Browsing Category

ଅପରାଧ

ନିସର୍ତ୍ତ ର ପ୍ରଭାବ ଶେଷେର ଲଣ୍ଡାଜୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ନିଲମ୍ବିତ…..!

ଗଣମାଧ୍ୟମ ରେ ଖବର ପ୍ରକାଶ ପରେ ପ୍ରଶାସନ ପଦକ୍ଷେପ ନେଲା…..!ମଧ୍ୟାନ୍ନ ଭୋଜନ ଚଳୁ ଅଭିଯୋଗ…..!ବ୍ରହ୍ମପୁର: ଆସିକା ଶିକ୍ଷା ବିଭାଗ ଅଧିନ ରେ ଥିବା ଲଣ୍ଡାଜୁଆଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁମନ ବାଡ଼ତ୍ୟା ଙ୍କୁ ଗୁରୁତର ଅର୍ଥ ନୈତିକ ଅନିୟମିତ କୁ ନେଇ ନିଲମ୍ବିତ

ନିସର୍ତ୍ତ କଥା ସତ ହେଲା,ଆସିକା ଅଞ୍ଚଳର ବଜାର ସାହିରେ ଗ୍ୟାସ କଳା ବଜାର ହେଉଥିବା ବେଳେ ପ୍ରଶାସନ ପକ୍ଷରୁ ଚଢ଼ାଉ….!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ରେ ଗ୍ୟାସ କଳା ବଜାର ସାଙ୍ଗକୁ ସିଲିଣ୍ଡର ପ୍ରତି ଦୁଇ ହଜାର ରେ ବିକ୍ରି ବୋଲି ନିସର୍ତ୍ତ ରେ ମାର୍ଚ୍ଚ ମାସରେ ଖବର ପ୍ରକାଶ ହୋଇଥିଲା। ଯୁଦ୍ଧ ର ଆଳ ଦେଖାଇ ଆସିକା ଅଞ୍ଚଳ ରେ କିଛି ବ୍ୟବସାୟୀ ଲୋକଙ୍କୁ ଚଢ଼ା ଦରରେ ଗ୍ୟାସ ବିକ୍ରି କରୁଥିଲେ। ଏନେଇ

ନୟାଗଡ଼ ପୋଲିସର କାର୍ଯ୍ୟାନୁଷ୍ଠାନ : ୪ଲକ୍ଷ ଟଙ୍କାର ବାଣ ଜବତ, ୫ ଗିରଫ…

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ଚାଲିଥିବା ବେଆଇନ ବାଣ କାରବାର ବିରୁଦ୍ଧରେ ଜିଲ୍ଲା ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ମାଧ୍ୟମରେ ୪ଲକ୍ଷ ଟଙ୍କାର ବାଣ, ବାଣ ତିଆରି ସାମଗ୍ରୀ ସହିତ ୫ ଜଣକୁ ଗିରଫ କରାଯାଇଥିବାର ନୟାଗଡ଼ ଏସ.ପି ଶ୍ରୀମତୀ ଏସ. ସୁଶ୍ରୀ ସୂଚନା ଦେଇଛନ୍ତି। ନୟାଗଡ଼ ଏସ.ପି ଶ୍ରୀମତୀ ଏସ.

ଆଟା କମ୍ପାନୀ ନିକଟରେ ଚାଲିଥିଲା ଜୁଆଅଡ୍ଡା, ସଦର ପୋଲିସ କଲା ଚଢ଼ାଉ ୫ଗିରଫ, ୩୬ ହଜାର ଉର୍ଦ୍ଧ ଟଙ୍କା ଜବତ..

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଲାଠି ଜୁଆଆଡ୍ଡା ଉପରେ ଚଢ଼ାଉ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଦୀର୍ଘ ବର୍ଷ ଧରି ଏଠାରେ ଚାଲୁଥିଲା ଜୁଆଆଡ୍ଡା । ପୋଲିସ ଆଖିରେ ଧୂଳି ଦେଇ କିଛି ମାଫିଆ ଚଳାଉଥିଲେ ଜୁଆଆଡ୍ଡା। ପୂର୍ବରୁ ବହୁବାର ପୋଲିସ ଚଡାଉ କରିଥିଲେ ମଧ୍ୟ ସଫଳ ପାଇ ନ ଥିବା

ସୁନାପଲ୍ଲୀ ପାହାଡ଼ରେ ପୋଲିସ ର ଅତର୍କିତ ଚଢ଼ାଉ ବିପୁଳ ପରିମାଣ ର ବିସ୍ପୋରକ ଜବତ…..!

ବଟି ଖାଇ ନିଘୋଡ଼ ନିଦ୍ରାରେ ଖଣି ଓ ରାଜସ୍ୱ ବିଭାଗ.., ସିଂଘ ଧରୁଛି ପୋଲିସ କ୍ଷୀର ପିଉଛି ରାଜସ୍ବ ଓ ଖଣି ବିଭାଗ..!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅନ୍ତର୍ଗତ କୋଟିନଡ଼ା ଥାନା ଇଲାକାରେ ଥିବା ସୁନାପଲ୍ଲୀ ନିକଟରେ ଥିବା ପାହାଡ଼ ଉପରେ ପୋଲିସ ର ଅତର୍କିତ ଚଢ଼ାଉ।ସେଠାରୁ

ମାଙ୍କଡ଼ ମାରି ଇନଷ୍ଟାଗ୍ରମରେ ପାଣିଗ୍ରାହୀ ମାଙ୍କଡ଼ ମାରି ଇନଷ୍ଟାଗ୍ରମରେ ପୋଷ୍ଟ କରି ଦୁଇ ଯୁବକ ଗିରଫ…

ବାଲିଗୁଡ଼ା,ତା,୨୬/୦୩:(ସଞ୍ଜୟ କୁମାର ପାଣିଗ୍ରାହୀ): ମାଙ୍କଡ଼ ମାରି ଇନଷ୍ଟାଗ୍ରମରେ ପୋଷ୍ଟ କରିବା ପଡ଼ିଲା ମହଙ୍ଗା । ହନୁ ମାଙ୍କଡ଼କୁ ମାରି ଇନଷ୍ଟାଗ୍ରାମ ରେ ପୋଷ୍ଟ କରିବା ଅଭିଯୋଗରେ ଗୁରୁବାର ଦୁଇ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ଏଭଳି ଏକ ଘଟଣା ଦେଖିବାକୁ

କାମୁକ ଶିକ୍ଷକ :ଛାତ୍ରୀଙ୍କୁ ଅଶ୍ଳିଳ ମେସେଜ କରି ଥାନାରେ ଅଟକ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ବାଉଁଶଗାଡିଆ ଭୀମସେନ କୃଷି ବିଦ୍ୟାପୀଠ ର ଜଣେ ଶିକ୍ଷକ ଛାତ୍ରୀଙ୍କୁ ଅଶ୍ଳିଳ ମେସେଜ କରିବା ଅଭିଯୋଗରେ ପରିବାର ଲୋକେ ଏବଂ ଗ୍ରାମବାସୀ ମାନେ ଆସି ସଂପୃକ୍ତ ଶିକ୍ଷକଙ୍କୁ ପଚରାଉଚରା କରିଥିଲେ ।୧୧୨ ଯୋଗେ ଅଭିଯୋଗ ହେବାପରେ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ

୭୦୦ କେଜି ଗଞ୍ଜେଇ ସହ ପିକ୍ଅପ୍ ଭ୍ୟାନ୍ ଜବତ…

ବାଲିଗୁଡ଼ା, ତା, ୨୦/୦୩ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଲା ବଡ଼ ସଫଳତା । ବିପୁଳ ପରିମାଣର ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ବାରଖମା,ସୁଡ୍ରା ଅଞ୍ଚଳରେ ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ବାଲିଗୁଡ଼ା ଅଞ୍ଚଳରୁ ଅନ୍ୟ ଜିଲ୍ଲାକୁ ବିପୁଳ ପରିମାଣର

ନୟାଗଡ଼ ପୋଲିସ କୁ ବଡ ସଫଳତା :ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ…

ନୟାଗଡ଼ :ଏକ ବଡ଼ ଧରଣର ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସକ୍ଷମ ହେବସହ ୬ ଜଣଙ୍କୁ ଗିରଫ କରିଛି ନୟାଗଡ଼ ପୋଲିସ । ସେମାନେ ହେଉଛନ୍ତି ଶରଣକୁଳ ଥାନା ବଧିସାହିର ସୁନୀଲ କୁମାର ସାହୁ, ଚଡେୟାପଲ୍ଲୀ ଗାର ସୋନୁ ନିଗମ ବିଶ୍ବାଳ, ଶଙ୍କର ଚୌଧୁରି, ବଡ଼ପୁଟୁ ଅଞ୍ଚଳର ଚନ୍ଦ୍ର ନାହାକ, ଓଡ଼ଗାଁ ଥାନା

ଓଡ଼ଗାଁ ଏବଂ ଶରଣକୁଳ ଥାନା ଅଂଚଳ ସାଇବର ଠକଙ୍କ ଭୂସ୍ବର୍ଗ :ଟଙ୍କା ପାଇଁ ସାଇବର ଠକେଇ ପ୍ରତି ଯୁବ ଗୋଷ୍ଠୀ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ଶରଣକୁଳ ଥାନା ଅଂଚଳରେ ବେଆଇନ ନିଶାଦ୍ରବ୍ୟ କାରବାର ବୃଦ୍ଧି ପାଉଥିବା ବେଳେ ଏହାର ପ୍ରଭାବରେ ଯୁବକ ମାନଙ୍କ ମଧ୍ୟରେ ନିଶା ସେବନ ପାଇଁ ଅଧିକ ଆଗ୍ରହ ପ୍ରକାଶ ପାଉଛି ।ନିଶା ସେବନକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଲେ ତଦନୁଯାୟୀ କାରବାର ବଢିବା ସହିତ ବେଆଇନ