Browsing Category

ଆଞ୍ଚଳିକ

କଂଗେସ ବିଧାୟକଙ୍କୁ ନିଳମ୍ବନ ପ୍ରସଙ୍ଗରେ ଛତ୍ରପୁର କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ…

ଛତ୍ରପୁର : ଓଡିଶା ରାଜ୍ୟରେ ମହିଳା ଜାତି ପ୍ରତି ହୋଇଥିବା ଅନ୍ୟାୟ ଓ ଅସାମାଜିକ କାର୍ଯ୍ୟକୁ ପ୍ରଶାସନ ତରଫରୁ ନ୍ୟାୟ ତଥା ସୁରକ୍ଷା ଦେବା ପାଇଁ ଛତ୍ରପୁର ନିର୍ବାଚନମଣ୍ଡଳୀ କଂଗ୍ରେସ ତରଫରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଓଡିଶା ବିଧାନସଭାର ଉପର ଲିଖିତ

ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‍ ଓଡ଼ିଶାର ବ୍ରହ୍ମପୁରରେ ନୂଆ ସୋ’ରୁମ୍‍ ଉଦ୍‍ଘାଟନ କଲା

ବ୍ରହ୍ମପୁର : ଜୁଏଲର ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡସ୍‍ ଓଡ଼ିଶାର ବ୍ରହ୍ମପୁରରେ ତାହାର ନୂଆ ସୋ’ରୁମ୍‍ ଉଦଘାଟନ କରିଛି । ଏହି ଅତ୍ୟାଧୁନିକ ସୋ’ରୁମ୍‍ ଗହଣାଗୁଡିକର ଆକର୍ଷଣୀୟ କଲେକ୍ସନ ସହିତ ଗ୍ରାହକଙ୍କୁ ଏକ ଅତୁଳନୀୟ କିଣାକିଣି ଅନୁଭୂତି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି,

ଉପ ସାଧାରଣ ସମ୍ପାଦକ ଜାତୀୟ ଷ୍ଟିଅରିଂ କମିଟିକୁ ଉନ୍ନୀତ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଟିପିଏସଡିଏଲ୍ ଉପଖଣ୍ଡ ଅଧିକାରୀ ଇଂ ସୁନୀଳ କୁମାର ସ୍ୱାଇଁ ପୂର୍ବ ଓ ଉତ୍ତର ପୂର୍ବାଞ୍ଚଳର ଉପ ସାଧାରଣ ସମ୍ପାଦକ ଜାତୀୟ ସ୍ତରୀୟ ଷ୍ଟିଅରିଂ କମିଟିକୁ ଉନ୍ନୀତ ହୋଇଛନ୍ତି। ମଙ୍ଗଳବାର ଭୁବନେଶ୍ବର ଠାରେ ଅନୁଷ୍ଠିତ ଅଖିଳ ଭାରତ ବିଦ୍ୟୁତ୍ କର୍ମଚାରୀ ମହାସଂଘ

ଯାତ୍ରୀବାହୀ ଅଟୋ ପଛକୁ ଧକ୍କା ଦେଲା ମୋ ବସ୍, ଅଟୋଚାଳକ ସମେତ ୪ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଆଲପୁର ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭କେ ୬୯୮୧) ପଛକୁ ମୋ ବସ୍ (ଓଡି୩୨କେ ୧୯୫୭) ଧକ୍କା ଦେଇଛି। ଦୂର୍ଘଟଣାରେ ଅଟୋ ଚାଳକ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ ଅଟୋ ଚାଳକ ରଘୁନାଥପୁର ଗ୍ରାମର ଜି. ଆନନ୍ଦ

ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି : ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଓଡ଼ିଶା ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ

ଖାଦ୍ୟ ଆୟୋଗ କମିଟିର ଚିତ୍ରକୋଣ୍ଡା ଗସ୍ତ…

ଚିତ୍ରକୋଣ୍ଡା : ଆଜି ମାଲକାନଗିରି ଜିଲ୍ଲାରେ ରାଜ୍ୟ ଖାଦ୍ୟ ଆୟୋଗର କମିଟି ସଦସ୍ୟଙ୍କ ଚିତ୍ରକୋଣ୍ଡା ସମିତି କୁ ଗସ୍ତ କରିଛନ୍ତି । ଏହି ଗସ୍ତରେ ସେମାନେ ବିଭିନ୍ନ ବିଦ୍ୟାଳୟ, ଅଙ୍ଗନବାଡି, ଆଶ୍ରମ ବିଦ୍ୟାଳୟ, ସେବା ଆଶ୍ରମ ଓ ଛତୁଆ ମିଶ୍ରଣ କେନ୍ଦ୍ର କୁ ଗସ୍ତ କରିଥିଲେ। ସେମାନେ ପ୍ରଥମେ ssd

ପ୍ରାଥମିକ ଶିକ୍ଷକସଂଘ ସାଧାରଣ ସମ୍ପାଦକଙ୍କ ବିୟୋଗ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ସାଧାରଣ ସମ୍ପାଦକ ତଥା ହିଞ୍ଜିଳିକାଟୁ ବ୍ଳକ ଚୈତନ୍ୟପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ମହାରଣାଙ୍କ ବୁଧବାର ମୃତ୍ୟୁ ଘଟିଛି।‌ ଗତ କିଛି ଦିନ ଧରି ସେ ଶାରୀରିକ ଅସୁସ୍ଥ ରହିଥିଲେ।

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ଆଦିବାସୀ ମହାବିଦ୍ୟାଳୟର ତିନି ମହିଳା ଛାତ୍ରୀଙ୍କ କୃତିତ୍ୱ

ବାଲିଗୁଡା : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଠାରେ ମହିଳା ବଲ ବ୍ୟାଡମିଣ୍ଟନ ଦଳରେ ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ମହିଳା ଛାତ୍ରୀ କୃତିତ୍ୱ ଲାଭ କରିଛନ୍ତି | କୃତିତ୍ୱ ହେବା ପରେ ଚଳିତ ମାସ ୨୯ ତାରିଖ ଠାରୁ ଏପ୍ରିଲ ୦୧ ତାରିଖ ଦୀର୍ଘ ୪ ଦିନ ପର୍ଯ୍ୟନ୍ତ ତାମିଲନାଡୁର ଆଲଗାପା

ବାଲିଗୁଡାରେ ଠାକୁରାଣୀ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ : ଏପ୍ରିଲ ୨୨ରେ ଶୁଭଖୁଣ୍ଟି , ମଇ ୬ ରୁ ଯାତ୍ରା ଆରମ୍ଭ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡାର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କ ଠାକୁରାଣୀ ଯାତ୍ରା ନିମନ୍ତେ ଏକ ପୂର୍ବପ୍ରସ୍ତୁତି ବୈଠକ ସମିତିର ସଭାପତି ଲଳିତ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ପ୍ରତି ଦୁଇ ବର୍ଷରେ ଥରେ ମା'ପାଟଖଣ୍ଡା ଦୁର୍ଗାପୂଜା ସମିତି

ଯାତ୍ରୀବାହୀ ଵସରୁ ଖସି ଯୁବକ ଗୁରୁତର…

ହିଞ୍ଜିଳିକାଟୁ, ୨୬।୩: ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ ଯାତ୍ରୀବାହୀ ବସରେ ଜଣେ ଯୁବକ ଚଢୁଥିବା ବେଳେ ଅସାବଧାନତା ବଶତଃ ଖସିପଡିଛନ୍ତି। ଯୁବକଙ୍କ ଡାହାଣ ଗୋଡ ଉପର ବସ୍ ପଛ ଚକା ମାଡିଯିବାରୁ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ଧରାକୋଟ ଥାନା ଜଗନ୍ନାଥପୁର ଶାସନ