Browsing Category

ଆଞ୍ଚଳିକ

ମାସିକ ଶିକ୍ଷା ସମୀକ୍ଷା ବୈଠକରେ ‘ ଆସ୍ପାୟର ‘ ଲୋଗୋ ଉନ୍ମୋଚିତ

ମାଲକାନଗିରି : ଆଜି ଜିଲ୍ଲା ପରିଷଦ ସଭାଗୃହ ଠାରେ ଜୁଲାଇ ମାସ ନିମନ୍ତେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ମାଲକାନଗିରି ତରଫରୁ ଜିଲ୍ଲାସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ ଜିଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବର୍ଷା ଦିନରେ ପିଲାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଉପରେ

ମିଳିଲା ଶ୍ରବଣ ଯନ୍ତ୍ର, କିନ୍ତୁ କାମରେ ଆସିଲାନି: ଚିକିତ୍ସା ଅଭାବରେ ହନ୍ତସନ୍ତ ବୃଦ୍ଧଙ୍କ ଆକୁଳ ନିବେଦନ

ମାଲକାନଗିରି, ସରକାରଙ୍କ ପକ୍ଷରୁ ଶ୍ରବଣ ବାଧିତଙ୍କ ପାଇଁ ଶ୍ରବଣ ଯନ୍ତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଆବଶ୍ୟକ ଡାକ୍ତରୀ ସେବା ଓ ଠିକ୍ ଟ୍ୟୁନିଂ ବ୍ୟବସ୍ଥା ନଥିବାରୁ ଏହା ବ୍ୟବହାର ଉପଯୋଗୀ ହୋଇପାରୁନାହିଁ। ଏଭଳି ଅଭିଯୋଗ କରିଛନ୍ତି ବର୍ତ୍ତମାନ ମାଲକାନଗିରି ଜିଲ୍ଲାର ଗୋବିନ୍ଦପାଲି

ବିଦେଶରୁ ନିଜ ଗାଁ ମାଟିକୁ ଫେରିଲା ଦାଦନ ଓଡ଼ିଆ ଶ୍ରମିକର ମୃତ ଦେହ

ନୟାଗଡ଼ (ନିସର୍ତ୍ତ): ବିଦେଶରୁ ନିଜ ଗାଁ ମାଟିକୁ ଫେରିଲା ଓଡିଆ ଦାଦନ ଶ୍ରମିକର ମୃତ ଦେହ l ନୟାଗଡ ଜ଼ିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ସନ୍ତୋଷ କୁମାର ପ୍ରଧାନ ନିଜର ପରିବାର ପ୍ରତିପୋଷଣ ପାଇଁ ଦୀର୍ଘ ଦିନ ହେବ ୟୁଏଇ ଯାଇ ସେଠାରେ ନିର୍ମାଣ ଶ୍ରମିକ ରୂପେ କାର୍ଯ୍ୟ

ଓଡ଼ଗାଁ ବନାଞ୍ଚଳ କାର୍ଯ୍ୟାଳୟ ତରଫରୁ ବନ ମହୋତ୍ସବ

ନୟାଗଡ଼: ନୟାଗଡ଼ ଜିଲ୍ଲା ବନଖଣ୍ଡ ଓଡ଼ଗାଁ ବନାଞ୍ଚଳ ଓଡ଼ଗାଁ ସେକ୍ସନର କୁମ୍ଭିଆପଲ୍ଲୀ ଠାରେ ୩.୨୭ ହେକ୍ଟର ରାଜସ୍ୱ ସମତଳ ଜମିରେ ସହରାଞ୍ଚଳ ବୃକ୍ଷ ରୋପଣ ଯୋଜନା ମାଧ୍ୟମରେ ୩୦୦୦ ଚାରା ରୋପଣ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୭୭ ତମ ବନମହୋତ୍ସବ ମା ପାଇଁ ଗଛଟିଏ କାର୍ଯ୍ୟକ୍ରମ

ଜଳ, ଜମି, ଜଙ୍ଗଲ ଓ ବନ୍ୟଜନ୍ତୁର ସୁରକ୍ଷା ହିଁ ମାନବ ସଭ୍ୟତାର ସୁରକ୍ଷା…

ଭେଷଜ ପଟେଲ ମହାବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳିତ; ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ଶପଥ ନେଲେ ଛାତ୍ରଛାତ୍ରୀସୁନ୍ଦରଗଡ - ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ, ବନକ୍ଷୟ, ଜୈବ ବିବିଧତାର ହ୍ରାସ ଓ ବଢୁଥିବା ପରିବେଶ ପ୍ରଦୂଷଣ ସମଗ୍ର ବିଶ୍ୱ ପାଇଁ ଏକ ଗମ୍ଭୀର ଆହ୍ୱାନ ସୃଷ୍ଟି

ମାଲକାନଗିରି ଜିଲ୍ଲାପାଳଙ୍କ ମାର୍କାପାଲ୍ଲୀ ପଞ୍ଚାୟତ ଗସ୍ତ ; ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ସହ ଜିଲ୍ଲା…

ମାଲକାନଗିରି : ମାଲକାନଗିରି ବ୍ଲକ ଅନ୍ତର୍ଗତ ମାର୍କାପାଲ୍ଲୀ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ

ଦୈନିକ ଚାଲିବ ବ୍ରହ୍ମପୁର-ଉଧ୍‌ନା (ସୁରଟ) ଅମୃତ ଭାରତ ଏକ୍ସପ୍ରେସ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ରେଳମନ୍ତ୍ରୀ

ଗୁଜୁରାଟ ସହ ଭାବଗତ, ସାଂସ୍କୃତିକ ଓ ଅର୍ଥନୈତିକ ସମ୍ପର୍କ ଆହୁରି ନିବିଡ଼ ହେବ- ମୁଖ୍ୟମନ୍ତ୍ରୀ ବ୍ରହ୍ମପୁର ରେଳ ଷ୍ଟେସନକୁ ବିଶ୍ୱ ସ୍ତରୀୟ କରିବା ପାଇଁ ଖର୍ଚ୍ଚ ହେବ ୩୦୦ କୋଟି - ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଭୁବନେଶ୍ୱର : ଓଡ଼ିଶାର ବିକାଶ ଯାତ୍ରାରେ ଆଜି ଏକ ନୂତନ

ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ବିଶୁଦ୍ଧ ପାନୀୟ ଜଳ ସୁନିଶ୍ଚିତ କରିବା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସମସ୍ତ ଆବାସିକ ବିଦ୍ୟାଳୟ ଓ ଛାତ୍ରାବାସରେ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରିବା ନିମନ୍ତେ ଆଜି ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ମାଲକାନଗିରିଙ୍କ ଅଧ୍ୟକ୍ଷତାରେ ଏକ ଭର୍ଚୁଆଲ୍ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ

ସଂରକ୍ଷିତ ଜଙ୍ଗଲରେ ୭୭ ତମ ବନମହୋତ୍ସବ ପାଳିତ

ନୟାଗଡ଼,୦୬/୦୭(ନିସର୍ତ୍ତ): ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ଖୋର୍ଦ୍ଧା ବନଖଣ୍ଡ ଅନ୍ତର୍ଗତ ରଣପୁର ବନାଞ୍ଚଳ ନାକୀଠଣା ବିଟ ହାଉସ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ସୋମବାର ଦିନ ମଧ୍ୟାହ୍ନ ସମୟରେ ୭୭ ତମ ବନମହୋତ୍ସବ ସପ୍ତାହ -୨୦୨୬ ପାଳିତ ହୋଇଯାଇଛି । ଏହି

ଖସଡ଼ା ଭୋଟର ତାଲିକା ପ୍ରକାଶିତ : ନୟାଗଡ଼ ଜିଲ୍ଲାରୁ ବାଦ ପଡିଲେ ୫୬,୭୦୫ ମତଦାତା

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇଛି । ମେ ମାସ ୩୦ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ପ୍ରାଥମିକ କାର୍ଯ୍ୟ ଜୁନ ମାସ ୨୮ରେ ଶେଷ ହୋଇଥିଲା ।ଜିଲ୍ଲାର ସମସ୍ତ ନିର୍ବାଚନ