Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବୁଢିଆଣୀ ଜାଲ ରେ ବ୍ରହ୍ମପୁର ଟ୍ରାଫିକ ବ୍ୟବସ୍ଥା :ଖୋଲାରେ ଖାଇ ମେଲାରେ ଶୋଇଛି ଟ୍ରାଫିକ ପୋଲିସ…..!
ଏକ ମୁହାଁ ରାସ୍ତା ଏବେ ଧର୍ମକୁ ଆଖି ଠାର …!
କମିଶନରରେଟ ପୋଲିସ ବ୍ୟବସ୍ଥା ସାତ ଶପନ...ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରେଶମ ସହରରେ ଟ୍ରାଫିକ ବ୍ୟବବସ୍ତା ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି।ବ୍ରହ୍ମପୁର ସହର ପାଇଁ କମିଶନରେଟ ପୋଲିସ ବ୍ୟବସ୍ଥା ସାତ ଶପନ l ଭିତ୍ତି ଭୂମି ନଥାଇ!-->!-->!-->!-->!-->…
ନୟାଗଡ଼ ପୌର ପରିଷଦରେ ପୁସ୍ତକଛପା ଦୁର୍ନୀତି..!
ନୟାଗଡ଼: ନୟାଗଡ଼ ପୌର ପରିଷଦରେ ପୁଣି ଦୁର୍ନୀତିର ଅଭିଯୋଗ ଆସିଛି । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ୩ ହଜାର ପୁସ୍ତକ ଛାପି ୮ହଜାର ୯ ଶହ ପୁସ୍ତକର ବିଲ୍ କରାଯାଇଥିବାର ଅଭିଯୋଗ ଆସିଛି ।ଗତ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ଜନହିତକର ଯୋଜନାର ପୁସ୍ତକ ଛାପି ପ୍ରତ୍ୟେକ!-->…
ପୋଲିସ ପାଠ ଦୁଇ ଦୁଗୁଣେ ଆଠ ..! : ଚୋରା ଭଙ୍ଗା ମୋବାଇଲ ଚିହ୍ନଟ ପାଇଁ ଅଜବ ନିୟମ….!
ବ୍ରହ୍ମପୁର:ପୋଲିସ ଥାନାରେ ଚି଼ହ୍ନା ମୁହଁ ନଥିଲେ ନା ନା ଅସୁବିଧାର ସମ୍ମୁଖୀନ ହେବାର ନଜିର ରହିଛି। ସେଥିପାଇଁ ଗଞ୍ଜାମ ଲୋକେ କୁହନ୍ତି। ପୋଲିସ ପାଠ ଦୁଇ ଦୁଗୁଣେ ଆଠ ବୋଲି। କାରଣ ପୋଲିସ ହାତରେ ଅସୀମ କ୍ଷମତା ରହିଛି। ପୋଲିସ ଚାହିଁଲେ ଯାହାକୁ ସାହାଯ୍ୟ କରିପାରିବେ ହଇରାଣ ହରକତ ବି!-->…
ରାୟଗଡ଼ାରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ
ରାୟଗଡା : ରାୟଗଡ଼ା ସ୍ଵାମୀ ବିବେକାନନ୍ଦ ସେବା ସମିତି ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ସହ ରାଷ୍ଟ୍ରୀୟ ଯୁବ ଦିବସ ପାଳିତ ହୋଇଯାଇଛି। ରାୟଗଡ଼ା ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ମନ୍ଦିର ସଭା ଗୃହରେ ସମିତିର ସଭାପତି ଶ୍ରୀ ଯୋଗେଶ୍ଵର ଦାସଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ!-->…
ଉତ୍କଳ ସାମ୍ବାଦିକ ସଂଘ କୋରୁକୋଣ୍ଡା ଶାଖା ପକ୍ଷରୁ ବନ୍ଧୁ ମିଳନ ସହ ଆଗାମୀ ଜିଲ୍ଲାସ୍ତରୀୟ ନିର୍ବାଚନକୁ ନେଇ ବୈଠକ…
ମାଲକାନଗିରି : ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର କୋରୁକୋଣ୍ଡା ବ୍ଲକ ଶାଖା ପକ୍ଷରୁ ଏକ ବନ୍ଧୁ ମିଳନ ଓ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସୋରୁଲୁକୋଣ୍ଡା ଠାରେ ଥିବା ପାର୍କ ପରିସରରେ ଆୟୋଜିତ ଏହି ବୈଠକରେ ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁର୍ଯୋଧନ ପାତ୍ର!-->…
ସ୍ତ୍ରୀ କୁ ହତ୍ୟା ଅଭିଯୋଗ ରେ ଅଭିଯୁକ୍ତ କୁ କୋର୍ଟ ଚାଲାଣ
ମାଲକାନଗିରି : ଗତକାଲି କାଲିମେଳା ଥାନା ଅନ୍ତର୍ଗତ ଏମଭି ୬୬ ଗ୍ରାମରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ କୁ ନେଇ ଶୋକର ଛାୟା ଖେଳି ଯାଇଥିବା ବେଳେ ଅଭିଯୁକ୍ତ କୁ ଫାଶୀ ଦେବା ପାଇଁ ଗାଁ ବାସୀ ରାସ୍ତା ରୋକ କରିବା ସହ ଅଭିଯୁକ୍ତ ର ହୋମଗାର୍ଡ ସାଙ୍ଗ କୁ ମଧ୍ୟ ଏହି ହତ୍ୟା କାଣ୍ଡରେ ଜଡିତ କରି!-->!-->!-->…
ଆଦିବାସୀ ମହାବିଦ୍ୟାଳୟରେ ବିଶ୍ଵ ଯୁବ ଦିବସ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ରେଡ୍ ରିବନ କ୍ଲବ୍ ପକ୍ଷରୁ ବିଶ୍ଵ ଯୁବ ଦିବସ ପାଳିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଘୁ଼.ଉଦୟଗିରି କଳିଙ୍ଗ ମହାବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ଦିଲୀପ କୁମାର ମହାପାତ୍ର ଯୋଗ ଦେଇ!-->…
ମୌଳିକ ସୁବିଧାରୁ ବଞ୍ଚିତ ସାର୍ତ୍ତାଗୁଡା ଆବାସିକ ବିଦ୍ୟାଳୟ
କନ୍ଧମାଳ : କନ୍ଧମାଳ ଜିଲ୍ଲା ସଦର ଫୁଲବାଣୀ ବ୍ଲକ ଅନ୍ତର୍ଗତ ସାର୍ତ୍ତାଗୁଡା ଗ୍ରାମରେ ଥିବା ଆବାସିକ ବିଦ୍ୟାଳୟର ଦୁର୍ଦ୍ଦଶା କହିଲେ ନସରେ। ଦେଶ ସ୍ୱାଧୀନତା ପାଇବାର ଦୀର୍ଘବର୍ଷ ବିତିଯାଇଥିଲେ ସୁଦ୍ଧା ଏହି ଆବାସିକ ବିଦ୍ୟାଳୟର ବିକାଶ ଆଜି ପର୍ଯ୍ୟନ୍ତ ହୋଇପାରି ନାହି। ୧୯୪୮ ମସିହାରେ!-->…
ନିଆଁ ଲଗାଇ ଧାନ ଫସଲ ନଷ୍ଟ ଅଭିଯୋଗ, ଥାନାରେ ଏତାଲା
ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମରେ ଶନିବାର ସକାଳେ ନିଆଁ ଲଗାଇ ଧାନଫସଲ ନଷ୍ଟ କରିଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି । ଘଟଣା ନେଇ ଜମି ମାଲିକ ହିଞ୍ଜିଳି ଥାନା ଗୋପିନାଥପୁର ଗ୍ରାମର ଏମ. ଦିଲ୍ଲିପ କୁମାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ!-->…
୭୬ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତାର ଫଳାଫଳ।
ବ୍ରହ୍ମପୁର : ୭୬ ତମ ସ୍ବାଧିନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ୧୧.୦୧.୨୦୨୫ ଓ ୧୨.୦୧.୨୦୨୫ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତା ଗୁଡ଼ିକ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ବ୍ରହ୍ମପୁର ଠାରେ ଅନୁଷ୍ଠିତ ହୋଇଥିଲା, ଏହା ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା!-->…