Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାୟଗଡ଼ା ପୂର୍ବତନ ଜ଼ିଲ୍ଲାପାଳ ପାରୁଲ ପଟାୱାରୀଙ୍କୁ ଶକ୍ତ ଝଟକା : ପୁନର୍ବାର ଚୌକିରେ ଅବସ୍ଥାପିତ ହେଲେ ସିଡ଼ବ୍ଲୁସି…
ସତ୍ୟର ବିଜୟୀ ହୋଇଛି : ବିଦ୍ୟୁଲତା ହୁଇକା !
ରାୟଗଡ଼ା : ରାୟଗଡା ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଥିବା ପାରୁଲ ପଟାୱାରୀ ତାଙ୍କ ୧୧ ମାସର ଶାସନକାଳରେ ନିଜର ଭୂଲ ଲୁଚାଇବା ପାଇଁ ଶ୍ରୀମତୀ ବିଦୁଲତା ହୁଇକାଙ୍କୁ ତାଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା। ସିଡବ୍ଲୁସି!-->!-->!-->…
ଗଞ୍ଜାମ ଜିଲ୍ଲା ପରିବହନ ବିଭାଗ ର ଅବହେଳା ଯୋଗୁଁ ପିଲାଙ୍କ ଜୀବନ ସହ ଖେଳ ଚାଲିଛି…….!
ନାଁ ଅଛି ଫିଟନେସ ନାଁ ଅଛି ଇନ୍ସୁରାନ୍ସ ମାଳ ମାଳ ସ୍କୁଲ ବସ୍ ସହର ରେ ଚାଲିଛି……!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ପିଲାଙ୍କ ଜୀବନକୁ ବାଜି ଲଗାଇ ବିଭିନ୍ନ ସ୍କୁଲ କଲେଜ କୁ ଯାନବାହାନ ଯାତାୟାତ ହେଉଛି। ଜିଲ୍ଲାର ପରିବହନ କାର୍ଯ୍ୟାଳୟ ବର୍ତ୍ତମାନ କୋମାରେ ରହିଥିବା ଦେଖିବାକୁ ମିଳିଛି।!-->!-->!-->…
ଏକାମ୍ର ପ୍ରତିଭା ସମ୍ମାନ ସମାରୋହରେ ସମ୍ବର୍ଦ୍ଧିତ ହେଲେ ବରିଷ୍ଟ ସାମ୍ୱାଦିକ ସୁଦୀପ ସାହୁ…
ବ୍ରହ୍ମପୁର ୩/୧୨ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ ଜାତୀୟ ସ୍ତରୀୟ ଏକାମ୍ର ପ୍ରତିଭା ସମ୍ମାନ ସମାରୋହ ହାପି ମୋମେଣ୍ଟସ୍ ଇଣ୍ଡିଆ ତରଫରୁ ଜାତୀୟ ମୁଖ୍ୟ ରାଜେନ୍ଦ୍ର ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବ୍ରହ୍ମପୁର ର ବରିଷ୍ସ ସାମ୍ବାଦିକ!-->…
ଆସିକା ରେ କିଶୋରୀ ବାଳିକା ଅଣ୍ଡା ପାଇବାରୁ ବଞ୍ଚିତ…..!
ଦୀର୍ଘ ୯ ମାସ ହେଲା ଅଙ୍ଗନବାଡି କେନ୍ଦ୍ର ଦିଦି ମାନଙ୍କ ନିକଟକୁ ଟଙ୍କା ଆସିନାହିଁ…..!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବ୍ଲକରେ ଚଳିତ ମାସ ରେ ଅଙ୍ଗନବାଡି କେନ୍ଦ୍ରରେ ଅଣ୍ଡା ପାଇବାରୁ ହିତାଧିକାରୀ ବଞ୍ଚିତ ହେଲେ। ଆସିକା ଅଞ୍ଚଳ ର ଅଙ୍ଗନବାଡି କେନ୍ଦ୍ର ପକ୍ଷରୁ ଚଳିତ ମାସ ଅଣ୍ଡା!-->!-->!-->…
କୃଷି – ପ୍ରକଳ୍ପର ଉଦ୍ଘାଟନ କର୍ମଶାଳା :କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ…
କୋରାପୁଟ : 02/12/25 : କୋରାପୁଟ ସ୍ଥିତ ସଦଭାବନା ସଭାଗୃହ ଠାରେ 'ପ୍ରଗତି' କୋରାପୁଟ ଦ୍ୱାରା ଜିଲ୍ଲା ପ୍ରଶାସନ ସହଯୋଗରେ PWC India Foundation ସହାୟତାରେ ଆରମ୍ଭ କରାଯାଇଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜଳବାୟୁ ଅନୁକୂଳ କୃଷି ପ୍ରକଳ୍ପର ଉଦଘାଟନ କର୍ମଶାଳା ଆୟୋଜିତ!-->…
ରାସ୍ତା କାମ ନିମ୍ନମାନର ଅଭିଯୋଗ : ଏକାଧିକ ସ୍ଥାନରେ ହାତରେ ଛୁଇଁଲେ ପିଚୁ ବାହାରି ଯାଉଛି, ତଦନ୍ତ ଦାବୀ
ଦାରିଙ୍ଗବାଡି : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଦୁର୍ଗମ ବୁରାଙ୍ଗିଆ ଗ୍ରାମଠାରୁ ଡାବରବାନ୍ଦା ଗ୍ରାମକୁ ପ୍ରାୟ ୪ କିମି ଖରାପ ରାସ୍ତା୍କୁ ପୁନଃମରାମତି କରାଯାଉଛି। ମେଟେଲ ପକାଯିବା ସହ ଗୋଡି ସହ ପିଚୁ ମଧ୍ୟ ଦିଆଯାଇଛି। କିନ୍ତୁ!-->…
ରାୟଗଡ଼ା ଜିଲ୍ଲା କାଶୀପୁରସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିରରୁ ମହା ଆଡ଼ମ୍ବରରେ ଶୁଭାରମ୍ଭ ହେଲା ଚଇତି-୨୦୨୫
ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର ସ୍ଥିତ ମାଁ ମାଣିକେଶ୍ଵରୀ ମନ୍ଦିରରୁ ଆଜି ୨ ତାରିଖ ମଙ୍ଗଳବାର ଦିନ ପୂର୍ବାହ୍ନ ୯ ଘଟିକା ସମୟରେ ରାୟଗଡ଼ା ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଏବଂ ପରମ୍ପରାର ଗଣପର୍ବ ଚଇତି - ୨୦୨୫ କୁ ରାୟଗଡ଼ା ଜିଲ୍ଲାପାଳ ତଥା ଅଧ୍ୟକ୍ଷ, ଜିଲ୍ଲା ସଂସ୍କୃତି!-->…
ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଧନା…
ନୟାଗଡ଼,୨/୧୨,(ନିସର୍ତ୍ତ) ବୃତ୍ତିରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ହେଲେ ମଧ୍ୟ ମାନବିକତାର ଧର୍ମ ସେମାନଙ୍କ ପାଖରେ ବେଶ୍ ମହଜୁଦ ଥିଲା । ଏହା ସାଧାରଣ ଫୋଟୋଟିଏ ନୁହେଁ,ଏଇତ ନିଛକ ମଣିଷ ପଣିଆ ,ଏମାନେ ଗତ କାଲି ଚାକିରିରୁ ଅବସର ଗ୍ରହଣ କଲେ ଏବଂ ନୟାଗଡ଼ ପୌର କର୍ତୃପକ୍ଷ ତଥା ପୌରାଧକ୍ଷା!-->!-->!-->…
ଓଡ଼ଗାଁ ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ…
ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକରେ ନୂତନ ଭାବରେ ଯୋଗଦାନ କଲେ ବିଡ଼ିଓ ପ୍ରୀତିବାଳା ରଣା ।ଓଡ଼ଗାଁ ବ୍ଲକ କାର୍ଯ୍ୟାଳୟ ଠାରେ ଦାୟିତ୍ୱରେ ଥିବା ବିଡ଼ିଓ ଜିତେନ୍ଦ୍ର କୁମାର ନାୟକ ନୂତନ ବିଡ଼ିଓଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ।ଏହି ଅବସରରେ ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,!-->…
ଦୁର୍ନୀତି ର ପାଠ ଶାଳା ବ୍ରହ୍ମପୁର ମହାନଗର ନିଗମ : ସ୍ୱତନ୍ତ୍ର ଅଡିଟ ପାଇଁ ହେଉଛି ଦାବୀ…
ବିଭିନ୍ନ କାର୍ଯ୍ୟରେ ଅନିୟମିତତା ଯେଉଁଠି ହାତ ମାରିବ ସେଠାରୁ ପାଇବା ଦୁର୍ନୀତି ର ଗନ୍ଧ..
ବ୍ରହ୍ମପୁର ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି ବି ଏମ ସି ଟଙ୍କା ଦିଅ ପସରା ମେଲ ନୀତି..ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ରେ ପାଦ ପାଦ ରେ ଦୁର୍ନୀତି ଦେଖିବାକୁ ମିଳୁଛି। ବିନା ମାଷ୍ଟର!-->!-->!-->!-->!-->…