Browsing Category

ଆଞ୍ଚଳିକ

କୋରାପୁଟ ଜିଲ୍ଲା ଯୋଜନା କମିଟି ବୈଠକରେ ୪,୬୧୨ କୋଟିର ବଜେଟ ସହ ବିଭିନ୍ନ ବିକାଶମୂଳକ ଯୋଜନା ଅନୁମୋଦିତ

କୋରାପୁଟ: କୋରାପୁଟ ଜିଲ୍ଲାର ୨୨ତମ ଜିଲ୍ଲା ଯୋଜନା କମିଟି (ଡିପିସି) ବୈଠକ ଆଜି ସ୍ଥାନୀୟ ସଦଭାବନା ସଭାଗୃହ, ଡିଏନକେ ସମ୍ମିଳନୀ କକ୍ଷଠାରେ ମାନ୍ୟବର ବିଧାୟକ-ତଥା-ଡିପିସି ଅଧ୍ୟକ୍ଷଙ୍କ ସଭାପତିତ୍ୱରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୋରାପୁଟ ଓ

ଆସିକାରେ ଲଜ୍ ଓ ହୋଟେଲ ରେ ସ୍ୱଳ୍ପ ସମୟ ରହଣି ପାଇଁ ହଜାରେ !

ବିନା ପରିଚୟ ପତ୍ରରେ ରୁମ ମିଳୁଛି…..! ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହର ସୁନ୍ଦରୀ ମାନଙ୍କ ପାଇଁ ସ୍ୱର୍ଗ ପାଲଟିଛି। ଆସିକା ରେ ସେକ୍ସ ରେକେଟ ଖୁଲାମ ଖୁଲା ଚାଲିଛି। ଅଧିକାଂଶ ଲର୍ଡ଼ଜ ଓ ହୋଟେଲକୁ କଲେଜ ପଢୁଆ ପୁଅ ଝିଅ ମାନେ କଲେଜ ପୋଷାକ ପରିଧାନ କରି ଯାତାୟାତ ହେଉଥିବା

ପର୍ସନପାଲ୍ଲୀରେ ମେଗା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ଯ ଶିବିର ୨୬୧ ହିତାଧିକାରୀଙ୍କ ପଞ୍ଜୀକରଣ

ମାଲକାନଗିରି : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ମାଟେରୁ ଗ୍ରାମପଞ୍ଚାୟତର ପର୍ସନପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ଇଲାକାରୁ ହିତାଧିକାରୀଙ୍କ ସକ୍ରିୟ ଯୋଗଦାନ ଯୋଗୁଁ କ୍ୟାମ୍ପଟି ସଫଳ

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି

କନ୍ଧମାଳ : ଶିକ୍ଷାର ଉନ୍ନତିକରଣ କରିବା ପାଇଁ ସରକାର ଯୋଜନା ଉପରେ ଯୋଜନା ର ଗୋଲାପି ଚିତ୍ର ଆଙ୍କୁଥିବା ବେଳେ କନ୍ଧମାଳ ଜିଲ୍ଲାରେ ଏହାର କେତେ ସୁଫଳ ପହଞ୍ଚିବ ତାହାକୁ ନେଇ ଉଠିଛି ପ୍ରଶ୍ନ । ନୂତନ ସରକାରଙ୍କ ଦୁଇ ବର୍ଷ ପାଳନ କରୁଥିବା ବେଳେ ଜିଲ୍ଲାର ଶିକ୍ଷା ବ୍ୟବସ୍ଥା ସୁଧୁରିବାର ନା

ପୁଣି ଚର୍ଚ୍ଚାରେ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ : ବିଫଳତା ଓ ବିପର୍ଯ୍ୟୟ ପଛର ଗୁମର କଥା

ବ୍ରହ୍ମପୁର : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଶିକ୍ଷା ବିକାଶ ଓ ପ୍ରୋତ୍ସାହନ ଉଦ୍ଦେଶ୍ୟ ରେ ଗଠିତ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ କାର୍ଯକ୍ରମ ର ଅନୁମୋଦନ କ୍ରମେ ଓଡ଼ିଶା ସରକାରଙ୍କ ସୁପାରିଶ ଅନୁସାରେ ୨୦୧୫ ଜୁନ ମାସ ରେ ବ୍ରହ୍ମିପୁର ରେ ସ୍ଥାପନ ହୋଇ ଥିଲା ଖଲ୍ଲିକୋଟ

ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ବାଲିପଡ଼ା ପଞ୍ଚାୟତରେ ବେଆଇନ ବାଲି ଚାଲାଣ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବି

କୁକୁଡ଼ାଖଣ୍ଡି : ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡ଼ା ପଞ୍ଚାୟତର ସରକାରୀ ଜମିରୁ ବେଆଇନ ଭାବେ ବାଲି ଉତ୍ତୋଳନ ଓ ଚାଲାଣ ହେଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବାରମ୍ବାର ବିରୋଧ ଓ ସରପଞ୍ଚଙ୍କ ପକ୍ଷରୁ ଆପତ୍ତି ଜଣାଇଥିଲେ

ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଓଡ଼ଗାଁ ରଘୁନାଥ ମନ୍ଦିର ସରକାରୀ ସୁବିଧା କେନ୍ଦ୍ର ଠାରେ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଅଛି। ଜୁନ ୨୩ ତାରିଖରୁ ଜୁଲାଇ ୬ ପାଳନ ପକ୍ଷର ଅନ୍ତିମ ସନ୍ଧ୍ୟାରେ ସୁଶାନ୍ତ କୁମାର ସାହୁ, ଅଚ୍ୟୁତ ପଣ୍ଡାଙ୍କ ଉଦ୍ୟମରେ

ମାଲକାନଗିରି ମହିଳା ମହାବିଦ୍ୟାଳୟରେ ୭୭ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ମହିଳା ମହାବିଦ୍ୟାଳୟ ପରିସରରେ ୭୭ତମ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ମାଲକାନଗିରି ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ (ଏସପି), ମାନ୍ୟବର ଜିଲ୍ଲା ଜଜ୍, ଜିଲ୍ଲା ପରିଷଦ ସଭାପତି ସମାରି

କିଞ୍ଜିରକେଳାରେ ବୋଲେରୋ-କମାଣ୍ଡର ମୁହାଁମୁହିଁ ଧକ୍କା: ୩ ମୃତ, ଜଣେ ଗୁରୁତର

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଳା ଥାନା ଅଧୀନସ୍ଥ ପାତିକିଜୋର ରାସ୍ତା ମୁହାଣୀ ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ ବୋଲେରୋ ଓ କମାଣ୍ଡର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କର ମୃତ୍ୟୁ

ସୁନ୍ଦରଗଡ଼ରେ ବେଆଇନ ବାଲି ଗଦା ଉପରେ ଚଢ଼ାଉ: ଜେସିବି ଓ ଟିପର୍ ଜବତ

ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲାରେ ବେଆଇନ ବାଲି ଚୋରାଚାଲାଣ ବିରୋଧରେ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ରାଏବଗା ଏବଂ ବୀରମିତ୍ରପୁର ପୋଲିସର ମିଳିତ ଆନୁକୁଲ୍ୟରେ ଆଜି ଏକ ବାଲି ଗଦା ଉପରେ ଚଢ଼ାଉ କରାଯାଇ ଗୋଟିଏ ଜେସିବି (JCB) ଏବଂ ଗୋଟିଏ ଟିପର୍ ଟ୍ରକ ଜବତ