Browsing Category

ଆଞ୍ଚଳିକ

ଟିମ କ୍ଲିନ୍ ସିଟି ପକ୍ଷରୁ ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି, କେଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର : 2019ମସିହା ଆଜିର ଦିନରେ ଭାରତ ସିଆରପିଏଫର 40ଜଣ ଜବାନଙ୍କୁ ହରାଇଥିଲା। ଆତଙ୍କବାଦୀ ସଙ୍ଗଠନ ଜୈଶେ ଏ ମହମ୍ମଦ ନାମକ ସଙ୍ଗଠନର ଆକ୍ରମଣରେ ଶହିଦ ହୋଇଥିଲେ ସମସ୍ତ ଜବାନ। ଯାହା ଭାରତ ପାଇଁ ସବୁଠାରୁ ବଡ ଆକ୍ରମଣ ଓ ଶକ୍ତ ଧକ୍କା ଥିଲା। ଅବଶ୍ୟ ଏହି ଆକ୍ରମଣ ଘଟଣାର ମାତ୍ର ଦୁଇ…

ସର୍ବଭାରତୀୟସ୍ତରୀୟ ବଡି ବିଲିଂ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କଲେ ଦିଲ୍ଲୀପ ପାତ୍ର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ର ଗର୍ବ ଓ ଗୌରବ ଦିଲ୍ଲୀପ ପାତ୍ର । ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ହାସଲ କରି ବାଲିଗୁଡା ପାଇଁ ଗୌରବ ଅଣିଛନ୍ତି ଦିଲ୍ଲୀପ । ଭୁବନେଶ୍ଵର ସ୍ଥିତ ଉତ୍କଳ ମଣ୍ଡପ ରେ ଆୟୋଜିତ ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ରେ ଦେଶ ର…

ଓଡ଼ଗାଁ ଷ୍ଟେଟବ୍ୟାଙ୍କରେ କୃଷିଋଣ ଆବେଦନ ମେଳା

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓଡ଼ଗାଁ ଶାଖାରେ କୃଷି ଋଣ ମେଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଆବେଦନ କାରୀ ଅଂଶଗ୍ରହଣ କରି ଋଣ ନେବା , ଋଣ ଶୁଝିବା ପ୍ରକ୍ରିୟା ସମ୍ପର୍କରେ ବ୍ୟାଙ୍କ ଅଧିକାରୀଙ୍କ ଠାରୁ ସମସ୍ତ ତଥ୍ୟ ବୁଝିଥିଲେ । …

ଓଡ଼ଗାଁ ବ୍ଲକ ଆନୁକୁଲ୍ୟରେ ଏକତା ପଦଯାତ୍ରା

ନୟାଗଡ଼: ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜନ୍ମ ଦିବସରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଆନୁକୁଲ୍ୟରେ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଓଡ଼ଗାଁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରୀତିବାଳା ରଣାଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର…

ଧରାକୋଟ ବ୍ଲକ ର ଜାହାଡା ବେଆଇନ ବାଲି ଘାଟରୁ ଚାଲିଛି ଚୋରା ବାଲି ଚାଲାଣ…..!

ଆସିକା ରେ ବନ୍ଦ ଧରାକୋଟ ରେ: ମେଲା : ପ୍ରଦୀପ କରୁଛନ୍ତି ଧରାକୋଟ ରେ ରାଜ ….. ଲଘୁ ଖଣିଜ ଦ୍ରବ୍ୟ ଖୁଲାମ ଖୁଲା ଲୁଟ ପ୍ରଶାସନ ନୀରବ ଦ୍ରଷ୍ଟା …..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବେଆଇନ ଚୋରା ବାଲି କାରଵାର ଏବେ ଟିକିଏ ରୋକ ଲାଗିଛି। କାରଣ ଏହାର ବିରୋଧ ରେ ଉଭୟ…

ଗହଙ୍ଗୁ ବାଲି ଘାଟ ଗଣ୍ଡଗୋଳ ମାମଲା ରେ ପୋଲିସ ହାତ ଜାଣିଶୁଣି ଖାଲି……!

ଆଗୁଆ ଜାମିନ ପାଇଁ ଅପରାଧ ତତ୍ତ୍ୱ ମାନଙ୍କୁ ସୁଯୋଗ ଦେଉଛି ପୋଲିସ …..!ବୁଗୁଡ଼ା: ଚଳିତ ମାସ ୮ ତାରିଖ ଦିନ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଗହଙ୍ଗୁ ବାଲି ଘାଟରେ ଆସିକା ଏମ.ଏଲ.ଏ ଲେଖା ଥିବା ଏକ ବୋଲର ଓ କେତେକ ବାଇକ ରେ ୧୫ ରୁ ଉର୍ଦ୍ଧ ଯୁବକ ମାନେ ରାତ୍ର ୧୦ ଘଣ୍ଟା ସମୟରେ ଯାଇ…

ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଏମ. ଭି. – ୫୫ରେ ମଧ୍ୟାହ୍ନ ଭୋଜନ ଅନିୟମିତତା ଅଭିଯୋଗ

ମାଲକାନଗିରି : ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଏମ. ଭି. - ୫୫ ରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ଅନିୟମିତତା ର ଅଭିଯୋଗ ଆସି ଅଛି । ଅଭିଯୋଗ ସଂକ୍ରାନ୍ତରେ ଅବଗତ ହେବା ପରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ତୁରନ୍ତ ଏହାର ତଦନ୍ତ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ…

ଓଡ଼ଗାଁ ଏନଏସିରେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ଶୁଭାରମ୍ଭ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କୁ ସରକାରୀ ଯୋଜନା ସହିତ ଯୋଡିବା ନିମନ୍ତେ ଏନଏସି ତରଫରୁ ସହଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।ଏନଏସିର ପ୍ରତି ୱାର୍ଡରେ…

ମହାଶିବରାତ୍ରୀ ପାଇଁ ସଜେଇ ହେଉଛି ବିଭିନ୍ନ ଶୈବପୀଠ

ବାଲିଗୁଡା : ଆଉ ଦିନକ ପରେ ଆସୁଛି ମହାଶିବରାତ୍ରୀ ବା ଜାଗର ଯାତ୍ରା, ଏ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଶୈବପୀଠ ଗୁଡିକରେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଜାଗର ଯାତ୍ରାକୁ ସୁରୁଖୁରୁରେ…