Browsing Category

ଆଞ୍ଚଳିକ

ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦାୟିତ୍ଵ ପରିବର୍ତ୍ତନକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀଙ୍କ ଦାୟିତ୍ଵ ପରିବର୍ତ୍ତନକୁ ନେଇ ଗ୍ରାମବାସୀଙ୍କ ଦ୍ବାରା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ। ଅଭିଯୋଗ ଅନୁସାରେ ଡାକ୍ତର ତାପସ ରଂଜନ ସେନାପତି ଦୀର୍ଘ ଏକବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶରଣକୁଳ ଗୋଷ୍ଠୀ…

ବଣ୍ଡା ପାହାଡ଼ରୁ ସହାୟତା ପାଇଁ ଆକୁଳ ନିବେଦନ, ରକ୍ତ କର୍କଟ ସହିତ ଯୁଦ୍ଧ କରୁଛି “ସନିଆ”

ମାଲିକାନଗିରି ଖଇରପୁଟ,୧୬/୨ପ୍ରକୃତିର କୋଳେ ବସୁଥିବା ବଣ୍ଡା ଜନଜାତିର ଜୀବନ ସରଳ କିନ୍ତୁ ସଂଘର୍ଷମୟ । ସେହି ସଂଘର୍ଷ ଆଜି ଜୀବନ-ମୃତ୍ୟୁର ଯୁଦ୍ଧରେ ପରିଣତ ହୋଇଛି ୧୭ ବର୍ଷୀୟ ନାବାଳକ ସନିଆ ଚଲାଣ ପାଇଁ । ଖଇରପୁଟ ବ୍ଲକ ଅନ୍ତର୍ଗତ ଅଣ୍ଡ୍ରହାଲ ଗ୍ରାମର ଏହି ଗରିବ ପରିବାରର ପୁଅ ବର୍ତ୍ତମାନ…

କୋରାପୁଟ ଠାରେ ଜ଼ିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ

କୋରାପୁଟ : ସ୍ଥାନୀୟ ସଦଭାବନା ସଭା ଗୃହ ପରିସରରେ ଜ଼ିଲ୍ଲାପାଳ ମନୋଜ ସତ୍ଯୱାନ ମହାଜନଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି| ଏହି ଶିବିରରେ ଗୋଷ୍ଠୀ ଗତ ଭାବେ 4ଟି ଏବଂ ବ୍ୟକ୍ତିଗତ ଭାବେ 28ଟି ମୋଟ 32 ଗୋଟି ଅଭିଯୋଗର ଶୁଣାଣି ହୋଇଥିଲା । ଏହି ଶିବିରରେ ଅତିରିକ୍ତ…

କାସନ୍ଦାରେ ଜାଗର ଯାତ୍ରା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କାସନ୍ଦା ଗ୍ରାମରେ ଜାଗର ଯାତ୍ରା ଉପଲକ୍ଷେ ବାବା ବାଲୁଙ୍କେଶ୍ୱର ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାସନ୍ଦା ଗ୍ରାମର ବରିଷ୍ଠ ସଦସ୍ୟ କୈଳାସ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି…

ଜଙ୍ଗଲରେ ନିଆଁ ଲଗେଇବା ଅଭିଯୋଗରେ ଯୁବକ ଗିରଫ

ନୟାଗଡ଼: ନୟାଗଡ଼ ଜିଲ୍ଲା ବନଖଣ୍ଡ ରୋହିବାଙ୍କ ଚେମେଡି ରାସ୍ତାର ଓଡ଼ଗାଁ ବନାଞ୍ଚଳ ଗୟଳସିଂ ସଂରକ୍ଷିତ ଜଙ୍ଗଲ କମ୍ପାକ୍ଟ ମେଣ୍ଟ ୩ ରେ ନିଆଁ ଲାଗିଥିବା ବେଳେ ଖବର ପାଇ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲ୍ଲିକଙ୍କ ନିର୍ଦ୍ଦେଶରେ ବନପାଳ ସରିତା ବରାଳ,…

କୋରୁକୋଣ୍ଡା ବ୍ଲକ ଡୁଡାମେଟା ଗ୍ରାମ ପଞ୍ଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି : ଆଜି କୋରୁକୋଣ୍ଡା ବ୍ଲକ ଡୁଡ଼ାମେଟା ଗ୍ରାମ ପଞ୍ଚାୟତ ଠାରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ଅଧ୍ୟକ୍ଷତାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ସମୁଦାୟ ୬୯ ଟି ଅଭିଯୋଗ…

ବେଆଇନ୍ ମୋରମ୍ ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ : ୨ଟି ଜେସିବି ସହ ୫ ଟି ଟ୍ରାକ୍ଟର ଜବତ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଦଣ୍ଡପଦର ନିକଟସ୍ଥ ଖଡଗ ନଦୀ ନିକଟରୁ ବେଆଇନ୍ ଭାବେ ମୋରମ୍ ଖନନ ସହ ଚାଲାଣ ହେଉଥିବା ବେଳେ ମାଡ଼ି ବସିଲା ପୋଲିସ୍ । ଘଟଣାସ୍ଥଳରୁ ମୋରମ୍ ଖନନ କାର୍ଯ୍ୟରେ ନିୟୋଜିତ ୨ଟି ଜେସିବି ସହ ଚାଲାଣରେ ବ୍ୟବହୃତ ୫ ଟି ଟ୍ରାକ୍ଟର ଜବତ…

ମହାଶିବରାତ୍ରି ଉପଲକ୍ଷେ ବିଭିନ୍ନ ଶୈବପୀଠରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହା ଶିବରାତ୍ରି ଜାଗର ଯାତ୍ରା ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହେଉଥିବା ବେଳେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଭୋରୁ ସମୟ ରୁ ହିଁ ଛୋଟ ପିଲାଠାରୁ ବୟସ୍କ ଓ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ବିଭିନ୍ନ ଶିବ ମନ୍ଦିରରେ…

ପପୁଲୁରରେ କୋଣ୍ଡାରେଡି ସମ୍ପ୍ରଦାୟ ପକ୍ଷରୁ ବିଶାଳ ଜନସମାବେଶ, ଆଦିବାସୀ ମାନ୍ୟତାର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ପପଲୁର ଠାରେ କୋଣ୍ଡାରେଡି ସମ୍ପ୍ରଦାୟ ପକ୍ଷରୁ ଏକ ବିଶାଳ ସମବେଶ ଅନୁଷ୍ଠିତ ହୋଇଯାଇଛି। କୋଣ୍ଡାରେଡି ସମାଜର ସଭାପତି ରାମା ରାଓଙ୍କ ଅଧକ୍ଷତାରେ ଆୟଅଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାଂସଦ ବଳଭଦ୍ର ମାଝି,…

ସ୍ଥାନୀୟ ପ୍ରଶାସନ ଲଗାମ ଲଗାଇବାରେ ଅସମର୍ଥ କି…?

କୋରାପୁଟ/କୋଟପାଡ଼ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଳମାଳ ଇଟାଭାଟି ଦେଖିବାକୁ ମିଳୁଛି l ତାପମାତ୍ରା ବୃଦ୍ଧି ସହ ପ୍ରଦୁଷଣକୁ ରୋକିବାକୁ ଉଚ୍ଚତମ ନ୍ୟାୟାଳୟ ବେଆଇନ ଘୋଷଣା କରିଛନ୍ତି l ସରକାର ମାଟିଇଟା ନିର୍ମାଣ କରିବାକୁ ରୋକ ଲଗାଇଛନ୍ତି ଏବଂ…