Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଯାତ୍ରୀବାହୀ ବସ ଯୋଗେ କାଠ,ବାଉଁଶ ପରିବହନ : ବନ ବିଭାଗ ନିଦାବିଷ୍ଣୁ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁରେ ଅବସ୍ଥାପିତ ଅଛି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ। ଦୀର୍ଘ ବର୍ଷ ଧରି ବିଭାଗଟି ଏଠାରେ କାର୍ଯ୍ୟକ୍ଷମ ଥିଲେ ମଧ୍ଯ ଏଠାରେ ନିଯୁକ୍ତି ହୋଇଥିବା ବନପାଳଙ୍କ ଅନିୟମିତ ଅନୁପସ୍ଥିତି ଯୋଗୁଁ ଜଙ୍ଗଲ ଜାତ ଦ୍ରବ୍ୟ ଚୋରା କାରବାରର ପେଣ୍ଠସ୍ଥଳୀ ଭାବେ!-->…
ଗଞ୍ଜାମ ଅବକାରୀ ବିଭାଗକୁ ବଡ଼ ସଫଳତା : ୭୦ କିଲୋ ଗଂଜେଇ ଜବତ, ଡ୍ରାଇଭର ଗିରଫ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନିଶା ମାଫିଆ ମାନଙ୍କ ଭୁସ୍ୱର୍ଗ ପାଲଟିଛି ନୟାଗଡ଼ ଜିଲ୍ଲା। ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରୁ ରୀତିମତ ଅପମିଶ୍ରଣ ଦେଶୀ ମଦ ନୟାଗଡ଼ ଜିଲ୍ଲାକୁ ଯାଉଥିବା ଅଭିଯୋଗ ହେଉଛି। ଏବେ ଗ୍ରୀନ ଜହର ବା ଗଞ୍ଜେଇ କନ୍ଧମାଳ ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ଦେଇ ନୟାଗଡ଼ ଜିଲ୍ଲା!-->…
ପୁରୀରେ ଜାତୀୟ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ ଅନୁଷ୍ଠିତ
ପୁରୀ:ରାଜ୍ୟ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗ କେନ୍ଦ୍ର ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ସହଯୋଗରେ ଆଜି ପୁରୀରେ ୨ଦିନିଆ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ମିଳନୀ ୨୦୨୫ର ଉଦଘାଟନ ସମାରୋହ ଅନୁଷ୍ଠିତ କରିଛି । ଏହି ଦୁଇଦିନିଆ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା!-->…
ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ୧୨୭ ବିଏନ, ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳନ କରାଯାଇଥିଲା। ଯୋଗ ଅଭ୍ୟାସ ଏବଂ ଏହାର ଲାଭ ପାଇଁ ସମର୍ପିତ ଏକ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିଆନ୍ କମାଣ୍ଡାଣ୍ଟ ପଙ୍କଜ ବର୍ମା,!-->…
ସ୍ୱଧିନତା ର ୭୬ ବର୍ଷ ପରେ ବି ଅବହେଳିତ ଉମରକୋଟ ବ୍ଲକ ଅନ୍ତର୍ଗତ ଅନେକ ପଞ୍ଚାୟତ…
ଶୁଣିବା ହେଉ ହେ ସରକାର...!
ବିକଳାଙ୍ଗ ଭତ୍ତାରୁ ବଞ୍ଚିତ ଘନ ଗଣ୍ଡ
ଉମରକୋଟ : ୧୯୮୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ସରକାରଙ୍କ ବିକଳାଙ୍ଗ ଭତ୍ତା ଯୋଜନାକୁ ସମିଶ୍ରଣ କରି ଜାନୁଆରୀ ୨୦୦୮ ମସିହାରୁ ଏହି ଯୋଜନା ଓଡ଼ିଶା ରାଜ୍ୟର କୋଣ ଅନୁକୋଣକୁ କାର୍ଯ୍ୟକାରୀ ହେଇ ଆସୁଛି।ଏହି ପରି ବିକଳାଙ୍ଗ ଭତ୍ତାରୁ ବଞ୍ଚିତ ହେବାର ଗୋଟିଏ ଦୁଃଖପୁର୍ଣ ଘଟଣା!-->…
ଆସିକାରେ ବିଭିନ୍ନ ପଞ୍ଚାୟତରେ ଠାକୁରଙ୍କ ନାଁ ନେଇ ଶପଥ ଚାଲିଛି.!
ଏବେ ଆସିକା ରାଜନୀତି ବର୍ଷା ଯୁଆଡେ ଛତା ସିଆଡେ...ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉତ୍ତୋରାଧିକାରୀ ଙ୍କୁ ଥଇଥାନ ପାଇଁ ପ୍ରୟାସ ଆରମ୍ଭ ହୋଇଯାଇଛି। ବିଭିନ୍ନ ପଞ୍ଚାୟତକୁ ଯାଇ ଆଗାମୀ ପୀଢ଼ି ପାଇଁ ଉତ୍ତୋରାଧିକାରୀଙ୍କ ସାଙ୍ଗରେ ସବୁଦିନ ରହିବା ସକାଶେ!-->…
ମୁନିଶିପେଣ୍ଠ ଆୟୁଷମାନ ଆରୋଗ୍ୟ ଶିବିରରେ ଛତ୍ରପୁର ବିଧାୟକ
ଛତ୍ରପୁର : ଆଜି ମୁନିଶିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟ ରେ ଡ଼ା ସ୍ଵାଧୀନ ରଥ ଙ୍କ ଅଧ୍ୟକ୍ଷତା ରେ ପାଳିତ ହେଲା ଆରୋଗ୍ୟ ଶିବିର। ଛତ୍ରପୁର ବିଧାୟକ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ଶିବିର ର ଶୁଭାରମ୍ଭ କଲେ । କଟକ ଏସ୍ ସି ବି ମେଡିକାଲ ର!-->…
ଦେଶୀ ମଦ ବ୍ୟବସାୟକୁ ନେଇ ପ୍ରତିଦ୍ବନ୍ଦିତା ! ମୁଣ୍ଡ ଗଡ଼ିବା ଆଭାସ..!
ପ୍ରତିଦ୍ବନ୍ଦିତା ଯୋଗୁଁ ଅପମିଶ୍ର ମଦ ପ୍ରସ୍ତୁତ ଜୋର ଦାର ଚାଲିଛି….!
ଆଉ ଗୋଟେ ମଦ ମୃତ୍ୟୁ କୁ ଅପେକ୍ଷା କରିଛି ପ୍ରଶାସନ ….!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦେଶୀ ମଦ ପ୍ରସ୍ତୁତିରେ କେବଳ ମହୁଲ ନାଁ ରେ ସରକାରୀ ଦେଶୀ ଭାଟି ରହିଛି। ଅବକାରୀ ବିଭାଗ ର ସିଂହ ଭାଗ ଥାଇ ଆସିକା, ଶେରଗଡ଼,!-->!-->!-->…
ଶିକ୍ଷକ ପଦୋନ୍ନତିରେ ଓଟିଇଟିକୁ ପ୍ରତ୍ୟାହାର ସକାଶେ ଦାବିପତ୍ର ପ୍ରଦାନ
ହିଞ୍ଜିଳିକାଟୁ : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠିି ସଂଖ୍ୟା -୧୨୬୩୭/୦୩.୦୫.୨୦୨୫ ପ୍ରକାରେ ଶିକ୍ଷକ ମାନଙ୍କ ଲେବୁଲ ୧ରୁ ୨କୁ ପଦୋନ୍ନତି ସକାଶେ ଓଟିଇଟି ବାଧ୍ୟତାମୂଳକ କରାଯାଇଛି । ଗତ ୧୧.୦୨.୨୦୧୧ରିଖ ପୂର୍ବରୁ ଯେଉଁ ଶିକ୍ଷକ ମାନେ ଓଟିଇଟି ପାସ୍ କରିନାହାନ୍ତି!-->…