Browsing Category

ଆଞ୍ଚଳିକ

ଅବକାରୀ ବିଭାଗର ଅପାରଗତା, ଗାଁ ଗହଳି କିରାନା ଦୋକାନରେ ବିକ୍ରି ହେଉଛି ମଦ !

ଦେଶୀ ମଦ ଧରପଗଡ କରି ସବାସୀ ନେଉଛି ଆବକାରୀ ବିଭାଗ ! ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗର ପାରିବାର ପଣିଆ ଦାଣ୍ଡରେ ପଡି ହାଟରେ ଗଡୁଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଜେଙ୍ଗିୱାଡା ପଞ୍ଚାୟତରେ । ଦୀର୍ଘବର୍ଷ ଧରି

ଘର କାନ୍ଥପଡ଼ି ଶ୍ରମିକଙ୍କ ମୃତ୍ୟୁ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ତୁମୁଡ଼ିବନ୍ଧର ରାମପୁର ଛକରେ ଘର କାନ୍ଥ ପଡ଼ି କିରିକୁଟି ଗ୍ରାମର ଶ୍ରମିକ ମାନେଶ୍ୱର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି l ସୂଚନା ପ୍ରକାରେ ରାମପୁର ଛକରେ

ଘର ତିଆରିକୁ କେନ୍ଦ୍ର କରି ୨ ପରିବାର ହାତାହାତି, ୪ ଆହତ

ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତାଲାହିଞ୍ଜିଳିକାଟୁ : ନିର୍ଦ୍ଧାରିତ ନିରୁପଣ ଜମି ଠାରୁ ଅଧିକ ୬ଇଞ୍ଚ ଜାଗାରେ ଘର ନିର୍ମାଣ କରିବାକୁ କେନ୍ଦ୍ର କରି ୨ ପଡୋଶୀ ପରିବାର ମଧ୍ୟରେ ବଚସା ଓ ହାତାହାତି ହୋଇଛନ୍ତି। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ

ମଣ୍ଡିରେ ୧୦୦୦ କୁଇଣ୍ଟାଲ ବଦଳରେ ୨୦୦୦ କୁଇଣ୍ଟାଲ ଧାନ କ୍ରୟ କରିବାକୁ ନେଇ ରାଜପଥରେ ଧାରଣା

ମାଲକାନଗିରି : ରାଜ୍ୟସରକାର ଧାନଚାଷୀଙ୍କ ହିତରେ କୁଇଣ୍ଟାଲ ପିଛା ଟ:୨୮୦୦/- ଓ ବୋନସ ବାବଦ୍କୁ ୮୦୦ଟଙ୍କା ଦେଇ ଚାଷୀ ମୂହରେ ହସଫୁଟାଇ ଥିଲେ । ନିୟମ ଅନୁଯାୟୀ ମାଣ୍ଡିରେ ୧୦୦୦ କୁଇଣ୍ଟାଲ ଧାନ କ୍ରୟ ର ଟାର୍ଗେଟ ରହିଥିବା ବେଳେ ବହୁତ ଚାଷୀଙ୍କ ଧାନ ବର୍ତମାନ ସୁଧା ଖଳାପଡି ରହିଛି ।

ଫେବୃୟାରୀ ୨ରୁ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ

୯ ଦିନ ଧରି ପୁରୀ ସାମୁକା ସମୁଦ୍ର କୂଳରେ ପ୍ରକମ୍ପିତ ହେବ ମନ୍ତ୍ର ଧ୍ଵନୀ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯୋଗଦେବେ ୧୫୧ ପଣ୍ଡିତ ରାଜ୍ୟବାସୀଙ୍କର ସୁଖ, ଶାନ୍ତି, ସମୃଦ୍ଧି, ପରିବେଶ ଓ ବାୟୁମଣ୍ଡଳର ଶୁଦ୍ଧିକରଣ ନିମନ୍ତେ ଓଡ଼ିଶାରେ ପ୍ରଥମ ଥର ବିଶାଳ ମହାଯଜ୍ଞ ପୁରୀ/

ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଅଭାବନୀୟ ଘଟଣା…

ନୟାଗଡ଼ : ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟ ରେ ଅଭାବନୀୟ ଘଟଣା ଘଟିଛି । ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ଅଧ୍ୟାପକ ବାନମ୍ବର ପୃଷ୍ଟି ଅଧ୍ୟକ୍ଷ ବିପିନ କୁମାର ପଟ୍ଟନାୟକ ଙ୍କୁ ର୍ଦୁବ୍ୟବହାର ଓ ମାଡ଼ ମାରିବା ପରି ସଙ୍ଗୀନ ଅଭିଯୋଗ ଆଣି ନୟାଗଡ଼ ଟାଉନଥାନାରେ ଏତଲା ଦେଇଛନ୍ତି ବୋଲି ଥାନା

ଇଂରାଜୀ ନୂଆବର୍ଷରେ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀରେ ଭିଡ଼

ବାଲିଗୁଡା,୦୧/୦୧ : ପବିତ୍ର ଇଂରାଜୀ ନୂଆବର୍ଷ ଅବସରରେ ବୁଧବାର କନ୍ଧମାଳ ଜିଲାର ବିଭିନ୍ନ ମନ୍ଦିର ଏବଂ ପର୍ଯ୍ୟଟନ ସ୍ଥଳୀରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ବର୍ଷର ପ୍ରଥମ ଦିନ ଦେବାଦେବୀଙ୍କୁ ଦର୍ଶନ କରି ଆଶିଷ ଲଭିବାକୁ ସକାଳୁ ମନ୍ଦିର ମାନଙ୍କରେ ଭକ୍ତଙ୍କ ଭିଡ଼ ଜମିଥିଲା। କନ୍ଧମାଳ

ବାଲିଗୁଡ଼ା ଆଇଟିଡିଏରେ ନୂତନ ପ୍ରକଳ୍ପ ପ୍ରଶାସକଙ୍କ ଯୋଗଦାନ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ର ନୂଆ ପ୍ରକଳ୍ପ ପ୍ରଶାସକ ଭାବେ ଗଦାଧର ପାତ୍ର ନୂତନ ବର୍ଷ ବୁଧବାରରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ପ୍ରକାରେ ଏହି ନିଯୁକ୍ତି

୫ମ ଆରସିଏ କପ୍ : ଆୟୋଜକ ରଙ୍ଗଣି ପାଟଣାକୁ ହରାଇ ଶାଳଝରିଆ ଚାମ୍ପିଅନ

ଓଡଗାଁ : ୫ମ ଆରସିଏ କପ୍ ଫାଇନାଲ ରେ ଆୟୋଜକ ରଙ୍ଗଣି ପାଟଣା କୁ ହରାଇ ଶାଳଝରିଆ ଚାମ୍ପିଅନ ।ଆରସିଏ କପ୍ ଫାଇନାଲରେ ତିନୋଟି ମ୍ୟାଚ୍ ଖେଳାଯାଇଥିଲା । ପ୍ରଥମ ଫାଇନାଲରେ ଆୟୋଜକ ରଙ୍ଗଣି ପାଟଣା ଟସ୍ ଜିତି ନିର୍ଦ୍ଧାରିତ ୧୦ ଓଭର ରେ ୬ ୱିକେଟ ବିନିମୟରେ ୧୦୧ ରନ କରିଥିବା ବେଳେ ଶାଳଝରିଆ ୭.୪

ଆଦିବାସୀଙ୍କ ସମ୍ପତ୍ତି ହସ୍ତାନ୍ତର ନିଷ୍ପତ୍ତି ପ୍ରସ୍ତାବ ନାମଞ୍ଜୁର, ତର୍ଜମା ହେବ ପେସା ଚିଠା ରୁଲ୍

ଭୁବନେଶ୍ବର : ଆଦିବାସୀଙ୍କ ଜମିକୁ ଅଣଆଦିବାସୀଙ୍କୁ ହସ୍ତାନ୍ତର କରିବା ପାଇଁ ବିଜେଡି ସରକାର ଅମଳରେ ହୋଇଥିବା ତ୍ରୁଟିକୁ ସୁଧାରିଛନ୍ତି ବିଜେପି ସରକାର । ଏହାସହିତ ପେସା ଆଇନ-୧୯୯୬ର ଡ୍ରାଫ୍ଟ ରୁଲ ଉପରେ ଅଧିକ ତର୍ଜମା କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଆସନ୍ତା ୫ତାରିଖରେ ମାଧୋ ସିଂ