Browsing Category

ଆଞ୍ଚଳିକ

ଆସିକା ଓ.ଏସ.ଆର.ଟି.ସି ବସଷ୍ଟାଣ୍ଡକୁ ସୁରକ୍ଷିତ ଭାବେ ଯାତ୍ରୀବାହୀ ବସ ଆସିବତ…..?

ତ୍ରୁଟିପୂର୍ଣ୍ଣ ଓ ନିମ୍ନ ମାନର ଡ୍ରେନେଜ ନିର୍ମାଣ…!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ଆସିକା କଳିଙ୍ଗା ରୋଡ଼ ଉଭୟ ପାର୍ଶ୍ଵରେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ଡ୍ରେନଜ ନିର୍ମାଣ ଚାଲିଛି। ଏହି ଡ୍ରେନେଜ ନିର୍ମାଣ ବେଳେ ସ୍ୱଳ୍ପ ଗେଜର ଛଡ଼ ସାଙ୍ଗକୁ ନିମ୍ନ ମାନର କାର୍ଯ୍ୟ ହେଉଥିବା

ମେଟାଲ୍ ବୋଝେଇ ଟିପ୍ଟର ସହ କାର୍ ଧକ୍କା, ମଦ୍ୟପ କାର୍ ଚାଳକ ଗିରଫ

ହିଞ୍ଜିଳିକାଟୁ, ୨୪।୫ : ଶୁକ୍ରବାର ବିଳମ୍ବିତ ରାତିରେ ୫୯ ନ° ଜାତୀୟ ରାଜପଥ ତଥା ସ୍ଥାନୀୟ ପୈାରାଞ୍ଚଳ ଆରଏମସି ଛକ ନିକଟରେ ଏକ ମେଟାଲ୍ ବୋଝେଇ ଟିପ୍ପର ସହ ଏକ କାର ଧକ୍କା ଘଟିଛି। ଦୂର୍ଘଟଣାରେ କାର୍ ଚାଳକ ସାମାନ୍ୟ ଆହତ ହୋଇଥିବା ବେଳେ କାର ଗାଡିର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ ନଷ୍ଟ

ଆସିକା ସମିତି ଅଧିବେଶନରେ ସାଂସଦ ଆସିବା ଖବର ପାଇ ଛୁ ମାରିଲେ ବିଧାୟକ…!

ବାଃ ବାଃ ରେ ଆସିକା ରାଜନୀତି…..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସାଧାରଣ ନିର୍ବାଚନ ପରେ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆଜି ଆସିକା ସମିତି ର ଅଧିବେଶନ ଥିଲା। ଏଥିରେ ଅଧିବେଶନ ରେ ସାଂସଦ ଓ ବିଧାୟକ ଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଅଧିବେସନ ଆରମ୍ଭ ପୂର୍ବରୁ ଆସିକା ବିଧାୟକ ସରୋଜ

୧୮ ଦିନରେ ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା : କାଳିକା ନୃତ୍ୟ ଓ ନବଦୁର୍ଗା ନୃତ୍ୟ ରେ ବିମୋହିତ ଭକ୍ତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୧୮ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୩ ଦିନରେ ପହଞ୍ଚିଛି l ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା

ସଚ୍ଚୋଟ କଂଗ୍ରେସକର୍ମୀ ସାହସ ନାୟକଙ୍କ ବିୟୋଗରେ ସ୍ମୁତି ଚାରଣ ସଭା

ବାଲିଗୁଡ : ସମଗ୍ର କନ୍ଧମାଳ ଜିଲ୍ଲାରେ ସଚ୍ଚା କଂଗ୍ରେସ କର୍ମୀ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦା ସାହି ନିବାସୀ ସାହସ ନାୟକ ଚଳିତ ମାସ ୧୩ ତାରିଖରେ ସନ୍ଧ୍ୟାରେ ହଠାତ ଦେହ ଅସୁସ୍ଥ ହେବାରୁ ପରିବାର ଲୋକେ ବାଲିଗୁଡା ମେଡିକାଲ ରେ ଭର୍ତ୍ତୀ କରିଥିଲେ l କିଛି ସମୟ

ବାଇକରୁ ପଡି ଜଣେ ମୃତ, ଦୁଇଜଣ ଗୁରୁତର ଆହତ

ବୀରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର ରାଏବଗା ଥାନା ଅଧିନସ୍ଥ କାଦୋବାହାଲ ପଞ୍ଚାୟତ ଅନ୍ତର୍ଗତ କାଲୋବାହାର ଛକ ମୁହାଁଣୀରେ ବାଇକ ରୁ ପଡି ଜଣେ ମୃତ, ଓ ଦୁଇ ଜଣ ଗୁରୁତର ଆହତ | ଗୋଟିଏ ବାଇକ ରେ ତିନି ଜଣ ଯୁବକ ନିଜଘର କାଦୋବାହାଲ ଭୋକ୍ତାଟୋଲୀ ରୁ ରାଏବଗା କିଛି କାମରୁ ଯାଉଥିବା ବେଳେ

ବିଶ୍ଵ କଇଁଛ ଦିବସ ଉପଲକ୍ଷେ ବନ କର୍ମଚାରୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର

ମାଲକାନଗିରି : ୨୩ ମେ ବିଶ୍ଵ କଇଁଛ ଦିବସ ଉପଲକ୍ଷେ ମାଲକାନଗିରି ବନ ବିଭାଗ ଓ ଇକୋ, ଓଡିଶା ର ମିଳିତ ଆନୁକୁଲ୍ୟରେ ବନ କର୍ମଚାରୀ ମାନଙ୍କ ପାଇଁ ଏକ ଦିବସୀୟ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇ ଅଛି। ବର୍ତ୍ତମାନ ସମୟରେ ମଧୁର ଜଳ କଇଁଛ ମାନଙ୍କର ଚାଲାଣ, ବିକ୍ରି ଇତ୍ୟାଦି ଉପରେ ଅଙ୍କୁଶ

ବାଳକୃଷ୍ଣପୁର ସେବା ସମବାୟ ସମିତି ସମ୍ପାଦକଙ୍କ କଳାକାରନାମା, ଜାଲ୍ ଚାଷୀଙ୍କ ନାଁ ପଞ୍ଜୀକରଣ କରି ବିକୁଥିଲେ ଧାନ

ବୀମା ଓ ଋଣ ଜାଲିଆତି ହୋଇଥିବା ତଦନ୍ତରୁ ଜଣାପଡିଛିହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ପୁଟିଆପଦର ପଞ୍ଚାୟତ ଅନ୍ତର୍ଗତ ବାଳକୃଷ୍ଣପୁର ସେବା ସମବାୟ ସମିତିରେ ଜାଲ ଚାଷୀ ପଞ୍ଜୀକରଣ କରି ବ୍ୟାପକ ଦୁର୍ନିତୀ ଅଭିଯୋଗ ର ତଦନ୍ତ ଶୁକ୍ରବାର ହୋଇଛି । ରାଜ୍ୟ ସମବାୟ ରେଜିଷ୍ଟ୍ରାର