Browsing Category

ଆଞ୍ଚଳିକ

ବ୍ରହ୍ମପୁତ୍ର ନଦୀ ମଧ୍ୟରେ ନିର୍ମାଣ ହେବ ଦେଶର ପ୍ରଥମ ଅଣ୍ଡର-ୱାଟର ଟୁଇନ୍-ଟ୍ୟୁବ୍ ଟନେଲ୍ : ମୋଦୀ ସରକାରଙ୍କ ବଡ଼…

​ନୂଆଦିଲ୍ଲୀ: ଦେଶର ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମୋଦୀ ସରକାର ଆଉ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଆସାମର ବ୍ରହ୍ମପୁତ୍ର ନଦୀ ମଧ୍ୟରେ ଏକ ବିଶାଳ 'ଅଣ୍ଡର-ୱାଟର ଟୁଇନ୍-ଟ୍ୟୁବ୍ ଟନେଲ୍' (ଜଳମଗ୍ନ ସୁଡ଼ଙ୍ଗ) ପ୍ରକଳ୍ପ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରାୟ ୧୮,୫୦୦…

ସହଯୋଗୀ କର୍ମଚାରୀଙ୍କୁ ସଶକ୍ତ କରିବା ପାଇଁ ‘ପ୍ରୋଜେକ୍ଟ ସାଥି’ ଆରମ୍ଭ କଲା ଟିପିଏସ୍ଓଡିଏଲ୍…

ବ୍ରହ୍ମପୁର, ଫେବ୍ରୁଆରୀ- ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ‘ପ୍ରୋଜେକ୍ଟ ସାଥି’ ପ୍ରକଳ୍ପ ଆରମ୍ଭ କରାଯାଇଛି । ବ୍ରହ୍ମପୁରର ଲାଠି ଗ୍ରାମରୁ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି । ଏହା ମାଧ୍ୟମରେ କମ୍ପାନୀର ସହଯୋଗୀ କର୍ମଚାରୀମାନଙ୍କ…

ଷୋହଳ ଲକ୍ଷଟଙ୍କାର ଗ୍ରାମୀଣ ଉଦ୍ୟାନ,ସୂଚନା ଫଳକ ଏବଂ ପାଚେରୀ କାନ୍ଥରେ ସୀମିତ…

(ପଞ୍ଚାୟତ କର୍ତୃପକ୍ଷଙ୍କ ଉଦାସୀନତା ମନୋଭାବ ନା ଆଉ କିଛି…) କୋରାପୁଟ /କୋଟପାଡ଼ :- ପଞ୍ଚାୟତ କର୍ତୃପକ୍ଷଙ୍କ ଜନ ହିତକାର କାର୍ଯ୍ୟ ଜନ ବିରୋଧୀ କାର୍ଯ୍ୟ ଭଳି ମନେ ହେଉଛି l ଦୀର୍ଘ ସାତ ବର୍ଷ ଅତିବାହିତ ହୋଇଯାଇଥିଲେ ସୁଦ୍ଧା ପଞ୍ଚାୟତର ବଡବାବୁ ମାନଙ୍କ ମନମୁଖୀ, ଉଦାସୀନତା ଏବଂ…

ରାଜସୁନାଖଳା ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ : ୧-୦ ଗୋଲରେ ପପୁଲାର କ୍ଲବ ଢେଙ୍କାନାଳ ବିଜୟୀ

ନୟାଗଡ଼ (ନିସର୍ତ୍ତ) : ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ଫ୍ରେଣ୍ଡସ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ରାଜସୁନାଖଳା ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ୨୨ତମ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ ପପୁଲାର କ୍ଲବ ଢେଙ୍କାନାଳ ଓ ଖୁଣ୍ଟ କଟା…

ଜିଲ୍ଲା ସ୍ତରୀୟ ପାଠଚକ୍ର ଉଦଘାଟିତ, ଶିକ୍ଷାରେ ନବଚେତନାର ସ୍ପନ୍ଦନ

ନୟାଗଡ଼, ୧୨/୦୨(ନିସର୍ତ୍ତ) : ନୟାଗଡ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ରାଜସୁନାଖଳାର ପରିସରରେ ଅଧ୍ୟକ୍ଷ ବିଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ପାଠଚକ୍ର ଆଡମ୍ବରପୂର୍ଣ୍ଣ ଭାବେ ଉଦଘାଟିତ ହୋଇଛି। ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇ ଦିନ ଧରି…

ନୟାଗଡ଼ ଜିଲ୍ଲାରେ ୭୫ଟି ପରୀକ୍ଷା କେନ୍ଦ୍ରରେ ୧୨,୨୦୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ

ନୟାଗଡ଼: ଚଳିତ ଫେବୃଆରୀ ୧୯ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ । ପରୀକ୍ଷା ସୁଚାରୁରୂପେ ପରିଚାଳନା ପାଇଁ ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗ ଯୋଜନା କରିଛି । ସୂଚନା ଅନୁଯାୟୀ ଜିଲ୍ଲାରେ ୭୫ଟି ପରୀକ୍ଷା କେନ୍ଦ୍ରରେ ୧୨,୨୦୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବେ। ପ୍ରତି ପରୀକ୍ଷା…

ଶିଶୁର ସାମଗ୍ରିକ ବିକାଶ ପାଇଁ ଆମ କୁନି ପିଲା କାର୍ଯ୍ୟକ୍ରମ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ସ୍ତରୀୟ ଆମ କୁନି ପିଲା କାର୍ଯ୍ୟକ୍ରମ ସମ୍ପକିତ ତାଲିମ ଶିବିର ବ୍ଲକ ସଭଗୃହରେ ଅନୁଷ୍ଠିତ ହୋଇଯାଇଛି।ବ୍ଲକ ଶିଶୁ ବିକାଶ ଅଧିକାରୀ ଲହଡ଼ିମାଳା ପ୍ରଧାନଙ୍କ ତତ୍ତ୍ଵାବଧାନରେ ମହିଳା ଅଞ୍ଚଳ ପରିଦର୍ଶୀକା କାଜଲ ନାୟକ, ବିଦ୍ୟୁତପ୍ରଭା ପରିଡ଼ା, ଜୟଶ୍ରୀ…

ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ରଙ୍କ ହୃଦଘାତରେ ମୃତ୍ୟୁ : ଓଡ଼ଗାଁରେ ଶୋକାକୁଳ ପରିବେଶ

ନୟାଗଡ଼: ସୁଦୂର ମାଲେସିଆର ଏକ ହସ୍ପିଟାଲରେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ର ବରିଷ୍ଠ ନାବିକ ପୂର୍ଣ୍ଣଚନ୍ଦ୍ର ପାତ୍ର (୫୬)ଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଓଡ଼ଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ ଗତ ୬ ତାରିଖରେ ଭୁବନେଶ୍ୱରରୁ କୋଲକାତା ଏବଂ…

ଭାରତ ବନ୍ଦର ଆଂଶିକ ପ୍ରଭାବ ରାୟଘରରେ

ଉମରକୋଟ / ରାୟଘର : ସର୍ବଭାରତୀୟ ଟ୍ରେଡ୍‌ୟୁନିଅନର ଆହ୍ୱାନରେ ଆଜି ଆୟୋଜିତ ଭାରତ ବନ୍ଦର ଆଂଶିକ ପ୍ରଭାବ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଉପାନ୍ତ ଅଞ୍ଚଳ ରାୟଘର ବ୍ଲକର ସଦର ଅଞ୍ଚଳରେ ଦେଖିବାକୁ ମିଳିଛି। ସକାଳ ଠାରୁ କିଛି ଦୋକାନ, ବଜାର ଆଂଶିକ ଭାବେ ବନ୍ଦ ରହିଥିବାବେଳେ ସାଧାରଣ ଜନଜୀବନ…

ଆସିକା ଅଞ୍ଚଳରେ ବେଆଇନ ବାଲି ଘାଟ ବନ୍ଦ କରିବାକୁ ଆସିକା ବିଜେଡ଼ି ପକ୍ଷରୁ ପ୍ରତିବାଦ ସଭା…..!

ବେଆଇନ ବାଲି ଘାଟ ବନ୍ଦ ନହେଲେ ରାଜରାସ୍ତା କୁ ଓହ୍ଲାଇବାକୁ ପ୍ରଶାସନ କୁ କଡ୍ଡା ଚେତାବନୀ….! ପୋଲିସ ର ନୀରବତା କୁ ନେଇ ସନ୍ଦେହ, କାହା ଚାପରେ ପୋଲିସ..?? ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକ ଅନ୍ତର୍ଗତ ଗହଙ୍ଗୁ ବାଲି ଘାଟରେ ଗତ ରବିବାର ଦିନ ଆସିକା ବିଧାୟକଙ୍କ…