Browsing Category

ଆଞ୍ଚଳିକ

ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା : ଗୁରୁ ହେଉଛନ୍ତି ଦେଶ ବିକାଶର ବିନ୍ଧାଣି

ନୟାଗଡ଼ (ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ସମ୍ପାଦକ କବିକେତନ ଗୌରଚରଣ ସାମନ୍ତ ସିଂହାହରଙ୍କ ଆବାହକତ୍ୱରେ ଶୁକ୍ରବାର ଦିନ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧିକ ମଣ୍ଡପରେ ବିଦାୟ କାଳୀନ

ଫୁଟାନଡା ମନ୍ଦିରାପାରାରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଅନେକ ଯୋଗ୍ୟ ହିତାଧିକାରୀ: ପ୍ରଶାସନ ବିରୋଧରେ ଅସନ୍ତୋଷ

ଉମରକୋଟ : ଉମରକୋଟ ଓ ରାଇଘର ଅଞ୍ଚଳରୁ ମିଳିଥିବା ସୂଚନା ଅନୁଯାୟୀ, ସରକାରଙ୍କ ପକ୍ଷରୁ ବୃଦ୍ଧ–ବୃଦ୍ଧାମାନଙ୍କ ଜୀବନଧାରଣକୁ ସହାୟତା ଯୋଗାଇବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ଯୋଜନା କାର୍ଯ୍ୟକରୀ ହେଉଥିବା ବେଳେ ପଞ୍ଚାୟତ ଓ ବ୍ଲକ ପ୍ରଶାସନର ଅବହେଳା ଯୋଗୁଁ ଅନେକ ଯୋଗ୍ୟ ହିତାଧିକାରୀ ଏହି

ରାଇଘରରେ ଏସସି ଏବଂ ଏସଟି ସମୁଦାୟର ସାମୁଦାୟିକ ସଂପୃକ୍ତି କାର୍ଯ୍ୟକ୍ରମ: ବିଭିନ୍ନ ପ୍ରତିଭା ସମ୍ମାନିତ

ଉମରକୋଟ : ଉମରକୋଟ ଓ ରାଇଘର ଅଞ୍ଚଳରୁ ମିଳିଥିବା ସୂଚନା ଅନୁଯାୟୀ, ରାଇଘର ବ୍ଲକ ପରିସରରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ସମୁଦାୟର ସର୍ବାଙ୍ଗୀନ ବିକାଶ ତଥା ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ବ୍ୟାପକ ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଏକ ସାମୁଦାୟିକ ସଂପୃକ୍ତି କାର୍ଯ୍ୟକ୍ରମ

ସୌରଶକ୍ତିର ସଫଳତା : ଗଞ୍ଜାମର ପ୍ରାୟ ୩୦୦୦ ଉପଭୋକ୍ତାଙ୍କ ବିଜୁଳି ବିଲ୍ ଶୂନ

• ଓଡ଼ିଶାର ସୌର ବିପ୍ଳବର ନେତୃତ୍ୱ ନେଉଛି ଗଞ୍ଜାମ• ଜିଲ୍ଲାରେ ମୋଟ ୧୧,୧୮୭ ରୁଫ୍ ଟପ୍ ସୋଲାର ସ୍ଥାପନ• ୪,୧୦୨ ଉପଭୋକ୍ତା ୟୁଏଲ୍ଏ ମଡେଲ ଅଧୀନରେ ସୋଲାର ସ୍ଥାପନ କରିଛନ୍ତି• ଟିପିଏସ୍ଓଡିଏଲ୍ ତରଫରୁ ଦକ୍ଷିଣ ଓଡ଼ିଶାରେ ମୋଟ ୧୬,୭୫୬ ରୁଫ୍ ଟପ୍ ସୋଲାର ସ୍ଥାପନ ବ୍ରହ୍ମପୁର : ଗଞ୍ଜାମ

ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାୟାକଳ୍ପ ପୁରସ୍କାର ଉତ୍ସବ ପାଳିତ

ନୟାଗଡ: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଲଗାତାର ୬ଥର କାୟାକଳ୍ପ ପୁରସ୍କାର ମିଳିଥିବା ବେଳେ ଏହାକୁ ନେଇ କାୟାକଳ୍ପ ପୁରସ୍କାର ଉତ୍ସବ ପାଳନ ହୋଇଅଛି ।ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା ନିଲାଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ

୩ ବର୍ଷର ବଦଳି ନିୟମ କେବଳ କାଗଜକଲମରେ ?

ରାଜସୁନାଖଳାରେ ବିଭିନ୍ନ ବିଦ୍ୟାଳୟରେ ବହୁ ବର୍ଷ ଧରି ଗାଦି ମାଡ଼ି ବସିଛନ୍ତି ଶିକ୍ଷକ-ଶିକ୍ଷୟିତ୍ରୀ ନୟାଗଡ଼ (ନିସର୍ତ୍ତ) : ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ ଓ ଦାୟିତ୍ୱବାନ କରିବା ପାଇଁ ସମୟ ସମୟରେ ବିଭିନ୍ନ ନୀତି ଓ ନିୟମ ଲାଗୁ କରୁଛନ୍ତି। ସେଥି ମଧ୍ୟରୁ ଶିକ୍ଷକ ଓ

ଓଡ଼ିଶାର ଗର୍ବ: ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ ‘କମ୍ରେଡ୍ସ ଅଲ୍ଟ୍ରା-ମାରାଥନ’ ସଫଳତାର ସହ ଶେଷ କଲେ ଓଡ଼ିଆ କର୍କଟ ରୋଗ…

ଭୁବନେଶ୍ୱର : ମାନବ ଜାତିର ସର୍ବଶ୍ରେଷ୍ଠ ଓ କଠିନତମ ଦୌଡ଼ ଭାବେ ପରିଚିତ ବିଶ୍ୱର ସବୁଠାରୁ ପୁରୁଣା ଏବଂ ବୃହତ୍ତମ ଅଲ୍ଟ୍ରା-ମାରାଥନ ‘କମ୍ରେଡ୍ସ ରନ୍’ (Comrades Marathon)ର ୯୯ତମ ସଂସ୍କରଣରେ ଏକ ଗୌରବମୟ ଇତିହାସ ରଚିଛନ୍ତି ଓଡ଼ିଆ ପୁତ୍ର ଡକ୍ଟର ମନୋରଞ୍ଜନ ନାୟକ । ଗତ ଜୁନ୍ ୧୪

ମାଲକାନଗିରିରେ ବିଭିନ୍ନ ବିଭାଗର ସମୀକ୍ଷା କଲେ ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ

ମାଲକାନଗିରି : ରାଜ୍ୟ ସରକାରଙ୍କ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମାଲକାନଗିରି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସତୀଗୁଡା ଇକୋ ପାର୍କ ସ୍ଥିତ ସମ୍ମିଳନୀ କକ୍ଷରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟ

ଜିଲ୍ଲାସ୍ତରୀୟ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଅନୁଷ୍ଠିତ

ଛତ୍ରପୁର : ଜିଲ୍ଲା ପ୍ରଶାସନ ତରଫରୁ ଆଜି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ (Disaster Management Exercise (DMEx)-୨୦୨୬ ଅନ୍ତର୍ଗତ ଏକ ଟେବୁଲ୍ ଟପ୍ ଏକ୍ସରସାଇଜ୍ 'Table Top Exercise' (TTEx) ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ରମାବିଲ ତୃତୀୟ ପ୍ରୀମୀୟର ଲିଗର ଫାଇନାଲ ମ୍ୟାଚରେ ରୋହନ ୱାରିୟର ଚମ୍ପିୟାନ

ନୟାଗଡ଼,୧୮/୦୬(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍ ରାଜସୁନାଖଳା ପଞ୍ଚାୟତ ଅନ୍ତର୍ଗତ ରମାବିଲ ଗ୍ରାମରେ ରମାବିଲ ତୃତୀୟ ପ୍ରୀମୀୟର ଲିଗ ମ୍ୟାଚରେ ରୋହନ ୱାରିୟର ଚମ୍ପିୟାନ ହୋଇଯାଇଛି । ବନ ଦୁର୍ଗା କ୍ରିକେଟ କ୍ଲବ ରମାବିଲ ପକ୍ଷରୁ ଆୟୋଜିତ ତୃତୀୟ ପ୍ରୀମୀୟର ଲିଗ ଫାଇନାଲ ମ୍ୟାଚରେ