Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରଶି ଲଗାଇ ମାନସିକ ଅସ୍ଥିରତା ମଧ୍ୟରେ ଥିବା ଶିକ୍ଷକଙ୍କ ଆତ୍ମହତ୍ୟା
ବାଲିଗୁଡ : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସିନ୍ଦ୍ରିଗାଁ ପଞ୍ଚାୟତର ଜାର୍ଗୀସୁଗା ଗାଁ ର କୁଳମଣି ମଲ୍ଲିକ ନାମକ ଜଣେ ଶିକ୍ଷକ ମହୁଲ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ଶିକ୍ଷକ ଜଣକ କିଛି ଦିନ ହେବ ମାନସିକ ଅସ୍ଥିରତା ମଧ୍ୟରେ ରହି ଆସୁଥିଲେ ବୋଲି ଶୁଣିବାକୁ!-->…
ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଦେହାନ୍ତ
ମାଲକାନଗିରି, ୨୨।୧ : ଅବସରପ୍ରାପ୍ତ ବନ କର୍ମଚାରୀଙ୍କ ଅକାଳ ବିୟୋଗ। ମାଲକାନଗିରି ଜିଲ୍ଲା ବନ ବିଭାଗରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଅବସର ନେଇଥିବା ବନ କର୍ମଚାରୀ ଜାନକୀ ବଲ୍ଲଭ ଦାସଙ୍କ ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ତେବେ ମାଲକାନଗିରି ଜିଲ୍ଲା କତାମେଟା ସ୍ଥିତ ବସ ଭାବନରେ ସେ!-->…
ଗାଡି ମଟର ଯାଞ୍ଚ ବେଳେ ଚୋରା ବାଇକ ଉଦ୍ଧାର : ଜଣେ ଗିରଫ, କୋର୍ଟ ଚାଲାଣ
ବାଲିଗୁଡା : କନ୍ଧମାଳ ଜିଲ୍ଲାର ବାଲିଗୁଡା ଥାନା ଅଞ୍ଚଳରେ ଏକ ବାଇକ ଚୋରୀ ହୋଇଥିବା ବେଳେ ଆଜି ପୁଲିସ ସେହି ଚୋରା ବାଇକ କୁ ଜବତ କରିବା ସହ ଜଣେ ଯୁବକକୁ ଗିରଫ କରିଛି । ଘଟଣା ରୁ ପ୍ରକାଶ ଯେ ୨୦୨୦ ମସିହାରେ କଲ୍ଯାଣ ମଣ୍ଡପ ନିକଟରେ ରହୁଥିବା ଶିବ ଶଙ୍କର ବିଶ୍ଵାଳ ନାମକ ବ୍ୟକ୍ତି ଙ୍କ ଏକ!-->…
କୁକୁଡାଖଣ୍ଡି ବ୍ଲକସ୍ତରୀୟ “ଜାତୀୟ ବାଳିକା ଦିବସ” ପାଳନ ମହୋତ୍ସବ
ପ୍ରବନ୍ଧ ଚିତ୍ରାଙ୍କନ ସ୍ଲୋଗାନ ପ୍ରତିଯୋଗିତା (ବରିଷ୍ଠ ଓ କନିଷ୍ଠ) ଷଷ୍ଠ ଠାରୁ ଦଶମ ଶ୍ରେଣୀ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ
କୁକୁଡାଖଣ୍ଡି : ୨୨ ତାରିଖ ବୁଧବାର ପୂର୍ବାହ୍ନ ଘ ୧୦.୦୦ ମି ଠାରୁ ଅପରାହ୍ନ ଘ୍୪.୦୦ ମି ସମୟ ମଧ୍ୟେ "ଜାତୀୟ ବାଳିକା ଦିବସ" ଉଦ୍ଘାଟନୀ ଉତ୍ସବ ଏବଂ!-->!-->!-->…
ଗଣମାଧ୍ୟମ ପ୍ରତିନିଧି ଙ୍କୁ ବ୍ଲକ ମନା ପ୍ରସ୍ତାବକୁ ଚିକିଟୀ ପ୍ରେସକ୍ଳବର ଘୋର ନିନ୍ଦା
ଚିକିଟୀ : ଏହି ବ୍ଲକ ଚିକିଟୀ ପ୍ରେସ କ୍ଳବ କାର୍ଯାଳୟ ଠାରେ ଏକ ନିନ୍ଦା ପ୍ରସ୍ତାବ ବୈଠକ ଅନୁଷ୍ଠିତ ହୋଇଯାଇଚ୍ଛି l ପ୍ରକାଶ ଯୋଗ୍ୟ ଯେ ସାନଖେମୁଣ୍ଡି ବିଡ଼ିଓ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ବ୍ଲକ ପରିସର କୁ ବାରଣ କରିବା ସକାଶେ ଲିଖିତ ବ୍ୟାନର ଟାଙ୍ଗି ଥିଲେ l ଦିନକୁ ଦିନ ରାଜ୍ୟରେ ଗଣ!-->…
୨୭ ତମ ବାର୍ଷିକ ଉତ୍ସବ ଓ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉଦ୍ଯାପିତ : ଶତାଧିକ ଗାୟତ୍ରୀ ଭକ୍ତଙ୍କ ସମାଗମ
ବାଲିଗୁଡା : ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଓ କୁର୍ତ୍ତମଗଡ଼ ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ତିନି ଦିନ ଧରି ଆୟୋଜନ!-->…
ବେଟି ବଚାଓ, ବେଟି ପଢାଓର ଜିଲ୍ଲାସ୍ତରୀୟ ଦଶବର୍ଷପୂର୍ତ୍ତି ପାଳନ ଉତ୍ସବ
ଛତ୍ରପୁର : ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷଠାରେ ବେଟି ବଚାଓ ବେଟି ପଢାଓ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ଏକ ଉତ୍ସବ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଡ. ପ୍ରମୋଦ!-->…
ବରିଷ୍ଠ କଳାକାର ସଂଘର ଶୋକ ସଭା
ବ୍ରହ୍ମପୁର : କଳା ଓ କଳାକାର ହିତୈଷୀ ମହାମଞ୍ଚ "ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ" ପକ୍ଷରୁ ବରିଷ୍ଠ କଳାକାର ଚନ୍ଦ୍ରଧ୍ଵଜ ପଣ୍ଡାଙ୍କ ବିୟୋଗରେ ଏକ ଶୋକ ସଭା ସ୍ଥାନୀୟ ସୁବାରାଓ ଛକ ସ୍ଥିତ ସଙ୍ଘ କାର୍ଯ୍ୟାଳୟ ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି!-->…
ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଗଜପତି : ଗଜପତି ଜିଲ୍ଲା ରା ଉଦୟଗିରି ବ୍ଲକ ଅନ୍ତର୍ଗତ ଅନ୍ତର୍ଗତ ରାମଗିରି ସରକାରୀ ଉଚ୍ଚ ମାଧ୍ୟମିକ (ଏସ୍ ଏସ ଡି) ବିଦ୍ୟାଳୟ ଠାରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସଂଜୀବ କୁମାର ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ଭାବେ ବ୍ଲକ!-->…
ରାସ୍ତା କଡ ମାଛ ଦୋକାନ ହଟାଇଲେ ଏନଏସି କର୍ତ୍ତୃପକ୍ଷ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ବିଭିନ୍ନ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ମୁଖ୍ଯତଃ ବୁଡାଗୁଡା ରାସ୍ତା ବନ୍ଧ ଛକ ଠାରୁ ଆରମ୍ଭ କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗହଳି ଲାଗି ରହୁଛି l ରାସ୍ତାର ଦୁଇ କଡ ରେ ମାଛ ,ମାଂସ!-->…