Browsing Category

ଅପରାଧ

ଆସିକା ଅଞ୍ଚଳ ରେ କଙ୍ଗାରୁ କୋର୍ଟ..! :ମହିଳା ଙ୍କ ସହିତ ତାଙ୍କ ପୁଅ ଓ ଅନ୍ୟ ଦୁଇ ଜଣ କୁ ବିଦ୍ୟୁତ ଖୁଣ୍ଟ ରେ ବାନ୍ଧି…

ବ୍ରହ୍ମପୁର : ଆସିକା ବ୍ଳକ କୋଟିନଡ଼ା ଥାନା ଭେଟ୍ଟନଇ ଗ୍ରାମ ର ଧୋବା ସାହି ରେ ଗତ ଦୁଇ ଦିନ ପୂର୍ବେ ମହିଳା ଜଣକୁ ତାଙ୍କ ପୁଅ ସହିତ ଅନ୍ୟ ଦୁଇ ଜଣ ଯୁବକ ଙ୍କୁ ମାଡ଼ ମାରିବା ସହିତ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟ ରେ ବାନ୍ଧିଥିବା ବେଳେ ପୋଲିସ ପହଞ୍ଚି ସମସ୍ତ ଙ୍କୁ ଉଦ୍ଧାର କରିଛି। ସାହିରେ

ଗାଁ ଦଣ୍ଡଯାତ୍ରା ଚାନ୍ଦା ଆଦାୟକୁ ନେଇ ବିଶୃଙ୍ଖଳା : ଦୁଇ ମାମଲା ରୁଜ୍ଜୁ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପାଣ୍ଡେରିପଡ଼ା ଗାଁରେ ଦଣ୍ଡ ଯାତ୍ରାକୁ ପାଇଁ ସର୍ବସାଧାରଣଙ୍କୁ ନେଇ ସଭାକାର୍ଯ୍ୟ ଚାଲିଥିଲା ।ଉକ୍ତ ଗ୍ରାମର ପିଣ୍ଟୁ ସାହୁ ନାମକ ବ୍ୟକ୍ତି ସଭାସ୍ଥଳକୁ ଆସି ସର୍ବସମ୍ମୁଖରେ ଖରାପ ବ୍ୟବହାର କରିବା ସହିତ ମୋତେ କୌଣସି ଚାନ୍ଦାଭେଦା ମାଗିବ ନାହିଁ ବୋଲି

ବାଲିଗୁଡା ମା ‘ ପାଟଖଣ୍ଡା ଠିକାଦାର ସଂଘର ବୈଠକ

ବାଲିଗୁଡା, ତା, ୧୩/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ମା' ପାଟଖଣ୍ଡା ଠିକାଦାର ସଂଘ ର ଏକ ବୈଠକ ସଭାପତି ସ୍ଵପ୍ନେଶ୍ଵର ସାହୁ ଙ୍କ ଅଧ୍ୟକ୍ଷତା ରେ ସ୍ଥାନୀୟ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଠିକାଦାର ମାନଙ୍କ ବିଭିନ୍ନ ଠିକା କାର୍ଯ୍ୟ ସମ୍ପର୍କରେ ଆଲୋଚନା ହୋଇଛି |

ସାଇବର ଅପରାଧୀଙ୍କୁ ନାହିଁ ନିସ୍ତାର: ୧ ହଜାରରୁ ଉର୍ଦ୍ଧ୍ଵ ବ୍ୟାଙ୍କ ଖାତା ଯାଞ୍ଚ ୩ ଠକ ଗିରଫ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏବଂ ଶରଣକୁଳ ଥାନା ଅଂଚଳରେ ସାଇବର ଅପରାଧୀ ମାନେ ସେମାନଙ୍କର କାୟା ବିସ୍ତାର କରିଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ ସାଇବର ଅପରାଧୀ ମାନଙ୍କୁ ସାବାଡ଼ କରିବାକୁ ନୟାଗଡ଼ ସାଇବର ଥାନା ମାଧ୍ୟମରେ ସ୍ଵତନ୍ତ୍ର ଅଭିଯାନ ଆରମ୍ଭ କରାଯାଇ ପୋଲିସ ଖୁବ୍ ଶୀଘ୍ର

ବ୍ରହ୍ମପୁର ଚର୍ଚ୍ଚରୋଡ ରେ ଥିବା ଅଡ୍ଡା ହୋଟେଲ ଉପରେ ପୋଲିସ ର ଚଢ଼ାଉ…

ବେଆଇନ ଭାବେ ହୁକ୍କାବାର ଚଳାଇବା ଅଭିଯୋଗରେ ମାଲିକ ଗିରଫ.. ବ୍ରହ୍ମପୁର :କିଛି ଦିନ ଧରି ଟାଉନ ଥାନା ଅନ୍ତର୍ଗତ ଚର୍ଚ୍ଚରୋଡ ଥିବା ଅଡ୍ଡା ହୋଟେଲ ଚାଲିଥିଲା ହୁକ୍କାବାର। ବିଶେଷ ସୂତ୍ରରୁ ପୋଲିସ ପାଇଥିଲା ଖବର। ଗତକାଲି ରାତିରେ କରିଥିଲା ଚଡାଉ।ଚଢ଼ାଉ ବେଳେ ପୋଲିସ ହୋଟେଲରେ ବେଧଡକ ଭାବେ

ଗଞ୍ଜାମ ଜିଲ୍ଲାରେ ମାଳ ମାଳ କ୍ରସର ୟୁନିଟ ଖଣି ବିଭାଗ ଜଳକା……!

ବିନା କାଗଜ କଲମରେ ଚାଲିଛି ହରଲୁଟ, ସରକାରୀ ନିୟମ କୁ ଫୁ... ଧୂଆଁ ଧୂସର ହେଉଛି ପରିବେଶ ପ୍ରଶାସନ ବଟି ନେଇ ଚୁପ....! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଛତୁ ଫୁଟିଲା ଭଳି କ୍ରସର ୟୁନିଟ ଗଢି ଉଠିଛି। ଜିଲ୍ଲାର କୋଣ ଅନୁକୋଣ ରେ କେତେ କ୍ରସର ୟୁନିଟ ଅଛି ତାହାର ହିସାବ ଖଣି ବିଭାଗ

ସାଇବର କବଚ ୨୦୨୬ ଅଭିଯାନ…ଆସିକା ପୋଲିସ ଦ୍ୱାରା ମ୍ୟୁଲ୍ ଆକାଉଣ୍ଟ ରାକେଟ ଠାବ, ୪ ସାଇବର ଠକ ଗିରଫ – ୬ ମୋବାଇଲ…

ବ୍ରହ୍ମପୁର : ପୁଲିସ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ସାଇବର କବଚ -୨୦୨୬ ସ୍ବତନ୍ତ୍ର ଅଭିଯାନ। ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ରୁ ଅପରାଧି ମାନଙ୍କ ଦ୍ଵାରା ବେଆଇନ ଭାବେ ଟଙ୍କା ସ୍ଥାନାନ୍ତର କରାଯାଉଛି। ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଧେଶରେ ଗଞ୍ଜାମ ପୁଲିସ

କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ

ପିପିଲି: କିନ୍ନର ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଅଭିଯୁକ୍ତ ଗିରଫ । ଆଜି ତୃତୀୟ ଅଭିଯୁକ୍ତକୁ ଗିରଫ କରିଛି ପିପିଲି ପୋଲିସ । ପୂର୍ବରୁ କୃଷ୍ଣ କାଣ୍ଡିକୁ ଏନାକାଉଣ୍ଟର କରି ଗିରଫ କରିବା ପରେ ଦ୍ୱିତୀୟ ଅଭିଯୁକ୍ତ ସୁନୀଲ କାଣ୍ଡି କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।  ଆଜି ତୃତୀୟ ଅଭିଯୁକ୍ତ

ଦୁଷ୍କର୍ମ ମାମଲାରେ ବଢିଲା IRS ଅଧିକାରୀଙ୍କ ଅଡୁଆ, ଆରମ୍ଭ ହେଲା ଡବଲ ତଦନ୍ତ

ଭୁବନେଶ୍ବର: ବଢ଼ିଲା IRS ଅଧିକାରୀଙ୍କ ଅଡ଼ୁଆ । ଆରମ୍ଭ ହେଲା ଡବଲ ତଦନ୍ତ । ଏପଟେ ପୋଲିସ, ସେପଟେ ସେଣ୍ଟ୍ରାଲ ଜିଏସଟିର ତନାଘନା । ଦୁଷ୍କର୍ମ ମାମଲାରେ ଖୁବ ଶୀଘ୍ର ଗିରଫ ହୋଇ ପାରନ୍ତି IRS ଅଧିକାରୀ । ଖୋଜୁଛି କମଶନରେଟ୍ ପୋଲିସ । ଜୋରଦାର ହେଲା ଛାନବିନ । କମିଶନରେଟ୍ ପୋଲିସର

ରାଜଧାନୀରେ ହିଟ୍ ଆଣ୍ଡ ରନ୍; ମହିଳାଙ୍କ ମୁଣ୍ଡ ଉପରେ ମାଡ଼ିଗଲା କାର୍

ଭୁବନେଶ୍ୱର: ରାଜଧାନୀରେ ହିଟ ଆଣ୍ଡ ରନ । ଭୁବନେଶ୍ୱର କୋର୍ଟ ସାମ୍ନା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମହିଳାଙ୍କ ମୁଣ୍ଡ ଉପରେ ମାଡିଗଲା ଇନୋଭା କାର । ଗୁରୁତର ଅବସ୍ଥାରେ ମେଡିକାଲରେ ମହିଳା ଭର୍ତ୍ତି । ଦୁର୍ଘଟଣା ଘଟାଇ ଇନୋଭା କାର ଫେରାର ହୋଇଯାଇଛି । ସ୍ୱାମୀ ଓ ଛୋଟ ପିଲା ସହ ବାଇକରେ