Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅଗ୍ନିପଥ ସ୍କିମକୁ ବିରୋଧ କରି ଛତ୍ରପୁର ରେଲୱେ ଷ୍ଟେସନକୁ ଘେରିଲେ ପରୀକ୍ଷାର୍ଥୀ ଯୁବକ
ସରକାର ନିଷ୍ପତ୍ତିକୁ ପ୍ରତ୍ୟାହାର ନକଲେ ଆଗକୁ ଆନ୍ଦୋଳନ ଜୋରଦାର
ଛତ୍ରପୁର : ଭାରତ ସରକାରଙ୍କ ସେନା ବାହିନୀରେ ନିଯୁକ୍ତି ପାଇଁ ଅଗ୍ନିପଥ ସ୍କିମ ଘୋଷଣା ହେବାଠାରୁ ସାରା ଦେଶରେ ଆର୍ମି ପାଇଁ ପ୍ରସ୍ତୁତ ହେଉଥିବା ଯୁବକ ମାନେ ବିରୋଧ ପ୍ରଦର୍ଶନ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି,!-->!-->!-->!-->!-->…
ଜିଲ୍ଲା ଷୌଣ୍ଢିକ ସମାଜର ପ୍ରତିଷ୍ଠା ଦିବସ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଉମା ମହେଶ୍ୱରୀ ମନ୍ଦିର ନିକଟରେ ଜିଲ୍ଲା ଷୌଣ୍ଢିକ ସମାଜର ପ୍ରତିଷ୍ଠା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବରେ ଫୁଲବାଣୀ ବ୍ଲକ ଅଧ୍ୟକ୍ଷା ସସ୍କିତା କହଁର ଯୋଗ ଦେଇଥିବା ବେଳେ!-->…
ଆନ୍ତର୍ଜାତିକ ଯୋଗ ଦିବସ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ
ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରୀପଡା ବ୍ଲକର ହାଇସ୍କୁଲ ଖେଳ ପଡିଆ ଖଜୁରୀପଡା ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଆନ୍ତର୍ଜାତିକ ଯୋଗ କାର୍ଯ୍ୟକ୍ରମ ପାଇଁ ଯୋଗ ଅଭ୍ୟାସ କାର୍ଯ୍ୟକ୍ରମ ଅନୁଠିତ ହୋଇଯାଇ ଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଖଜୁରୀପଡା ଥାନା!-->!-->!-->…
ବହୁମୁଖୀ ସମବାୟ ସମିତି ନିର୍ବାଚନରେ ବିଧାୟକଙ୍କ ମତଦାନ…
ଦାରିଙ୍ଗବାଡି ପ୍ରତିନିଧି // ନିସର୍ତ୍ତ ନିୟୁଜ
ଦାରିଙ୍ଗବାଡ଼ି,: ଦାରିଙ୍ଗବାଡି ବହୁମୁଖୀ ସମବାୟ ସମିତି ତଥା ଲ୍ୟାମ୍ପସର ନିର୍ବାଚନ ରାପଡାବାଡ଼ି ସ୍କୁଲ ପରିସର ମଧ୍ୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଦାରିଙ୍ଗବାଡି ବହୁମୁଖୀ ସମବାୟ ସମିତିରେ ୧୫ ଗୋଟି ୱାର୍ଡ ରହିଥିବା ବେଳେ ୮ ନଂ!-->!-->!-->…
କାଲିମେଳା ବନବିଭାଗ କୁ ବଡ଼ ସଫଳତା, ଚୋରା କାଠ ଚାଲାଣ ମାମଲାରେ ଦୁଇଟି ଗାଡି ସହ ୪ଗିରଫ
ମାଲକାନଗିରି : ମାଲକାନଗିରି କାଲିମେଳା ରେଞ୍ଜ ଅନ୍ତର୍ଗତ ପଡିଆ ସେକ୍ସନ କୁର୍ତି ବିଟ ଅଂଚଳରେ ଆଜି ସକାଳେ ବନ ବିଭାଗତରଫରୁ ପେଟ୍ରୋଲିଂ କରିବା ସମୟରେ ବନପାଳ ଶ୍ରୀ ପବିତ୍ର ଦାସ ଏବଂ କାଲିମେଲା ରେଞ୍ଜର ବନ କର୍ମଚାରୀ ପପିତା ଆଜମେରା,କାନନ ବିଶ୍ୱାସ ଗୋଟିଏ ଟ୍ରାକ୍ଟର ଏବଂ ଗୋଟିଏ!-->!-->!-->…
ପୁଅ ନିଖୋଜ କୁ ନେଇ ଥାନା ର ଦ୍ଵାରସ୍ତ ହେଲେ ମା…
ଉମରକୋଟ : ପନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ପାରୁଆ ପଞ୍ଚାୟେତ ଛତାବେଡ଼ା 1 ନମ୍ବର ଡି, ଏନ, କେ ଗାଁର ଏକ ବିଧବା ମାର ପୁଅ ନିଖୋଜ କୁ ନେଇ ଅଂଚଳରେ ଦୁଃଖ ଭରା ପରିବେଶ ଦେଖିବାକୁ ମିଳିଛି , ସୂଚନା ଅନୁଯାୟୀ ତାଙ୍କ ସାନ ପୁଅ ଉତ୍ପଳ ସରକାର ଯିଏ କି ପ୍ଳାସ ଥ୍ରୀ କମ୍ପ୍ଲିଟ କରିବା!-->…
ତୃତୀୟ ଦିନରେ ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ସଂଗଠନ
ଦୃଢତା ର ମନ୍ତ୍ର ଦେଲେ ଜିଲ୍ଲା ପରିଷଦ ଅଧକ୍ଷା ସୁଲତାରାଣୀ
ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜୀଉରା ଗ୍ରାମ ପରମେଶ୍ବର ମନ୍ଦିର ପ୍ରାଙ୍ଗଣରେ ଚାଲିଥିବା ଚିକିଟି ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ମହାସଭା ଆଜି ଅର୍ଥାତ ଶନିବାର ଦିତୀୟ ଦିନରେ ପହଞ୍ଚିଛି।ଆଜିର!-->!-->!-->…
ବିଦ୍ୟୁତ୍ ଆଘାତରେ ମହିଳା ଶ୍ରମିକ ମୃତ
ହିଞ୍ଜିଳିକାଟୁ (୧୯।୦୬) : ରବିବାର ଅପରାହ୍ନରେ ହିଞ୍ଜିଳିକାଟୁ ପୌରାଞ୍ଚଳ ୧୯ ନଂ ଓ୍ବାର୍ଡ ମାଷ୍ଟ୍ର କଲୋନୀରେ ଏକ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ ଆଘାତରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଚାନ୍ଦୁଲି ଗ୍ରାମ ଦାସ ସାହିର ଅନିଳା ଦାଶ (୩୨)!-->…
ଏମ୍ଜିଏନ୍ଆର୍ଇଜିଏ ଯୋଜନାରେ ହରିଲୁଟ, ମହିଳା ଶ୍ରମିକଙ୍କୁ ଗାଁ ସାଥୀଙ୍କ ଧମକ
ହିଞ୍ଜିଳିକାଟୁ(୧୯।୬) : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ବଡ଼ଖଣ୍ଡି ପଞ୍ଚାୟତରେ ଏମ୍ଜିଏନ୍ଆର୍ଇଜିଏ ଯୋଜନାରେ କାମ ପାଇବାକୁ ଦାବି ଜଣାଇଥିବା ଜଣେ ମହିଳା ଶ୍ରମିକଙ୍କୁ ଗାଁ ସାଥୀ କାମ ଦେବାକୁ ମନା କରିବା ସହ ଦୁର୍ବ୍ୟବହାର ଓ ଗାଳିଗୁଲଜ କରିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି।!-->…
ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ଯାଣଙ୍କୁ ବିଦାୟ ସମ୍ବର୍ଦ୍ଧନା…
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଗତ ତିନି ବର୍ଷ ଧରି ଜିଲ୍ଲପାଳ ଭାବେ ଦାୟିତ୍ଵ ତୁଲାଇଥିବା ଶ୍ରୀଯୁକ୍ତ ନିଖିଲ ପବନ କଲ୍ଯାଣଙ୍କୁ ପ୍ରଶାସନ ପକ୍ଷରୁ ବିଦାୟୀ ସମ୍ବର୍ଦ୍ଧନା ଦିଆଯାଇଛି। ରବିବାର ଦିନ ସ୍ଥାନୀୟ ବିକାଶ ଭବନ ଠାରେ ଅୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା!-->!-->!-->…