Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କୋଟିଆ ବିକାଶ ସମୀକ୍ଷା ବୈଠକ ଅନୁଷ୍ଠିତ
କୋରାପୁଟ : କୋଟିଆ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ସମସ୍ତେ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସକ୍ରିୟ!-->!-->!-->…
ମୃତ୍ୟୁ ଏମିତି ବି ଆସେ…୧୧ କେଭି ବିଦ୍ୟୁତ ତାର ସ୍ପର୍ଶରେ ଆସି ଯୁବକଙ୍କ ଅକାଳ ମୃତ୍ୟୁ : ବିଭିନ୍ନ ମହଲରୁ ଶୋକ ପ୍ରକାଶ
ବାଲିଗୁଡା, ତା, ୦୧/୦୭ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ଜଣାଶୁଣା ଯୁବକ ତଥା ସମାଜସେବୀ ଭାବେ ପରିଚିତ ମନୋଜ କୁମାର ପଣ୍ଡା (ପିଣ୍ଟୁ ) (୩୪) ଙ୍କ ବୁଧବାର ଅପରାହ୍ନ ରେ ୧୧ କେଭି ବିଦ୍ୟୁତ ତାର ସ୍ପର୍ଶ ରେ ଆସି ପିଣ୍ଟୁ ଙ୍କ ଅକାଳ ମୃତ୍ୟୁ ଘଟିଛି l ଏହି ଦୁଃଖଦ ଖବର ପ୍ରଚାରିତ!-->!-->!-->…
ମାଲକାନଗିରି ଜିଲ୍ଲାରେ ଦୁଇଟି ପ୍ରମୁଖ ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାପାଳଙ୍କ ସମୀକ୍ଷା
ମାଲକାନଗିରି : ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଆଜି ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଜିଲ୍ଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରିବା ସହ!-->…
ମାଟିର ଝିଅ ତଥା ରାଜ୍ୟର ଗର୍ବ କିରଣ ଏକ୍କାଙ୍କୁ ସମ୍ବର୍ଦ୍ଧନା
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଲିମଡ଼ା ପଞ୍ଚାୟତର ପ୍ରତିଭାବାନ ହକି ଖେଳାଳି କିରଣ ଏକ୍କାଙ୍କୁ ବୀରମିତ୍ରପୁର ବିଧାୟକ ଶ୍ରୀ ରୋହିତ ଯୋସେଫ ତିର୍କୀ ସମ୍ବର୍ଦ୍ଧିତ କରିଛନ୍ତି। କ୍ରୀଡ଼ା କ୍ଷେତ୍ରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିଥିବା ସ୍ୱପ୍ନ ଏବେ ସାକାର!-->…
ଅବସର କାଳୀନ ସମ୍ବର୍ଦ୍ଧନା ସଭା
ମାଲକାନଗିରି : ବୁଧବାର ଦିନ ମାଲକାନଗିରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ଗୋଷ୍ଠୀ ଶିକ୍ଷାଧିକାରୀଣି ଶ୍ରୀମତୀ ମମତା ସଏଙ୍କ ଅଧ୍ୟକ୍ଷତାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅଶ୍ୱିନୀ କୁମାର ମାଝୀଙ୍କର ଅବସର କାଳୀନ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ!-->…
ରାଏବଗା ପୋଲିସ ପକ୍ଷରୁ ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନ ସଚେତନତା କାର୍ଯ୍ୟକ୍ରମ
ବୀରମିତ୍ରପୁର (ନିସର୍ତ୍ତ ନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ରାଏବଗା ଥାନା ପରିସରରେ 'ନିଶାମୁକ୍ତ ଓଡ଼ିଶା' ଅଭିଯାନ ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ନିଶାମୁକ୍ତ ଓଡ଼ିଶା ଅଭିଯାନର ଅଂଶସ୍ୱରୂପ ରାଏବଗା ପୋଲିସ ପକ୍ଷରୁ 'ଆମ ପୋଲିସ ସମିତି' ବୈଠକ, ଏକ ନିଶାବିରୋଧୀ ଶପଥପାଠ!-->!-->!-->…
ବରିଷ୍ଠ ପ୍ରଶାସନିକ ଅଧିକାରୀ (ଏମ ଭି ଆଇ )ରାଜ କୁମାର ବେହରା ଙ୍କୁ ବିଦାୟ କାଳୀନ ସମର୍ଦ୍ଧନା…!
ବ୍ରହ୍ମପୁର: ଦୀର୍ଘ ପ୍ରାୟ ଚାରି ଦଶନ୍ଧିର ଗୌରବମୟ ସରକାରୀ ସେବା ପରେ ପରିବହନ ବିଭାଗର ବରିଷ୍ଠ ମୋଟର ଯାନ ନିରୀକ୍ଷକ ଏମ ଭି ଆଇ ରାଜ କୁମାର ବେହେରା ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଆୟୋଜିତ ବିଦାୟ କାଳୀନ ସମର୍ଦ୍ଧନା ସଭା ଏକ ଭାବବିହଳ ପରିବେଶ ରେ ଅନୁଷ୍ଠିତ ହୋଇଯାଇଛି। ତାଙ୍କ ସହ!-->…
ଭାଣିଜୀକୁ ଜାଳି ହତ୍ୟା ଘଟଣା: ଅଭିଯୁକ୍ତ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ
ବ୍ରହ୍ମପୁର, ୩୦ ଜୁନ୍: ଭାଣିଜୀକୁ କିରୋସିନି ଢ଼ାଳି ଅତି ନିର୍ମମ ଭାବେ ହତ୍ୟା କରିବା ମାମଲାରେ ଅଭିଯୁକ୍ତ ମାମୁଁକୁ ମୃତ୍ୟୁ ଦଣ୍ଡାଦେଶ (ଫାଶୀ) ଶୁଣାଇଛନ୍ତି କୋର୍ଟ। ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟର ବିଚାରପତି ରୋହିତ ଲାଲ ପଣ୍ଡା ସମସ୍ତ ସାକ୍ଷ୍ୟ!-->!-->!-->…
ଯାତ୍ରୀବାହି ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା ଦୁର୍ଘଟଣାରେ ଛିଣ୍ଡିଲା ହାତ ପାଞ୍ଚ ଗୁରୁତର !
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ରେଡ୍ଡୀ ଦାମୋଦର ପଲ୍ଲୀ ଛକ ଠାରେ ଯାତ୍ରୀବାହି ଅଟୋ ସହ ଟ୍ରକ ମୁହାଁମୁହିଁ ଧକ୍କା ପାଞ୍ଚ ଗୁରୁତର ଆହତ। ଗୁରୁତର ମାନେ ହେଲେ ଅଟୋ ଚାଳକ ୫୮ବର୍ଷୀୟ ବିଦ୍ୟାଧର ଲେଙ୍କା ସହ ଅଟୋ ଚାଳକ ୪୨ ବର୍ଷୀୟ ସୋମ ନାଥ ନାୟକ,୧୮ ବର୍ଷୀୟା ସୁପ୍ରିୟା!-->…
ଦୁଇ ଆଦର୍ଶ ଶିକ୍ଷକଙ୍କୁ ଭାବବିହ୍ୱଳ ବିଦାୟ, ବାଣ-ବାଜା ରୋଷଣୀରେ ଗ୍ରାମ ପରିକ୍ରମା
ନୟାଗଡ଼, ୩୦/୦୬(ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ଗଡ଼ବାଣିକିଲୋ ଉଚ୍ଚ ବିଦ୍ୟାଳୟର ଦୁଇଜଣ ଆଦର୍ଶ ଶିକ୍ଷକ ପର୍ଶୁରାମ ସାହୁ ଓ ପ୍ରଫୁଲ ଦେବତାଙ୍କ ଅବସର ଉପଲକ୍ଷେ ଏକ ଭାବବିହ୍ୱଳ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ଓ!-->…