Browsing Category

ଆଞ୍ଚଳିକ

ବିଦ୍ୟୁତ୍ ଖୁଣ୍ଟ ପଡି ଲାଇନମ୍ୟାନ ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ହିଞ୍ଜିଳି ସାନ ସାହିରେ ବିଦ୍ୟୁତ୍ ମରାମତି କରୁଥିବା ବେଳେ ଲାଇନମ୍ୟାନ ଉପରେ ବିଦ୍ୟୁତ୍ ଖୁଣ୍ଟ ପଡି ଲାଇନମ୍ୟାନ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହିଞ୍ଜିଳିକାଟୁ ଟିପିଏସଡିଏଲ ବିଭାଗରେ କାର୍ଯ୍ୟରତ ଲାଇନମ୍ୟାନ ତଥା ଜରଡ

ମାଲକାନଗିରି ବନବିଭାଗକୁ ସଫଳତା ଏମଭି ୨୩ ଗ୍ରାମରୁ ବିପୁଳ କାଠ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଏମଭି ୨୩ ଗ୍ରାମରେ ବନ ବିଭାଗ ପକ୍ଷରୁ ବିପୁଳ କାଠ ଓ ସାମଗ୍ରୀ ଜବତ କରାଯାଇଛି। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ଏମଭି ୨୩ ଗ୍ରାମରେ ଚୋରା କାଠ ଗଛିତ ରଖି ବିଭିନ୍ନ ସାମଗ୍ରୀ କରି ବିକ୍ରୟ କରାଯାଉଥିବା ନେଇ ଖବର

କଂଗ୍ରେସର ବିଧାନସଭା ଘେରାଉ ପାଇଁ ଆସିକାରେ ଖବରଦାତା ସମ୍ମିଳନୀ

ବ୍ରହ୍ମପୁର : ନାରୀଙ୍କୁ ସୁରକ୍ଷା ପ୍ରସଙ୍ଗ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୨୭ ତାରିଖରେ ହେବାକୁ ଥିବା ବିଧାନସଭା ଘେରାଉ କୁ ନେଇ ଗଞ୍ଜାମ ଜିଲ୍ଲା ଆସିକା କଂଗ୍ରେସ କାର୍ଯ୍ୟାଳୟ ଠାରେ ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି l ଏହି

ନବରଙ୍ଗପୁରଠାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ନବରଙ୍ଗପୁର : ଆଜି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ ଗୃହରେ ଜିଲ୍ଲା ମୂଖ୍ୟ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ଃ ନବ କିଶୋର ବେହେରାଙ୍କ ଅଧ୍ୟକ୍ଷତାରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି। ଆସନ୍ତା ୨୦୩୦ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ ଭାରତବର୍ଷ ରୂପେ ଦେଖିବାକୁ ଆମ

ମେଗା ପ୍ରକଳ୍ପରୁ ପାଇପ୍ ଚୋରି ଘଟଣା, ଦୁଇ ଅଭିଯୁକ୍ତ କୋର୍ଟ ଚାଲାଣ

କାଲିମେଳା : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଙ୍କଟପଲମ ନିକଟରେ ନିର୍ମାଣାଧୀନ ମେଗା ପାନୀୟ ଜଳ ପ୍ରକଳ୍ପରୁ ଲୁହା ପାଇପ୍ ଚୋରି କରିବା ଅଭିଯୋଗରେ ଦୁଇଜଣ ଚୋରକୁ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ପୁଲିସ । ସେମାନେ ହେଲେ ଏମଭି-୮ ଗ୍ରାମର ଦେବବ୍ରତ ହାଲଦାର (୩୪) ଓ ଏମଭି-୧୭

ବାଲିଗୁଡାରେ ଉପଖଣ୍ଡସ୍ତରୀୟ ୯୦ତମ ଉତ୍କଳଦିବସ ପାଳନ ନିମନ୍ତେ ବ୍ୟାପକ ପ୍ରସ୍ତୁତି

ବାଲିଗୁଡା : ବୀର ପ୍ରସବିନି ଉତ୍କଳମାତାରା ବୀରପୁତ୍ରମାନଙ୍କ ଆଜୀବନ ସଂଗ୍ରାମ, ସାଧନା, ତ୍ୟାଗ, ସାହସିକତା, ଦେଶପ୍ରେମ ଓ ଅପୂର୍ବ ଆତ୍ମ ଉତ୍ସର୍ଗ ଯୋଗୁଁ ୧୯୩୬ ମସିହା ଅପ୍ରିଲ୍ ମାସ ୧ ତାରିଖ ଦିନ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା । ଉକ୍ତ ଦିବସକୁ ଉତ୍କଳ ଦିବସ ରୂପେ

ସହୀଦ ଭଗତ ସିଂ ଦିବସ ପାଳିତ

ହିଞ୍ଜିଳିକାଟୁ : ସୋମବାର କ୍ରାନ୍ତିକାରୀ ବିପ୍ଳବୀ ସହିଦ ଭଗତ ସିଂଙ୍କ ସହିଦ ଦିବସ ଏଆଇଡିୟ୍ଯାଈଓ ପକ୍ଷରୁ ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବସ ଟର୍ମୀନାଲ ପରିସରରେ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ସମ୍ପାଦକ ନାରାୟଣ ସାହୁ ଙ୍କ ନେତୃତ୍ୱରେ

ସାଧାରଣ ଲୋକଙ୍କ ଦାଉ ସାଧୁଛି ସ୍ମାର୍ଟ ମିଟର : ବିଲ ଦେଖି ଲୋକେ ଛାନିଆ… !

ବ୍ରହ୍ମପୁର : ଡବଲ ଇଞ୍ଜିନ ସରକାର ଆସିବା ପରେ ଲୋକଙ୍କ ଦୁଃଖ ଡ଼ବଲ ହୋଇଯାଇଛି। ଟାଟା ପାୱାର ପକ୍ଷରୁ ସ୍ମାର୍ଟ ମିଟର ସଂଯୋଗ କରିବା ପାଇଁ ଜିଲ୍ଲାରେ ବାଦ ବିବାଦ ଲାଗି ରହୁଛି। କେତେକ ସ୍ଥାନରେ ସ୍ମାର୍ଟ ମିଟର ଟାଟା ପାୱାର ପକ୍ଷରୁ ଗୃହ ଗୁଡ଼ିକରେ ସଂଯୋଗ କରାଯାଇଛି। ସ୍ମାର୍ଟ ମିଟର ସଂଯୋଗ

୩୬ ଗୋଟି ଅଭିଯୋଗର ଶୁଣାଣି କରିଲେ ଜିଲ୍ଲାପାଳ

ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ କାର୍ଯ୍ୟାଳୟ ସଭାଗୃହ ଠାରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଜନସାଧାରଣଙ୍କ ଅଭିଯୋଗର ମିଳିତ ଶୁଣାଣି କରିଛନ୍ତି । ଏହି ଶୁଣାଣି କାର୍ଯ୍ୟକ୍ରମ ଅବସରରେ ବ୍ୟକ୍ତିଗତ ୧୯ ଗୋଟି ଏବଂ ସାମୁହିକ ୧୭ ଗୋଟି ଏହିଭଳି ଭାବେ ସର୍ବମୋଟ ୩୬ ଗୋଟି ଅଭିଯୋଗର ଶୁଣାଣି

ନବରଙ୍ଗପୁରରେ ଦୁଇଟି ନୂତନ ପ୍ରାଇମେରୀ ସବଷ୍ଟେସନ ଉଦଘାଟିତ…

ନବରଙ୍ଗପୁର : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ ପକ୍ଷରୁ ନବରଙ୍ଗପୁର ଜିଲ୍ଲାର ଯୋଡ଼ିଙ୍ଗା ଏବଂ ଧୋଡ୍ରାଠାରେ ଦୁଇଟି ନୂତନ ପ୍ରାଇମେରୀ ସବଷ୍ଟେସନ (ପିଏସ୍ଏସ୍) କାର୍ଯ୍ୟକ୍ଷମ ହୋଇଛି। ଏହା ଉମରକୋଟ, ଝରିଗାଁ ଏବଂ