Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ରାୟଗଡ଼ା ଜିଲ୍ଲା ସଦର ମହକୁମା ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ …
ରାୟଗଡା : ତା : ୦୪/୯୫/୨୬ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାସଦର ମହକୁମାସ୍ଥିତ ଜିଲ୍ଲା ପରିଷଦ ସଦଭାବନା ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ!-->…
“ନିଃସର୍ତ୍ତ ” ର ପ୍ରଭାବ ଶଯ୍ୟାଶାୟୀ ହେମଲତା ବିଷୋୟୀ ଙ୍କୁ ଶେଷରେ ଘରକୁ ଯାଇ ବ୍ୟାଙ୍କ କର୍ମଚାରୀ ଭତ୍ତା…
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଓଡ଼ିଆ ସାହିର ୮୦ ବର୍ଷିଆ ଶଯ୍ୟାଶାୟୀ ବୃଦ୍ଧା ଙ୍କୁ ଆଜି ଆସିକା ୟୁନିୟନ ବ୍ୟାଙ୍କ କର୍ମଚାରୀ ମାନେ ଓଡ଼ିଆ ସାହି ରେ ପହଞ୍ଚି ହେମଲତାଙ୍କ ଭତ୍ତା ଟଙ୍କା ଦେଇଛନ୍ତି। ଗତ ଶନିବାର ଦିନ ନିସର୍ତ୍ତ ରେ ଜିତୁ ମୁଣ୍ଡାଙ୍କ ଭଉଣୀର କଙ୍କାଳ ବୁହା ଘଟଣା ପରେ ବି!-->…
କଥାଦେଇ ଠକିଦେଲେ କୁଳପତି : ହଷ୍ଟେଲ ଫି ପୁଣି ଆଦାୟ କରିବ ବିଶ୍ବବିଦ୍ୟାଳୟ
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଅଜବ ନୀତି , ଅନୁଶାସନ ନାମରେ ଏକଛତ୍ରବାଦ ଶାସନ ଚାଲିଛି । ଛାତ୍ରଙ୍କୁ ସୁବିଧାସୁଯୋଗ ଯୋଗାଇଦେବା ପରିବର୍ତ୍ତେ ଅସୁବିଧାକୁ ଠେଲିଦେଉଛନ୍ତି କୁଳପତି ଡ .ଗୀତାଞ୍ଜଳି ଦାସ ।ଦକ୍ଷିଣ ଓଡ଼ିଶାର ଶିକ୍ଷାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ!-->…
ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଭିକ୍ଟରୀ ଏକାଡେମୀର ବାଜିମାତ: ୧୩୫ଟି ପଦକ ସହ ହାସଲ କଲେ ‘ବିଜୟୀ କପ୍’
ବ୍ରହ୍ମପୁର/କଟକ : କଟକର ଜବାହାର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଅନୁଷ୍ଠିତ ପଞ୍ଚମ ଓଡ଼ିଶା ରାଜ୍ୟ ସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ‘ଭିକ୍ଟରୀ ଏକାଡେମୀ ମାର୍ଶଲ ଆର୍ଟ୍ସ’ ଏକ ବଡ଼ ସଫଳତା ହାସଲ କରିଛି। ତିନି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଏକାଡେମୀର ଖେଳାଳିମାନେ!-->!-->!-->…
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ବାଞ୍ଛାନିଧି ହରିଜନଙ୍କ ଅବସର: ଭାବବିହ୍ୱଳ ହେଲେ ଶିକ୍ଷକ ଓ ଛାତ୍ରଛାତ୍ରୀ
କୋଟପାଡ଼/କୋରାପୁଟ: (ବସନ୍ତ ପେଗଡ଼) କୋରାପୁଟ ଜିଲ୍ଲା କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ (ABEO) ଶ୍ରୀଯୁକ୍ତ ବାଞ୍ଛାନିଧି ହରିଜନ ଗତ ଏପ୍ରିଲ ୩୦ ତାରିଖରେ ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଜଣେ ଦକ୍ଷ ଏବଂ!-->…
ପୃଥ୍ୱୀରାଜ ସାହୁ ଭାରତୀୟ ସିପକ୍ଟାକ୍ର ଦଳର ମ୍ୟାନେଜର ନିଯୁକ୍ତ
ଭୂବନେଶ୍ୱର ୨/୫ଚଳିତ ମାସ ରେ ମାଲେସିଆ ର କୁଆଲାମ୍ପରେ ଠାରେ ହେବାକୁ ଥିବା ସିପକ୍ଟାକ୍ର ବିଶ୍ୱକପ ପ୍ରତିଯୋଗିତା ରେ ଭାରତୀୟ ଦଳ ସ୍ଥାନ ପାଇଛି । ରାଜ୍ୟ ସିପକଟାକ୍ର ସଂଘ ସମ୍ପାଦକ ପୃଥ୍ôୀରାଜ ସାହୁ ଙ୍କୁ ଭାରତୀୟ ସେପାକ୍ଟାକ୍ରା ଦଳର ପରିଚାଳକ ଭାବରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବେ!-->…
୨୦୦୦ ପଞ୍ଚାୟତରେ ଗର୍ଜିଲେ କେନ୍ଦୁପତ୍ର ଶ୍ରମିକ: ସରକାରଙ୍କ ଅବହେଳା ବିରୋଧରେ ଲକ୍ଷାଧିକ ତୋଳାଳୀଙ୍କ ଗଣଧାରଣା
ଭୁବନେଶ୍ୱର : କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକମାନଙ୍କ ପ୍ରତି ସରକାରଙ୍କ କ୍ରମାଗତ ଅବହେଳା ଏବଂ ପ୍ରତାରଣା ବିରୋଧରେ ଆଜି ସାରା ରାଜ୍ୟରେ ପ୍ରତିବାଦର ନିଆଁ ଜଳିଛି। ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ରାଜ୍ୟର ପ୍ରାୟ ୨୦୦୦ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ!-->!-->!-->…
ଓଡ଼ିଶାରେ ଗ୍ରାମୀଣ ପ୍ରଗତିର ନୂଆ ଅଧ୍ୟାୟ: ପିଏମ୍ଜିଏସ୍ୱାଇ-୪ର ଶୁଭାରମ୍ଭ, ୧୭୦୦ କୋଟିର ସଡ଼କ ପ୍ରକଳ୍ପକୁ ମଞ୍ଜୁରୀ
ଭୁବନେଶ୍ୱର/ରାୟଗଡ଼ା : ଓଡ଼ିଶାର ଗ୍ରାମାଞ୍ଚଳ ବିକାଶ ଓ ଗମନାଗମନ ବ୍ୟବସ୍ଥାକୁ ଏକ ନୂତନ ଶିଖରରେ ପହଞ୍ଚାଇବା ଲକ୍ଷ୍ୟରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାର ଚତୁର୍ଥ ପର୍ଯ୍ୟାୟ (PMGSY-IV) ର ଭବ୍ୟ ଶୁଭାରମ୍ଭ ହୋଇଯାଇଛି। ରାୟଗଡ଼ାଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ!-->…
ସରକାରୀ ଜମିକୁ ମାଡ଼ି ବସୁଛନ୍ତି ଭୂ-ମାଫିଆ : ଲ୍ୟାମ୍ପସ ଓ ଆରଏମସି ପାଇଁ ଉଦ୍ଦିଷ୍ଟ ଜମିରେ ବେଆଇନ ନିର୍ମାଣ ଅଭିଯୋଗ
କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ତହସିଲ ଅନ୍ତର୍ଗତ ଚାନ୍ଦିଲି ରାଜସ୍ୱ ଅଞ୍ଚଳରେ ସରକାରୀ ଜମି ଅତିକ୍ରମଣ ଏବଂ ଏହାର ବେଆଇନ କାରବାର ଏବେ ଚରମ ସୀମାରେ ପହଞ୍ଚିଛି। ଅସାଧୁ ଭୂ-ମାଫିଆମାନେ ସରକାରୀ ଜମିକୁ ନିଜ କବଜାକୁ ନେଇ ପରବର୍ତ୍ତୀ ସମୟରେ ଏହାକୁ ବିକ୍ରି କରୁଥିବା ନେଇ ବାରମ୍ବାର!-->!-->!-->…
ଅସମ୍ଭବକୁ ସମ୍ଭବ କଲେ ଲକ୍ଷ୍ମୀ : ଗୋଡ଼ରେ ଲେଖି ମେଟ୍ରିକ୍ ପରୀକ୍ଷାରେ ହେଲେ ଉତ୍ତୀର୍ଣ୍ଣ
ମାଲକାନଗିରି : ଦୃଢ଼ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଆଗରେ ହାର ମାନିଛି ଶାରୀରିକ ଅକ୍ଷମତା। ମାଲକାନଗିରି ଜିଲ୍ଲାର ଲକ୍ଷ୍ମୀ ଖିମୁଣ୍ଡୁ ନିଜର ଦୁଇ ହାତ ଅକାମୀ ଥିବା ସତ୍ତ୍ୱେ କେବଳ ଗୋଡ଼ ସାହାଯ୍ୟରେ ପରୀକ୍ଷା ଲେଖି ଆଜି ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ପି.ଏମ. ଶ୍ରୀ ସରକାରୀ ଉଚ୍ଚ!-->…