Browsing Category

ଅପରାଧ

ସ୍କୁଟି ସହ ଅଭିଯୁକ୍ତ କୁ ଗିରଫ କଲା ଛତ୍ରପୁର ଥାନା ପୋଲିସ…

ଛତ୍ରପୁର,: ଛତ୍ରପୁର ଥାନା ଅଂଚଳ ରେ ଚୋରି ହୋଇଥିବା ଏକ ସ୍କୁଟି ଗାଡି କୁ ଉଦ୍ଧାର କରିଛି ଛତ୍ରପୁର ଥାନା ପୋଲିସ, ଏଥିରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି, ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବୋରି ରମା ଥାନା ଅଂଚଳ ର ଏସକେ. ସମିନ ଓରଫ ସଲିମ(୩୦)

ଚାଉଳ ବସ୍ତା ଓଜନ ରେ ଠକେଇ କରିବା ସହ ଚଢ଼ା ଦରରେ ବିକ୍ରି ଅଭିଯୋଗ …..!

ପ୍ରଶାସନ ମାଲ ଖାଇ ଚୁପ...!! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗାଁ ରୁ ସହର ପର୍ଯ୍ୟନ୍ତ ଧାନ ମିଲ ମାଳ ମାଳ ହୋଇ ଖୋଲା ଯାଇଛି। ଉପରେ ଚକାଚକ ଜରିରେ ବିଭିନ୍ନ ନାଁ ରେ ବଜାର ରେ ଚାଉଳ ବିକ୍ରି ହେଉଛି। ସରକାରଙ୍କୁ ଟ୍ୟାକ୍ସ ଠକିବା ପାଇଁ ବିଭିନ୍ନ ଚାଉଳ ବସ୍ତା ଉପରେ ୨୬ କିଗ୍ରା ଓଜନ ଥିବା

୨୪ ଲକ୍ଷ ଟଙ୍କା ଜାଲିଆତି କରି ଗିରଫ ହେଲେ ହୋଟେଲ ମ୍ୟାନେଜର…

ଭୁବନେଶ୍ୱର: ହୋଟେଲର ବ୍ୟାଙ୍କ ଆକାଉଣ୍ଟରୁ ୨୪ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିବା ଅଭିଯୋଗରେ ଭୁବନେଶ୍ୱରର ଖାରବେଳନଗର ପୋଲିସ ଏକ ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଗିରଫ ହୋଇଥିବା ହୋଟେଲର ଡେପୁଟି ମ୍ୟାନେଜର ଆକାଉଣ୍ଟସ ପଶ୍ଚିମବଙ୍ଗର

ଅଖା ଭିତରୁ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

ରାଉରକେଲା: ଅଖା ଭିତରେ ମୃତଦେହ । ରାଉରକେଲାରେ ନଦୀରେ ଭାସୁଥିବା ଅଖା ଭିତରୁ ମୃତଦେହ ଉଦ୍ଧାର ହୋଇଛି । କୋଏଲା ନଦୀ ପାନପୋଷ ଗୋଶାଳା ନିକଟରୁ ମୃତଦେହ ଉଦ୍ଧାର ହୋଇଛି । ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ସୂଚନା

ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌…

ବାସୁଦେବପୁର: ଭଦ୍ରକ ଜ଼ିଲ୍ଲା ବାସୁଦେବପୁର ନାୟକାଣିଡିହିରେ ବିଳମ୍ବିତ ରାତିରେ ଘରେ ପଶି ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି। ମହିଳାଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ବାସୁଦେବପୁର ଡାକ୍ତରଖାନାରେ

ବନ୍ଧୁକ ମୁନରେ ଲୁଟ : ସ୍ୱାମୀଙ୍କୁ ବାନ୍ଧିଲେ: ସ୍ତ୍ରୀ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ ୮ ଭରି ସୁନା ଅଳଙ୍କାର ଓ…

ଘଟଣାକୁ ନେଇ ଦୋକାନ ବଜାର ବନ୍ଦ, ରାସ୍ତାରୋକ...ବାଲିଗୁଡା, ତା, ୨୭/୦୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଅଞ୍ଚଳ ଚୋରଙ୍କ ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଛି l ବାରମ୍ବାର ଚୋରୀ, ଡକାୟତି, ଲୁଟତରାଜ, ରାହାଜାନି କରି ସିଧାସଳଖ ସ୍ଥାନୀୟ ପୋଲିସ କୁ

ହୋଷ୍ଟେଲ ଛାତ୍ରୀ ମାଆ ହେବା ଘଟଣା: ପ୍ରଧାନ ଶିକ୍ଷକ ନିଲମ୍ୱିତ…

ମାଲକାନଗିରି: ମାଲକାନଗିରି ଶିକ୍ଷା ବିଭାଗ କଳଙ୍କିତ ସମୟ ଦେଇ ଏବେ ଗତି କରୁଛି ତଥାପି ପ୍ରଶାସନ ର ଚେତା ପଶୁନି l ତଳେ ଦିନେ ୨ ଛାତ୍ରୀ ଙ୍କ ଆତ୍ମହତ୍ୟା ରୁ ପରଦା ହଟିନି l ଯାହାକି ହତ୍ୟା ନା ଆତ୍ମହତ୍ୟା ସନ୍ଦେହ ଘେରରେ ବର୍ତ୍ତମାନ ପୁଣି ଏପରି ଘଟଣା କେବଳ ଜିଲ୍ଲା ନୁହଁ ସମଗ୍ର ରାଜ୍ୟରେ

ମେଡ଼ିସିନ ଷ୍ଟୋର ରୁ ସଟର ତାଲା ଭାଙ୍ଗି ଚୋରୀ ଘଟଣାରେ ଦୁଇ ପେଶାଦାର ଅପରାଧୀ ଗିରଫ : ନଗଦ ଟଙ୍କା ସହ ବିଭିନ୍ନ ସାମଗ୍ରୀ…

ବାଲିଗୁଡା,: କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଏକ ଚୋରୀ ଘଟଣାରେ ବାଲିଗୁଡା ପୁଲିସ ସୋମବାର ଦୁଇ ପେଶାଦାର ଅପରାଧୀ ଙ୍କ ସମେତ କିଛି ଚୋରୀ ସାମଗ୍ରୀ ଜବତ କରିଥିବା ବିଷୟ କୁ ନେଇ ଏସଡିପିଓ ରାମେନ୍ଦ୍ର ପ୍ରସାଦ ଏକ ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି l ଘଟଣାରୁ ପ୍ରକାଶ ଯେ, ଚଳିତ

ସାନଭାଇର ଠେଙ୍ଗା ମାଡରେ ବଡ ଭାଇ ଗୁରୁତର, ଆକ୍ରମଣକାରୀ ଗିରଫ…

ହିଞ୍ଜିଳିକାଟୁ, ତା ୨୩।୧(): ଘରୋଇ କଳହକୁ କେନ୍ଦ୍ର କରି ସାନ ଭାଇ ଏକ ଠେଙ୍ଗାରେ ବଡ ଭାଇଙ୍କୁ ଆକ୍ରମଣ କରିଛନ୍ତି।‌ ଆକ୍ରମଣରେ ବଡ ଭାଇ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ସାରୁ ଗ୍ରାମର ସଞ୍ଜୟ ସେଠି (୪୩) । ଘଟଣା ନେଇ ଆହତ ଯୁବକ ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ

ସୋସିଆଲ ମିଡ଼ିଆର ଅପବ୍ୟବହାର :ଦେଢ଼ ବର୍ଷ ପରେ ଅଭିଯୁକ୍ତ ଗିରଫ…

ବାଲିଗୁଡା, ତା, ୨୨/୦୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ଏକ ମହିଳାର ଫଟୋକୁ ସୋସିଆଲ ମିଡିଆ ୱାଟ୍ସଅପ ଓ ଫେସବୁକରେ ପୋଷ୍ଟ କରି ହଇରାଣ କରୁଥିବାରୁ ଜଣେ ଯୁବକକୁ କ. ନୂଆଗାଁ ପୋଲିସ ଶନିବାର ଜେଲ ହାଜତକୁ ପଠାଇଥିବା ଜଣାପଡ଼ିଛି। ଆଦିବାସୀ ବହୁଳ