Browsing Category

ଅପରାଧ

ଶେରଗଡ଼ରେ ପୁଣି ମୁଣ୍ଡ ଗଡ଼ିଲା : ଗଣେଷ ଭସାଣୀ କୁ ନେଇ ଆକ୍ରମଣ ଓ ପ୍ରତି ଆକ୍ରମଣ,ଜଣେ ମୃତ…

ବ୍ରହ୍ମପୁର : ଶୁକ୍ରବାର ବିଳମ୍ବିତ ରାତିରେ ଶେରଗଡ଼ ବ୍ଳକ ଗୋଠଗାଁ ରେ ଗଣେଶ ଭସାଣୀ ହୋଇଥିଲା ଏଥିରେ ଭସାଣୀ କରୁଥିବା ଦଳରେ ଗୋଠଗା ସରପଞ୍ଚ କୃଷ୍ଣଚନ୍ଦ୍ର ସୁଆଁସିଆ ଓ ତାଙ୍କ ଭାଇ ବାପି ସୁଆଁସିଆ ମଧ ଥିଲେ।ପଟୁଆର କୁ ନେଇ କିଛି ବ୍ୟକ୍ତି ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ

ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ବେଳେ ଗୋଷ୍ଠୀ କନ୍ଦଳ, ଖଣ୍ଡା ଚୋଟରେ ଯୁବକ ଗୁରୁତର…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବସଷ୍ଟାଣ୍ଡ ଗଣେଶ ମନ୍ଦିର ସାମନାରେ ଗଣେଶ ପୂଜା ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ବିଶୃଙ୍ଖଳା ସୃଷ୍ଟିକରୀଙ୍କୁ ଆକଟ କରିବାକୁ ଉଦ୍ୟମ କରୁଥିବା ଓଡ଼ଗାଁ ଏନଏସି ପାଇକ ସାହିର ପିଣ୍ଟୁ ନାୟକଙ୍କୁ ମରଣାନ୍ତକ ଆକ୍ରମଣରେ ଓଡ଼ଗାଁ ହରିଜନ

ଆସିକା ପୋଲିସ ଧରିଥିବା ବିଦେଶୀ ମଦ ଘଟଣା :କାହା ସ୍ୱାର୍ଥ ପାଇଁ ରେକର୍ଡ ରେ ଧଳାଶିରା ଲଗାଇ ତାରିଖ ଲୁଚା ଯାଉଛି..!

ଅବକାରୀ ବିଭାଗ ରେକର୍ଡ ଓ ଷ୍ଟକ ଯାଞ୍ଜ କରିବାରେ ବିଳମ୍ବ କାହିଁକି...?ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଚୋରା ବିଦେଶୀ ମଦ ଖୁଲାମ ଖୁଲା ଚାଲାଣ ହେଉଛି। ତାହାର ନଗ୍ନ ନମୁନା ଗତ ୧୪ ତାରିଖ ରେ କୋଟିନଡ଼ା ପୋଲିସ ପେଟ୍ରୋଲିଙ୍ଗ ବେଳେ ଏକ ମିନିଟ୍ରକକୁ ଧରି ଯାଞ୍ଜ ବେଳେ

ଅଧକ୍ଷ ଦାୟିତ୍ୱ ରେ ଥିବା ବ୍ଲକ ଅଧକ୍ଷ ଗୁଜରାଟ ପୋଲିସ ର ମୋଷ୍ଟ ୱାଣ୍ଟେଡ……!

ହତ୍ୟା ଘଟଣା ରେ ସମ୍ପୃକ୍ତି ଥିବା ଅଭିଯୋଗ ରେ ଫେରାର….!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଅପରାଧତତ୍ତ୍ୱ ମାନେ କଳା ଟଙ୍କା ଅର୍ଜନ କରି ରାଜନୈତିକ ଦଳରେ ସାମିଲ ହୋଇ ଅଧକ୍ଷ ପଦବୀ ହାତେଇ ଥିବାର ନଜିର ରହିଛି। ସେମିତି ଏକ

୫୦ କେଜି ରୁ ଅଧିକ ଗୋମାଂସ ଜବତ କଲା କୋରକୁଣ୍ଡା ପୋଲିସ୍…

ମାଲକାନଗିରି :ଆଜି ଅପରାହ୍ନ ରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ପୋଲିସ ପକ୍ଷରୁ କୋରକୁଣ୍ଡା ଗ୍ରାମର ଖ୍ରୀଷ୍ଟିଆନ୍ (ହରିଜନ) ସାହି ର ତମସା ନଦୀ କୂଳରେ ପହଞ୍ଚିଥିଲେ l ପୋଲିସ କୁ ଦେଖି ଦୌଡ଼ି ପକାଇଲେ ଗୋହତ୍ୟାକାରି l କୋରୁକୁଣ୍ଡା ଥାନା ଭାର ପ୍ରାପ୍ତ ଅଧିକାରୀ ଓ ଟିମ୍ ସହିତ ସେଠାରୁ ପ୍ରାୟ

ଧାନଘର ଛକ ପାନ ଦୋକାନରେ ଉପଜିଲ୍ଲାପାଳଙ୍କ ଅଚାନକ ଚଢ଼ାଉ,ଜବତ ହେଲା ଶହ ଶହ ବୋତଲ ମଦ….

ଚିକିଟୀ -- ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅନ୍ତର୍ଗତ ଚିକିଟୀ ଫାଣ୍ଡି ଅଧିନସ୍ଥ ଧାନଘର ଛକରେ ଉପଜିଲ୍ଲାପାଳ ଅବିନାଶ କୁମାର ଅଚାନକ ଚଢ଼ାଉ କରିଥିଲେ l ସୂଚନା ପ୍ରକାରେ ଚିକିଟୀ ବିଷାକ୍ତ ମଦ ମୃତ୍ୟୁର ଏକ ବର୍ଷ ପରେ ମୃତକଙ୍କ ପରିବାର ଓ ମଦ ମୃତ୍ୟୁ କବଳରୁ ଜୀବିତ ଥିବା ବ୍ୟକ୍ତିକୁ

ବାରୂଦ ଗଦାରେ ଗଞ୍ଜାମ ଜିଲ୍ଲା : ଚମାଖଣ୍ଡି ଥାନା ଜଗନ୍ନାଥପୁର ଅଞ୍ଚଳ ରୁ ବିପୁଳ ପରିମାଣର ଡ଼ିଟୋ ନେଟର ଜବତ ଜଣେ…

ନିସର୍ତ୍ତ ର ପୂର୍ବ ଅନୁମାନ ଠିକ ହେଲା ୬୦ ଲକ୍ଷ ଟଙ୍କା ରୁ ଅଧିକ ବିସ୍ପୋରକ ଠାବ….! ଜିଲ୍ଲା ରେ ମାଳ ମାଳ ବେଆଇନ କ୍ରସର ୟୁନିଟ ଓ ପଥର ଖାଦାନ...ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ପାହାଡ଼ ଫୁଟାଇବା ପାଇଁ ବିପୁଳ ପରିମାଣର ବିସ୍ଫୋରକ ଅନ୍ୟ ଜିଲ୍ଲାକୁ ଚାଲାଣ ହେଉଥିବା ନେଇ

ଧରାକୋଟ ନନ୍ଦିଗୋର ଗାଁ ର ବେଆଇନ ବାଲି ଘାଟରେ ବୁଡ଼ି ବୃଦ୍ଧା ଗୁରୁତର ବ୍ରହ୍ମପୁର ସ୍ଥାନାନ୍ତର…..!

ଅଭିଯୋଗ କଲେ ଜେସିବି ରେ ଚାପି ଦେବାକୁ ବାଲି ମାଫିଆର ଧମକ…!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ନନ୍ଦିଘୋର ଗ୍ରାମର ବୃଦ୍ଧା ବେଆଇନ ବାଲି ଘାଟର ଗର୍ତ୍ତ ରେ ବୁଡି ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର ହୋଇଛନ୍ତି। ନନ୍ଦିଗୋର ଗ୍ରାମର ତିଳତମା ସାହୁ (୬୦) ଗାଁ