Browsing Category

ଆଞ୍ଚଳିକ

ସାନଭାଇଙ୍କୁ ବ୍ଳେଡରେ ଆକ୍ରମଣ, ବଡଭାଇ ଗିରଫ

ହିଞ୍ଜିଳିକାଟୁ : ଜନ୍ମକଲା ମା'ଙ୍କୁ ନିଜ ହେପାଜତରେ ରଖିବାକୁ କେନ୍ଦ୍ର କରି ୨ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି । ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ଉତ୍ୟକ୍ତ ହୋଇ ବଡଭାଇ ଏକ ସିଜେରିଆନ୍ ବ୍ଳେଡରେ ଆକ୍ରମଣ କରିଥିଲେ। ଆକ୍ରମଣରେ ସାନଭାଇ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ଜଣଙ୍କ ହେଲେ

ପାଣିରେ ବୁଡ଼ି ବୃଦ୍ଧା ମୃତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ ବଘିୟାଖାନ୍ଦି ଗ୍ରାମର ଯ୍ୟାନେକ ବୃଦ୍ଧ ଗୋସେଇ ବାରଲା ୬୨ ବର୍ଷଙ୍କ ପାଣିରେ ବୁଡ଼ି ମୃତ ହତିଥିବା ଜଣାପଡ଼ିଛି | ଆଜି ଗୋସେଇ ବାରଲା ନିଜ ଘର ବଘିୟାଖାନ୍ଦିରୁ ରାଏବଗା ବେଙ୍କ କିଛି କାମରେ ଆସୁଥିଲେ

ଜୁଆଆଡ୍ଡା ଉପରେ ଚଢ଼ଉ, ୬ ଜଣ କୋର୍ଟ ଚାଲାଣ, ୧୨ ହଜାର ୫ ଶହ ଟଙ୍କା ଜବତ !

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ଥାନା ଅଧୀନସ୍ଥ କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କୁଆଁରମୁଣ୍ଡାର ପ୍ରଫୁଲ୍ଲ ଟେଣ୍ଡ ହାଉସଙ୍କ ଘରରେ ଜୁଆ ଖେଳ ହେଉଥିଲା ! କୌଣସି ସୂତ୍ରରୁ ଖବର ପାଇ ବୀରମିତ୍ରପୁର ପୋଲିସ ଥାନା ଅଧିକାରୀ ଆଇ ଆଇ ସି ବନ୍ଧାନା ପାତ୍ର ଗୋଟିଏ ଟିମ ଗଠନ କରି

ଭୋଟର ସଚେତନତା ପାଇଁ ହେଲା ପଥ ଉତ୍ସବ ଓ ୱାକାଥନ

ମାଲକାନଗିରି : ଗଣତନ୍ତ୍ର ପ୍ରକ୍ରିୟାରେ ନୂତନ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିର୍ବାଚନ ବିଭାଗ ଦ୍ଵାରା ସ୍ବତନ୍ତ୍ର ସଂକ୍ଷିପ୍ତ ଅଭିଯାନ କାର୍ଯ୍ୟକ୍ରମ ଅଧିନରେ ଆୟୋଜନ ହେଲା ପଥ ଉତ୍ସବ ଓ ୱାକାଥନ। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ଡିଏନକେ ଛକ

ଶେରଗଡ ବିଜେଡିର ପଦଯାତ୍ରା

ହିଞ୍ଜିଳିକାଟୁ ୨୯/୧୦ : ଶେରଗଡ ବ୍ଲକ ୫୬ ନଁ ଜିଲ୍ଲା ପରିଷଦ ଜୋନର ସମସ୍ତ ଗ୍ରାମପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶେରଗଡ଼ ବ୍ଲକ ବିଜେଡି ସଭାପତି ଶରତ ପାତ୍ର ପାତ୍ର ଙ୍କ ନେତୃତ୍ୱରେ ଚାଲିଥିବା ପଦ ଯାତ୍ରାରେ ହିଞ୍ଜିଳି ବିଧାୟକ ଜିଲ୍ଲା

ବିଭିନ୍ନ ରାଜନୈତିକ ଦଳଙ୍କୁ ପ୍ରଦାନ କରାଗଲା ଡ୍ରାଫ୍ଟ ଇଲେକ୍ଟ୍ରାଲ ରୋଲ-୨୦୨୫

ମାଲକାନଗିରି : ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଏଫଏଲସି ହୋଲରେ ଡ୍ରାଫ୍ଟ ଇଲେକ୍ଟରାଲ ରୋଲକୁ ପ୍ରକାଶ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଆଶିଷ ଈଶ୍ୱର ପାଟିଲ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ତଥା ୧୪୭ ନିର୍ବାଚନ ମଣ୍ଡଳୀ ପଞ୍ଜିକରଣ ଅଧିକାରୀ

ଅପମିଶ୍ରଣ ଓ ନିମ୍ନମାନ ଖାଦ୍ୟର ଗନ୍ତାଘର ବ୍ରହ୍ମପୁର ସହର : ମାଲ ନେଇ ଚୁପ ବସିଛି ମହାନଗର ନିଗମ..!!

ପ୍ରଶାସନ ର ଆଶୀର୍ବାଦ ରେ ବିନା ପଞ୍ଜିକରଣ ରେ ମାଳ ମାଳ ହୋଟେଲ…ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ହୋଟେଲ ରେ ଅଖାଦ୍ୟ ଦେଇ ଚଢ଼ା ଦରରେ ଖାଦ୍ୟ ପରସା ଯାଉଛି । ନା ଅଛି କ୍ଵାଲିଟି ନା ଅଛି କ୍ୱାଣ୍ଟିଟିର ସାର୍ଟିଫିକେଟ ବିନା ଜି.ଏସ.ଟି ରେ ପଞ୍ଜିକରଣ ନକରି ଗ୍ରାହକଙ୍କୁ ଲୁଟ କରାଯାଉଛି

ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୭ତମ ଜନ୍ମଦିନ ପାଳିତ

ବ୍ରହ୍ମପୁର,28ା10 : ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସାହିତି୍ୟକ କବି, ନାଟ୍ୟକାର ତଥା ନବୀନ ସାହିତ୍ୟ ପ୍ରତିଷ୍ଠାନର କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ତ୍ରିପାଠୀଙ୍କ ୭୭ତମ ଜନ୍ମଦିନ ପାଳିତ ହୋଇଯାଇଛି ଏହି ଅବସରରେ ବ୍ରହ୍ମପୁର ହାରା ଫାଉଣ୍ଡେସନ ତରଫରୁ ନର ନାରାୟଣ ସେବା ବିଭିନ୍ନ

ପରିବେଶ ଉପଯୋଗୀ ବୃକ୍ଷ ବଜରଙ୍ଗୀ ଉଦ୍ୟାନ ପରିସରରେ ରୋପଣ କାର୍ଯ୍ୟକ୍ରମ

ମାଲକାନଗିରି, ୨୮।୧୦ : ମାଲକାନଗିରି ଜିଲ୍ଲା ସଦର ମହକୁମା ମଲ୍ଲିକେଶ୍ୱର ପାହାଡ ପାଦଦେଶରେ ଥିବା ବଜରଙ୍ଗୀ ଉଦ୍ୟାନ ପରିସରରେ ପରିବେଶ ଉପଯୋଗୀ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛିା ଦୁର୍ଗାଗୁଡି ସାହିର ପୂର୍ୱତନ କାଉନସିଲର ଡି ବାଲାଙ୍କ ତତ୍ୱାବଧାନରେ ସାହିର ମହିଳା, ପୁରୁଷ ଓ

୧୦୮ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର : ୧୦୮ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦାବିରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି ଗଞ୍ଜାମ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ସଂଘ । ଅଲ୍ ଓଡ଼ିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘର ଡାକରା ରେ ଆଜି ଜିଲ୍ଲା