Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବିରଲକ୍ଷ୍ମମଣପୁରରେ ପୋଷଣ ଷ୍ଟଲ୍ ଆକର୍ଷଣର କେନ୍ଦ୍ରବିନ୍ଦୁ
ମାଲକାନଗିରି, ତା ୧୮/୦୫ : ମାଲକାନଗିରି ବ୍ଲକ ଅନ୍ତର୍ଗତ ବିରଲକ୍ଷ୍ମମଣପୁର ଗ୍ରାମପଞ୍ଚାୟତରେ ଆଜି ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ୭ଟି ଷ୍ଟଲ୍ ପ୍ରଦର୍ଶନ କରାଯାଇଥିଲା । ସେଥିମଧ୍ୟରୁ ସମନ୍ୱିତ ଶିଶୁ ବିକାଶ ଯୋଜନା ବିଭାଗ ପକ୍ଷରୁ ପ୍ରଦର୍ଶିତ!-->…
ବାଃ ବାଃ ରେ କାଢ଼ୁଆ ଭାଇନା…..! ଆସିକା କଇଁଫୁଲିଆ ଛକ କୁ ସରୋଜ ପାଢ଼ୀ ଛକ କାହା ନିର୍ଦ୍ଧେଶ ରେ କରାଗଲା ବୋଲି ସାଧାରଣ…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ଗତ ସାଧରଣ ନିର୍ବାଚନ ପର ଠାରୁ ଚର୍ଚ୍ଚା ରେ ରହିଆସିଛି। ବ୍ରିଟିଶ ଅମଳରୁ ଆସିକା କଇଁଫୁଲିଆ ଛକ ନାମରେ ଏହି ତିନି ଛକିଆ ଛକ ରହିଆସିଛି। ବର୍ତ୍ତମାନ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କୁ ମୁନିସିପାଲିଟି ଘୋଷଣା ହେବା ପରେ କାଳ ଷଣ୍ଢ ପୁର ପଞ୍ଚାୟତର!-->…
ମାଲକାନଗିରି ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି: ବି.ଏଲ.ପୁରରେ ୨୮ ଅଭିଯୋଗର ସମୀକ୍ଷା ସହ ଭତ୍ତା ବଣ୍ଟନ ଓ…
ମାଲକାନଗିରି, ୧୮/୫/୨୬: ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଦୂରତା କମାଇବା ଏବଂ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି। ମାଲକାନଗିରି ବ୍ଲକ ବି.ଏଲ.ପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲା ସ୍ତରୀୟ!-->…
ନୟାଗଡ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଉପଜିଲ୍ଲାପାଳଙ୍କ ନିକଟରେ…
ନୟାଗଡ: ନୟାଗଡ଼ ଜିଲ୍ଲା ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ବିଜେଡି ଛାଡ଼ି ବିଜେପିରେ ଯୋଗଦେବା ଫଳରେ ନୟାଗଡ଼ ଜିଲ୍ଲା ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଦଳକୁ ଡେଇଁ ଥିବା ଏହି ବିଜେଡି ନେତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ!-->…
ସଡ଼କ ଦୁର୍ଘଟଣା : ଟ୍ରକ ପଛକୁ ପିଟିଲା ପିକଅପ , ଅଳ୍ପକେ ବଞ୍ଚିଲା ଡ୍ରାଇଭର…
ଉମରକୋଟ / ରାଇଘର, :ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ବୋବେଇ ପଞ୍ଚାୟତର ଶାନ୍ତିନଗର ଛକ ନିକଟରେ ଆଜି ରବିବାର ସନ୍ଧ୍ୟା ପରେ ପରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଏକ ଏଜ ପିକଅପ ଗାଡ଼ି ଆଗରେ ଯାଉଥିବା ଏକ ବଡ଼ ଟ୍ରକର ପଛପଟେ ଜୋରଦାର ଭାବେ ଧକ୍କା!-->…
ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ନୟାଗଡ଼, ୧୭/୦୫(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ନରସିଂହପୁର ପଞ୍ଚାୟତର ନରସିଂହପୁର ଉଚ୍ଚ ବିଦ୍ୟାଳୟରେ “ମୃତ୍ୟୁଞ୍ଜୟ-ହାରାମଣୀ ଛାତ୍ରବୃତ୍ତି ମେଧା ସମ୍ବର୍ଦ୍ଧନା ଉତ୍ସବ” ଆଡମ୍ବରପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ ଗଦାଧର!-->…
ଖଣି ଭିତରୁ ନିଖୋଜ ଯୁବକଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ
ନୟାଗଡ଼ ,୧୭/୦୫(ନିସର୍ତ୍ତ): କଳାମୁଗୁନି ପଥର ଖଣି ଭିତରୁ ନିଖୋଜ ଯୁବକର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଯୁବକ ଜଣକ ହେଲେ ନୂଆପଡ଼ା ଗ୍ରାମର ନକୁଳଙ୍କ ପୁଅ ପ୍ରତାପ କୁମାର ପାଟ୍ଟଶାଣୀ ବୟସ (୩୪) ବର୍ଷ। ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ କରେଣ୍ଡା ଟାଙ୍ଗୀ!-->…
ପୁଲିମେଟଲାରୁ ହାଇଦ୍ରାବାଦ ଗୋ ଚାଲାଣ ଅଭିଯୋଗ : ଅଲସିଗୁଡାରେ ୧୫ଟି ଗାଈ ଉଦ୍ଧାର, ପୋଲିସର ତଦନ୍ତ ଜାରି
କାଲିମେଳା, ତା.୧୭/୦୫ : ମାଲକାନଗିରି ଜିଲ୍ଳାର ବିଭିନ୍ନ ଅଞ୍ଚଳରୁ ଗାଇଗୋରୁ ସଂଗ୍ରହ କରି ଗାଈ ବେପାରୀ ମାନେ ଚିତ୍ରକୋଣ୍ଡା ଓ କାଲିମେଳା ଅଞ୍ଚଳର ମୁଖ୍ୟ ରାସ୍ତାରେ ଦିନ ଦିପ୍ରହର ରେ ପ୍ରବଳ ଖରା ରେ ଗୋରୁ ମାନଙ୍କୁ ଅତ୍ୟନ୍ତ ଦୟନୀୟ ଭାବେ ଚଲାଇ ଚଲାଇ ନେଇ ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଓ!-->…
ଭାରତୀୟ ମଜଦୂର ସଂଘ ଗୁଡାରୀ ବ୍ଲକ ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ
ଗୁଡାରୀ : ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ଗୁଡାରୀ ନୂଆ ବସ ଷ୍ଟାଣ୍ଡ ନିକଟ ତୁମ୍ବୁଲୁପାଡୁ ତୋଟା ପରିସରରେ ବିଏମଏସ ଗୁଡାରୀ ବ୍ଳକର ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ ରାଜ୍ୟ ଓ ଜିଲ୍ଲା ପଦାଧିକାରୀ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁଯାୟୀ ଆଜି ପୂର୍ବାହ୍ନ!-->…
ପୁଲିମେଟଲାରୁ ହାଇଦ୍ରାବାଦ ଗୋ ଚାଲାଣ ଅଭିଯୋଗ : ଅଲସିଗୁଡାରେ ୧୫ଟି ଗାଈ ଉଦ୍ଧାର, ପୋଲିସର ତଦନ୍ତ ଜାରି…
କାଲିମେଳା, ତା.୧୭/୦୫ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ କାଲିମେଳା ପଞ୍ଚାୟତ ଅନ୍ତର୍ଗତ ଅଲସିଗୁଡା ଗ୍ରାମ ନିକଟରେ ଗୋ ଚାଲାଣ ଅଭିଯୋଗକୁ କେନ୍ଦ୍ର କରି ଚଞ୍ଚଳତା ସୃଷ୍ଟି ହୋଇଛି । ଗତ ରାତି ପ୍ରାୟ ୨ଟା ସମୟରେ ପୁଲିମେଟଲା ଅଞ୍ଚଳରୁ ହାଇଦ୍ରାବାଦ ଅଭିମୁଖେ ପ୍ରାୟ ୧୫ଟି ଗାଈ ଚାଲାଣ!-->…