ପ୍ରତିକ କୁମାର ସିଂ ୮୭.୬୦, କୁମାର ୟମନ ସାହୁ ୮୬, ପ୍ରତ୍ୟୁଷ ତୁଷାର!-->!-->!-->…
୧୦୦ ଗ୍ରାମ ବ୍ରାଉନ ସୁଗର ଜବତ : ଜଣେ ଗିରଫ
ବ୍ରହ୍ମପୁର : ବ୍ରାଉନ ସୁଗର କବଳରେ ଏବେ ରହିଛନ୍ତି ଯୁବପିଢ଼ି । ବ୍ରହ୍ମପୁର ସହରରେ ଦିନକୁ ଦିନ ବ୍ରାଉନ ସୁଗର କାରବାର ବୃଦ୍ଧି ପାଇବାରେ ଲାଗିଛି । ଆଜି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜଣେ ଯୁବକଙ୍କ ନିକଟରୁ ୧୦୦ ଗ୍ରାମ ବ୍ରାଉନ ସୁଗର ଜବତ କରାଯାଇଛି । ଏହି ଯୁବକ ଜଣକ ଏକ!-->…
ଭିନ୍ନଭିନ୍ନ ବନାଞ୍ଚଳରେ ଦନ୍ତାହାତୀ ମୃତ୍ୟୁ ଘଟଣାରେ ୨ ବନପାଳ ୨ବନରକ୍ଷୀ ନିଲମ୍ବିତ
ଭଞ୍ଜନଗର : ଜୁନ ୭ରେ ମୁଜାଗଡ ବନାଞ୍ଚଳ ମୁଜାଗଡ ସେକସନର ଦଦରାଲୁଣ୍ଡା ଗ୍ରାମ ନିକଟ ବନ୍ଧଗୋଛା ଜଙ୍ଗଲରେ ଘଟିଥିବା ଦନ୍ତାହାତୀର ମୃତ୍ୟ , ଦାନ୍ତ ଲୁଟ୍ ଓ କାଯ୍ୟରେ ଅବହେଳାକୁ ନେଇ ୨ଜଣକୁ ନିଲମ୍ବିତ କରାଯାଇଛି।ସେମାନେ ହେଲେ ମୁଜାଗଡ ସେକସନର ବନପାଳସୁକାନ୍ତ କୁମାର ନାୟକ ଓ ବନରକ୍ଷୀ ଶ୍ରୀମନ!-->…
ମୋଟର ଚାଳିତ ନୂତନ ଅଧିନିୟମ ଓ ଆଇନ୍ ଉପରେ କର୍ମଶାଳା
ଛତ୍ରପୁର : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁରସ୍ଥିତ ଆଞ୍ଚଳିକ ପରିବହନ ନୂତନ କାର୍ଯ୍ୟାଳୟ ତଥା ଗଞ୍ଜାମ ଡ୍ରାଇଭିଂ ଲାଇସେନ୍ସ ତାଲିମ ପ୍ରଶିକ୍ଷଣ କେନ୍ଦ୍ର ଠାରେ ମୋଟର ଚାଳିତ ନୂତନ ଅଧିନିୟମ ଓ ଆଇନ୍ ଉପରେ ଦକ୍ଷିଣାଞ୍ଚଳସ୍ତରୀୟ ଏକ ମେଗା ଦିନିକିଆ କର୍ମଶାଳା ଶୁକ୍ରବାର ଆୟୋଜିତ ହୋଇଯାଇଛି ।!-->…