Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଧାନ ମଣ୍ଡି ଗୁଡିକରେ ନାହିଁ ଶୌଚାଳୟ : ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମହିଳା ଚାଷୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡିଆ ସମବାୟ ବ୍ୟାଙ୍କ ଅନ୍ତର୍ଗତ ୧୦ ଟି ପଞ୍ଚାୟତରେ ୭ଟି ସ୍ଥାନରେ ଧାନମଣ୍ଡି ଉଦଘାଟନ ହୋଇଯାଇଛି । ପଡିଆ ସମବାୟ ଅନ୍ତର୍ଗତ ୪ ହଜାର ୩ ଶହ ୧୯ ଜଣ ଚାଷୀ ତାଲିକାଭୁକ୍ତ ହୋଇଥିବା ବେଳେ ପ୍ରଥମ ସପ୍ତାହ ଧାନ କିଣା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। ତେବେ!-->…
ନୂତନ ସିଆରପିଏଫ୍ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ, ୨ ଯବାନ ଆହତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲାର ନୂତନ ସିଆରପିଏଫ୍ କ୍ୟାମ୍ପ ଉପରେ ମାଓବାଦୀ ମାନେ ଅତର୍କିତ ଆକ୍ରମଣ ସହ ବିଜିଏଲ ଲଞ୍ଚର ମାଡ଼ କରିଛନ୍ତି। ଯେଉଁଥିରେ ଦୁଇ ଜଣ ଯବାନ ଆହତ ହୋଇଥିବାର ଜଣାପଡିଛି। ସୂଚନା ଅନୁଯାୟୀ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲା ଗୋମାଗୁଡା!-->…
ରୁଷିକୂଲ୍ୟା ନଦୀର ପାଣିକୁ ଟାଟା ଓ ଅନ୍ୟାନ୍ୟ କମ୍ପାନୀ ହାତରେ ଟେକିଦେବା ପାଇଁ ଜନ ଶୁଣାଣିରେ ବିରୋଧ
ସୋରଡ଼ା : ତା ୨୪. ୧୨. ୨୪ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ଗାଜଲବାଡ଼ି ପଂଚାୟତ କାର୍ଯ୍ୟାଳୟ ଠାରେ ଗାଜଲବାଡି,ଶିଙ୍କୁଳାପଦର, ଗଣପଙ୍କାଳ, ରାମନାବାଡ଼ି ଓ ରୁବାଙ୍ଗି ମୌଜାକୁ ନେଇ ଆଜି ସରକାରଙ୍କ ତରଫରୁ ପିପଳପଙ୍କା ଡ୍ୟାମ ନିର୍ମାଣ ଉଧେଶ୍ୟରେ ସୋରଡ଼ା ତହସିଲଦାର,ବିଡ଼ିଓ ଓ ରାଜସ୍ବ!-->…
ଲାଞ୍ଚ ନେବା ଅଭିଯୋଗରେ ଅଭିଯୁକ୍ତକୁ ୪ ବର୍ଷ ସଶ୍ରମ କାରାଦଣ୍ଡ ୧୦ ହଜାର ଜୋରିମାନା
ଫୁଲବାଣୀ : ଏକ ଲାଞ୍ଚ ମାମଲାର ବିଚାର କରି ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଡବ୍ଲ୍ୟୁ ଇ ଓ ରଞ୍ଜନ ଜେନାଙ୍କୁ ଚାରିବର୍ଷ ସଶ୍ରମ କାରାଦଣ୍ଡ ସମେତ ଦଶ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ଅଧୂକ ୬ ମାସ ସଶ୍ରମ କାରାଦଣ୍ଡ!-->…
ପୈାରାଞ୍ଚଳ ଚାଷୀଙ୍କୁ ମିଳୁନି ସରକାରୀ ମୁଗ ବିହନ, ବିହନ ପ୍ରଦାନ ଦାବି ନେଇ କୃଷି କାର୍ଯ୍ୟାଳୟ ଘେରିଲେ ଚାଷୀ
ହିଞ୍ଜିଳିକାଟୁ : କୃଷି ବିଭାଗ ରେ ଚାଲିଜ ଅଜବ ନୀତି। ଗ୍ରାମାଞ୍ଚଳ ଚାଷୀଙ୍କ ପାଇଁ ଅଲଗା ନିୟମ ରହିଥିବା ବେଳେ ସହରାଞ୍ଚଳ ଚାଷୀଙ୍କ ପାଇଁ ରହିଛି ଅଲଗା ନିୟମ। ଏଭଳି ଅଲଗା ଅଲଗା ନିୟମକୁ ବିରୋଧ କରି ମଙ୍ଗଳବାର ଶତାଧିକ ଚାଷୀ କୃଷି କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଏଭଳି ଏକ ଘଟଣା ମଙ୍ଗଳବାର!-->…
‘‘ଜାତୀୟ କୃଷକ ଦିବସ’’ ପାଳନ ଅବସରରେ ଜିଲ୍ଲାସ୍ତରୀୟ କୃଷକ ମହାସଭା ଅନୁଷ୍ଠିତ
ବ୍ରହ୍ମପୁର : ବ୍ରହ୍ମାକୁମାରୀସ୍, ଶାନ୍ତିକୁଣ୍ଡ ତରଫରୁ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟରଠାରେ ଜାତୀୟ କୃଷକ ଦିବସ ପାଳନ ଅବସରରେ ଏକ କୃଷକ ମହାସଭା ଆୟୋଜିତ ହୋଇଯାଇଅଛି। ଏଥିରେ ଆଲୋଚ୍ୟ ବିଷୟ ଥିଲା- ‘‘ଏକ ସୁନିଶ୍ଚିତ କୃଷି ସକାଶେ କୃଷକମାନଙ୍କ ସଶକ୍ତିକରଣ’’। ଉକ୍ତ ସଭାରେ!-->…
ଯୈାତୁକ ବାବଦକୁ ଏକ ବାସଗୃହ ଦାବି କରି ବୋହୁଙ୍କୁ ନିର୍ଯ୍ୟାତନା, ଥାନାରେ ଏତାଲା
ହିଞ୍ଜିଳିକାଟୁ : ବାହାଘରର ପ୍ରାୟ ୧୭ ମାସ ପରେ ଯୈାତୁକ ବାବଦକୁ ଏକ ବାସଗୃହ ଦେବାକୁ ଦାବି କରି ବୋହୁଙ୍କୁ ଶାଶୁଘର ଲୋକେ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂଚନା ପ୍ରକାରେ, ହିଞ୍ଜିଳିକାଟୁ ପୈାରାଞ୍ଚଳ ତଥା ହିଞ୍ଜିଳି ଥାନା!-->…
ଯୈାତୁକ ନିର୍ଯାତନା ଅଭିଯୋଗ
ହିଞ୍ଜିଳିକାଟୁ : ଅଧିକ ଯୈାତୁକ ଦାବି କରି ବୋହୁଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୦୨୩ ମସିହା ଫେବୃୟାରୀ ୨୮ ତାରିଖରେ ହିଞ୍ଜିଳି ଥାନା ତହଁର ଗ୍ରାମର ମଙ୍ଗୁଳୁ ମହାନ୍ତିଙ୍କ ପୁଅ ଗୋପାଳ ମହାନ୍ତିଙ୍କ!-->…
ଜିଲ୍ଲା ଶ୍ରମିକ ସଂଗଠନ ସମନ୍ବୟ କମିଟିର ବାର୍ଷିକ ଉତ୍ସବ ଓ କର୍ମକର୍ତ୍ତା ଚୟନ
ଫୁଲବାଣୀ :ଜିଲ୍ଲା ଶ୍ରମିକ ସଂଗଠନ ସମନ୍ବୟ କମିଟିର ସମସ୍ତଙ୍କ ଶ୍ରମିକ ନେତା ଭାଈ ଓ ଭଉଣୀଙ୍କ ସ୍ଥାନୀୟ ଫୁଲବାଣୀ କୋର୍ଟ ଛକ ସ୍ଥିତ ବନାନୀ କଳା ସଙ୍ଗମ ସଭା ଗୃହରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଯାଇଅଛି। ଏହି ବାର୍ଷିକ ଉତ୍ସବରେ ପୁରାତନ କମିଟି ଭଙ୍ଗ କରି ନୂତନ କମିଟି ଗଠନ ପାଇଁ ସ୍ଥିର!-->…
୨୮ତମ ବିଜେଡି ପ୍ରତିଷ୍ଠା ଦିଵସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ହିଞ୍ଜିଳିକାଟୁ ୨୪/୧୨ : ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପାଳନ କରିବ ତା’ର ୨୮ ତମ ପ୍ରତିଷ୍ଠା ଦିବସ। ଏହି ଅବସରରେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଉପଦେଷ୍ଟା ମଣ୍ଡଳୀର ଅଧ୍ୟକ୍ଷ ସୁରେନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ହିଞ୍ଜିଳି ବିଧାୟକ ଙ୍କ ଡିଆରଡିଏ!-->…