Browsing Category

ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ବାହାଡ଼ାଝୋଲା ରାସ୍ତାର ହରିପୁର ଛକ ନିକଟରେ ବାଇକ୍ ଦୁର୍ଘଟଣାରେ ଦୁଇ ଯୁବକ ଗୁରୁତର ହୋଇଛନ୍ତି ।ଗୁରୁତର ମାନେ ହେଲେ ଗଣେଶ ନାୟକ(୨୪) ଏବଂ ଆକାଶ ନାୟକ (୧୮)। କୌଣସି କାମରେ ଏହି ଦୁଇଜଣ ଯୁବକ ବାଇକ୍ ଯୋଗେ ଓଡ଼ଗାଁ କୁ ଆସି ନିଜ ଗାଁ ହରିପୁରକୁ

ଆସିକା ଦେଶୀ ମଦର ବନ୍ୟା ରେ ନୟାଗଡ଼ ଓ ଭୁବନେଶ୍ୱର ଅଞ୍ଚଳ ପ୍ରଭାବିତ …..!

ଅବକାରୀ ବିଭାଗ ଓ ପୋଲିସ ର ଆଶୀର୍ବାଦ ରୁ ଆସିକା ଅଞ୍ଚଳ ରୁ ବାହାର ଜିଲ୍ଲା କୁ ଚୋରା ମଦ ଚାଲାଣ……! ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆସିକା ଦେଶୀ ମଦର ଚାହିଦା ରହିଛି। ଆସିକା ଅଞ୍ଚଳରୁ ଅପମିଶ୍ରିତ ଦେଶୀ ମଦ ନୟାଗଡ ଓ ଭୁବନେଶ୍ୱର ଅଞ୍ଚଳ କୁ ଅବାଧ ରେ ଚାଲାଣ ହେଉଛି। ଏହାର ନଗ୍ନ

ବାଲିଗୁଡା ଏନଏସିରେ ହୋଇଥିବା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ଦାବୀ ନେଇ ଦୁଇ କାଉନସିଲରଙ୍କ ଅନିର୍ଦ୍ଦିଷ୍ଟ କାଳ ପାଇଁ…

ବାଲିଗୁଡା, ତା, ୨୨/୦୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନ୍ଏସି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ସହ ଆୟବ୍ୟୟର ହିସାବ ଦେଉନଥିବା ପ୍ରତିବାଦ ରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଜଣ କଂଗ୍ରେସ କାଉନସିଲର ପୁଣି ସୋମବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଗାନ୍ଧୀ ଫୋଟ ଚିତ୍ରରେ ପୁଲ ମାଳ

ମାଁ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ବିରାଗୁଡା ଠାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ତିନି ଦିନ ଧରି ମାଁ ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିରେ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦମଦେଇ ଓ ଆପ୍ରା ନଦୀର ସଙ୍ଗମ ସ୍ଥଳରୁ କଳସରେ ପଵିତ୍ର ଜଳ

ସୀମାନ୍ତ ଗାଁ ଚିରକୁପାର ବିକାଶ ଅଧୁରା : ପାଣି, ରାସ୍ତା ଓ ମୌଳିକ ସୁବିଧାରୁ ବଞ୍ଚିତ ୩୦ କୋୟା ପରିବାର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଛତିଶଗଡ଼ ରାଜ୍ୟର ସୀମା ସ୍ପର୍ଶ କରିଛି। ଜିଲ୍ଲାର ଅନେକ ସୀମାନ୍ତ ଗ୍ରାମ ଆଜି ମଧ୍ୟ ବିକାଶର ମୁଖ୍ୟ ସ୍ରୋତରୁ ବହୁ ଦୂରରେ ରହିଛନ୍ତି। ପ୍ରଶାସନିକ ଅବହେଳା ଓ ଜନପ୍ରତିନିଧିମାନଙ୍କ ଉଦାସୀନତା ଯୋଗୁଁ

ବି.ଇଡି ଆଡମିସନ ନାମରେ ଠକେଇ : ଅଭିଯୁକ୍ତ ରମାକାନ୍ତ ବେହେରା ଗିରଫ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ବି.ଇଡି ଆଡମିସନ ଏବଂ ସାର୍ଟିଫିକେଟ କରାଇ ଦେବା ନାମରେ ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଉମରକୋଟ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତି ହେଲେ ରମାକାନ୍ତ ବେହେରା, ପିତା– ହିରଣ୍ୟ ବେହେରା। ତାଙ୍କର ସ୍ଥାୟୀ ବାସସ୍ଥାନ ବରଗଡ଼ ଜିଲ୍ଲା,

ଓଡ଼ିଶା-ଝାଡ଼ଖଣ୍ଡ ସଂଯୋଗୀକରଣ ବାଇପାସ୍ ରାସ୍ତା ମରଣଯନ୍ତା: ତିନୋଟି ପଞ୍ଚାୟତର ଗ୍ରାମବାସୀଙ୍କ ଦ୍ୱାରା ରାସ୍ତା ଅବରୋଧ,…

କୁଆଁରମୁଣ୍ଡା (ନିସର୍ତ୍ତ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ସଲଙ୍ଗାବାହାଲ ଦେଇ ଯାଇଥିବା ପିଡବ୍ଲ୍ୟୁଡି (PWD-28) ରାସ୍ତାଟି ଏବେ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡ଼ିଛି। ରାସ୍ତାର ଶୋଚନୀୟ ଅବସ୍ଥା ପ୍ରତିବାଦରେ ଆଜି ତିନୋଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ

ମାଲକାନଗିରିର ଗର୍ବ ରାଜେଶ ହାଁସଦାଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମ (X) ଜରିଆରେ ଶୋକ ପ୍ରକାଶ କଲେ ରାଜ୍ୟପାଳ

ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଗଲା ଜିଲ୍ଲା ପ୍ରଶାସନ ମାଲକାନଗିରି, : ମାଲକାନଗିରି ଜିଲ୍ଲାର ଗର୍ବ, ବିଶିଷ୍ଟ ତୀରନ୍ଦାଜ ଓ ତୀରନ୍ଦାଜୀ ପ୍ରଶିକ୍ଷକ ରାଜେଶ ହାଁସଦାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ଆଜି ତାଙ୍କ ପାର୍ଥିବ ଶରୀର ଏମ୍‌ଭି-୨ ସ୍ଥିତ ବାସଭବନକୁ ଅଣାଯିବା

ଟ୍ରାକ୍ଟର ଚଢାଇ ହତ୍ୟା ଉଦ୍ୟମ : ନୟାଗଡ଼ ଡାକ୍ତରଖାନାରେ ଯୁବକ ଗୁରୁତର

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା କୁରୁମ ବାଙ୍କତରା ଗ୍ରାମ ବଡସାହିର ସୌମ୍ୟରଞ୍ଜନ ସାହୁ ପାଣ୍ଡେରିପଡ଼ା ପଞ୍ଚାୟତ ଭାଲିଆଡିହି ଗ୍ରାମକୁ ଯାଇଥିବା ବେଳେ ସେହି ଗ୍ରାମର ପ୍ରସନ୍ନ ପ୍ରଧାନଙ୍କ ପୁଅ ଆଲୋକ ପ୍ରଧାନ ଓଡି ୨୫ ଆର ୫୭୯୬ ଟ୍ରାକ୍ଟରକୁ ବେପରୁଆ ଭାବରେ ଦୃତ ଗତିରେ ଆଣି ସୌମ୍ୟରଞ୍ଜନ

ବାଲୁଗାଁ ମତ୍ସ୍ୟ ବଜାରରୁ ୧୪ ବର୍ଷୀୟ ଶିଶୁ ଶ୍ରମିକ ଉଦ୍ଧାର, ଦୋକାନ ମାଲିକଙ୍କ ନାମରେ ମାମଲା ରୁଜୁ

ବାଲୁଗାଁ : ଶିଶୁ ଶ୍ରମ ବିରୋଧରେ ପ୍ରଶାସନ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସ୍ଥାନୀୟ ବାଲୁଗାଁ ମତ୍ସ୍ୟ ବଜାରରୁ ପୋଲିସ, ସିଡବ୍ଲ୍ୟୁସି (CWC) ଏବଂ ଶିଶୁ ଶ୍ରମ ପ୍ରତିରୋଧ ଟିମ୍‌ର ମିଳିତ ଚଢ଼ାଉରେ ଜଣେ ୧୪ ବର୍ଷୀୟ ନାବାଳକ ଶିଶୁ ଶ୍ରମିକଙ୍କୁ ସଫଳତାର ସହ ଉଦ୍ଧାର