Browsing Category

ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ସ୍ତରୀୟ ଯୌତୁକ ନିଷେଧ ଆଇନ–୧୯୬୧ ବିଷୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ରାୟଗଡା : ରାୟଗଡାରେ ଯୌତୁକ ଓ ସମ୍ବନ୍ଧିତ ହିଂସାକୁ ରୋକିବା ପାଇଁ ଜିଲ୍ଲା ସ୍ତରରେ ଯୌତୁକ ନିଷେଧ ଆଇନ, ୧୯୬୧ ବିଷୟରେ ଏକ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ସମାଜ ମଙ୍ଗଳ ଅଧିକାରୀ, ରାୟଗଡା ଶ୍ରୀମତୀ ମିନତି ଦେଓଙ୍କ ଅଧ୍ୟକ୍ଷତାରେ ପରିଚାଳିତ ହୋଇ, ଯୌତୁକ

ମୌଳିକ ସୁବିଧା ରୁ ବଞ୍ଚିତ କୁମ୍ଭାର ସାହି ବାସିନ୍ଦା : ରାସ୍ତା ଓ ପାନୀୟ ଜଳ ମୁଖ୍ୟ ସମସ୍ୟା: ପ୍ରତିକାର ପାଇଁ ଦାବୀ

ବାଲିଗୁଡା, ତା, ୦୫/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ କୁମ୍ଭାରସାହି ବାସିନ୍ଦା ମାନେ ସକାଳ ପାଇଲେ ପିଇବା ଓ ବ୍ୟବହାର କରିବାକୁ ପାଣି ପାଇଁ ସଂଘର୍ଷ କରିବାକୁ ପଡୁଛି। ଦିନେ କି ୨ ଦିନ ନୁହଁ ବର୍ଷ ବର୍ଷ ଧରି ପିଇବା ପାଣି ପାଇଁ

ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ : ୩୮ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଉଦ୍‌ଯାପିତ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ +୨ କ୍ରୀଡ଼ା ସଂସଦ, ସ୍ନାତକ ଓ ସ୍ନାତକୋତ୍ତର କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଦୁଇ ଦିନ ଧରି ଆୟୋଜିତ ୩୮ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସମାହିତ ହୋଇଯାଇଛି l ପୁରସ୍କାର ବିତରଣ ଉତ୍ସବରେ ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚଶିକ୍ଷା

ଅଙ୍ଗନବାଡ଼ି କେନ୍ଦ୍ରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ସ୍କୁଲ ବ୍ୟାଗ ବଣ୍ଟନ

ଛତ୍ରପୁର : ଆଦାନୀ ଫାଉଣ୍ଡେସନ ପକ୍ଷରୁ ଆର୍ଯପଲ୍ଲୀ ଓ କଣମଣା ପଞ୍ଚାୟତ ଅଧୀନରେ ଥିବା ୨୦ରୁ ଅଧ‌ିକ ଅଙ୍ଗନବାଡି କେନ୍ଦ୍ରର ଛୋଟ ଛୋଟ ଶିଶୁମାନଙ୍କୁ ୫୦୦ରୁ ଅଧିକ ସ୍କୁଲ ବ୍ୟାଗ, ପାଣିବୋତଲ ଓ ଡ୍ରୟଙ୍ଗ କିଟ୍ ସହିତ ଅନ୍ୟାନ୍ୟ ଆବଶ୍ୟକ ଶିକ୍ଷା ସାମଗ୍ରୀ ଯଥା ପେନ୍ସିଲ୍, ରବର, ରୁଲର୍ ଆଦି

ବ୍ରହ୍ମପୁରରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିଲା ଟିପିଏସ୍ଓଡିଏଲ୍

ହେଲେନ୍ କେଲର୍ ରେଡକ୍ରସ୍ ସ୍କୁଲରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍(ଟିପିଏସ୍ଓଡିଏଲ୍) ପକ୍ଷରୁ ବ୍ରହ୍ମପୁରସ୍ଥିତ-ହେଲେନ୍ କେଲର୍ ରେଡକ୍ରସ୍ ସ୍କୁଲ୍ ଫର୍ ଦି ଡେଫ୍, ପରିସରରେ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଛି

ନୟାଗଡ଼ ମେଡିକାଲ କଲେଜ ଦାବି ଜୋର ଧରିଲା :ପ୍ଲାକାର୍ଡଧରି ମେଡିକାଲ କଲେଜ ଦାବି…

ନୟାଗଡ଼: ପ୍ଲାକାର୍ଡ ମାଧ୍ୟମରେ ନୟାଗଡ଼ ଜିଲ୍ଲାରେ ମେଡିକାଲ କଲେଜ୍ ଦାବିକୁ ତ୍ୱରାନ୍ୱିତ କରାଯାଇଛି। ନୟାଗଡ଼ ଗୋଲେଇ ଟ୍ରାଫିକ ଛକରେ ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ସଚେତନତା ମାଧ୍ୟମରେ କୁହାଯାଇଛି - ରାଜ୍ୟର ଜିଲ୍ଲା ସଦର ମହକୁମାରେ ମେଡିକାଲ କଲେଜ ଗଢି ଉଠିଛି।ନୟାଗଡ଼ କଣ ଅନ୍ୟ ଜିଲ୍ଲା

ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟର ୩୮ତମ ବାର୍ଷିକ କ୍ରୀଡ଼ା : ପୁରସ୍କାର ବିତରଣ ଉତ୍ସବ

ବ୍ରହ୍ମପୁର : ବିନାୟକ ଆଚାର୍ଯ୍ୟ ସରକାରୀ ମହାବିଦ୍ୟାଳୟ +୨ କ୍ରୀଡ଼ା ସଂସଦ, ସ୍ନାତକ ଓ ସ୍ନାତକୋତ୍ତର କ୍ରୀଡ଼ା ସଂସଦର ମିଳିତ ଆନୁକୂଲ୍ୟରେ ଦୁଇ ଦିନ ଧରି ଆୟୋଜିତ ୩୮ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଆଜି ଉତ୍ତୀର୍ଣ୍ଣ ଅପରାହ୍ଣରେ ସମାହିତ ହୋଇଯାଇଛି l ପୁରସ୍କାର ବିତରଣ ଉତ୍ସବରେ

ଜିଲ୍ଳା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ

ମାଲକାନଗିରି : ଜିଲ୍ଲା କ୍ରୀଡ଼ା ଓ ଯୁବ ସେବା ବିଭାଗ ଦ୍ଵାରା ମାଲକାନଗିରି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଯୁବ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ

ଓଡ଼ିଶାରେ ପ୍ରଥମ : କଳିଙ୍ଗା ଘାଟିରେ ଦୁର୍ଘଟଣା ପ୍ରବଣ ଚିହ୍ନଟ ସ୍ଥାନରେ ଲାଗିଲା ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର

କନ୍ଧମାଳ, ତା, ୦୫/୧୨: ଓଡ଼ିଶାର ସବୁଠାରୁ ଦୀର୍ଘତମ କଳିଙ୍ଗା ଘାଟିରେ ଭେଇକଲ ସେନ୍ସର୍ ଆଲର୍ଟ ଯନ୍ତ୍ର ଲାଗିଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ଭୁବନେଶ୍ବର ଆଇଆଇଟି ପକ୍ଷରୁ କଳିଙ୍ଗା ଘାଟିରେ ପରୀକ୍ଷା ମୂଳକ ଭାବରେ ଏହି ଯନ୍ତ୍ର ଖଞ୍ଜା

ଘରେ ପଶି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଖଣ୍ଡଗିରି ପୋଲିସ ଦ୍ୱାରା ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି ଥାନା ଅଞ୍ଚଳରେ ଘରେ ପଶି ଜଣେ ଯୁବକଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରାକେଶ ପରିଡା। ଘଟଣାରୁ ପ୍ରକାଶ ଯେ, ଆଜି (୦୪.୧୨.୨୦୨୫) ଅପରାହ୍ନ ପ୍ରାୟ ୨.୩୦ ମିନିଟ୍ ସମୟରେ ଜାଗମରା ତଳ