ଚିତ୍ରକୋଣ୍ଡାରେ ‘ମା’ଙ୍କ ନାମରେ ଗଛଟିଏ’ : ସାମ୍ବାଦିକ ସଂଘର ସବୁଜ ସଂକଳ୍ପ

ଚିତ୍ରକୋଣ୍ଡା: ମାତୃତ୍ୱକୁ ସମ୍ମାନ ଏବଂ ପରିବେଶ ସୁରକ୍ଷାର ଏକ ମହତ ଉଦ୍ଦେଶ୍ୟ ନେଇ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାଠାରେ ଏକ ଅଭିନବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ 'ମା'ଙ୍କ ନାମରେ ଗଛଟିଏ' ଶୀର୍ଷକରେ ଏକ ସ୍ୱତନ୍ତ୍ର

ସୁସ୍ଥ ପଞ୍ଚାୟତ ଗଠନ ଲକ୍ଷ୍ୟ: ମାଲକାନଗିରିରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତିନିଦିନିଆ ତାଲିମ ପ୍ରଦାନ

ମାଲକାନଗିରି, ୨୦/୦୭: ଏକ ସୁସ୍ଥ ଓ ସଚେତନ ପଞ୍ଚାୟତ ଗଠନ କରିବା ଉଦ୍ଦେଶ୍ୟରେ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ତିନି ଦିନିଆ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ତତ୍ତ୍ୱାବଧାନରେ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ରଠାରେ ଗତ ୧୮ ତାରିଖରୁ ଆରମ୍ଭ ହୋଇଥିବା

ଉଦଘାଟନର ମାସେ ନପୁରୁଣୁ ଭୁଶୁଡ଼ିଲା JMFC କୋର୍ଟର କୋଟି ଟଙ୍କାର ପାଚେରୀ, ନିମ୍ନମାନର କାମ ଅଭିଯୋଗ

ବିରମିତ୍ରପୁର: ନିର୍ମାଣର ମାତ୍ର ଏକ ମାସ ପରେ ଭୁଶୁଡ଼ି ପଡ଼ିଛି ବିରମିତ୍ରପୁର JMFC (ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଫାଷ୍ଟ୍ କ୍ଲାସ୍) ସିଭିଲ୍ କୋର୍ଟର ନବନିର୍ମିତ ପାଚେରୀ। କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଏହି ପାଚେରୀର ୧୦୦ ମିଟରରୁ ଅଧିକ ଅଂଶ ଗତ ଦୁଇ ଦିନର ଲଗାଣ

କଲ୍ୟାଣସିଂହପୁରରେ ଅଙ୍ଗନୱାଡ଼ି କର୍ମୀଙ୍କ ବୈଠକ: ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ

କଲ୍ୟାଣସିଂହପୁର/ରାୟଗଡ଼ା, ତା: ୨୦/୦୭/୨୫: ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ "ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍", କଲ୍ୟାଣସିଂହପୁର ବ୍ଳକ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା

କୋଟପାଡ଼ରେ ଜବରଦଖଲ ଉଛେଦ: ପ୍ରଶାସନର ପକ୍ଷପାତିତାକୁ ନେଇ ଜନଅସନ୍ତୋଷ

କୋଟପାଡ଼: ସ୍ଥାନୀୟ ପ୍ରଶାସନ ପକ୍ଷରୁ କୋଟପାଡ଼ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ଏକରେ ଏକ ଜବରଦଖଲ ଉଛେଦ ଅଭିଯାନ କରାଯାଇଛି । ଏହି ଅଭିଯାନରେ କେନ୍ଦୁଗୁଡ଼ା ଛକ ଏବଂ କୁଞ୍ଜଗୁଡ଼ାରେ ଥିବା ଶ୍ମଶାନ ଜମି ଉପରୁ ବେଆଇନ ଭାବେ ନିର୍ମିତ ଦୋକାନ ଓ ଘରକୁ ଉଚ୍ଛେଦ କରାଯାଇଛି । ତହସିଲଦାର, ପୋଲିସ

ବ୍ଲକ୍ ସ୍ତରୀୟ ନିଷ୍ଠା-ସମତା ଓ ଅନ୍ତର୍ନିବେଶୀ ଶିକ୍ଷା ଶିକ୍ଷକ ତାଲିମ ଉଦଯାପିତ…

ଚିକିଟି :ବିଦ୍ୟାଳୟରେ ପାଠ ପଢୁଥିବା ବିଭିନ୍ନ ଦିବ୍ୟାଙ୍ଗ ଶିକ୍ଷାର୍ଥୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ତଥା ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ଚିକିଟୀଙ୍କ ମିଳିତ

ମୌସୁମୀ ଋତୁର ମୁକାବିଲା ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ପ୍ରସ୍ତୁତି…

-- ଛଅଟି ସର୍କଲରେ ୫୯୨୫ ଜଣିଆ ସ୍ବତନ୍ତ୍ର ଟିମ୍ ନିୟୋଜିତ-- ବିଭିନ୍ନ ସ୍ଥାନରେ ଜରୁରୀକାଳୀନ ସାମଗ୍ରୀ ଏବଂ ଉପକରଣ ମହଜୁଦ-- ତ୍ୱରିତ ପଦକ୍ଷେପ ପାଇଁ ଛଅଟି ଭ୍ରାମ୍ୟମାଣ ସବଷ୍ଟେସନ ଏବଂ ଦୁଇଟି ଟାୱାର ୱାଗନ ମୁତୟନ-- ୧୧ କେଭି ଏବଂ ୩୩ କେଭି ଲାଇନର ଡ୍ରୋନ୍ ସର୍ଭେ-- ଭରସାଯୋଗ୍ୟ ବିଜୁଳି

ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡ଼ା ଙ୍କୁ ଗଞ୍ଜାମ ଜିଲ୍ଲା ଷ୍ଟାଣ୍ଡିଙ୍ଗ କମିଟି ରେ ଚୟନ…..!

ବ୍ରହ୍ମପୁର: ଆସିକା ଦୁଇ ନମ୍ବର ଜୋନ ର ଜିଲ୍ଲା ପରିଷଦ ସଭ୍ୟା ଅନିମା ପରିଡ଼ା ଙ୍କୁ ଜଳସମ୍ପଦ, ପୂର୍ତ୍ତ, ବିଦ୍ୟୁତ,ପାନୀୟ ଜଳ ଯୋଗାଣ, ପରିମଳ ଆଦି ବିଭାଗ ର ଷ୍ଟାଣ୍ଡିଙ୍ଗ କମିଟି ରେ ଚୟନ କରାଯାଇଛି। ଦୀର୍ଘ ବର୍ଷ ହେଲା ଆସିକା ଅଞ୍ଚଳ ର ଆଗ ଧାଡ଼ିର ଜଣେ ଲଢୁଆ ନାରୀ ନେତ୍ରୀ ଭାବେ ଅନିମା

କନ୍ଧମାଳ ଜିଲ୍ଲାରୁ ଆସିଲା ଏକ ଲଜ୍ଜାକର ଖବର : ପୁଣି ଜଣେ ନାବାଳିକା ଛାତ୍ରୀ ଗର୍ଭବତୀ, ଥାନାରେ ଏତଲା ଦେଲେ ପ୍ରଧାନ…

ବାଲିଗୁଡା : ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ତୁମୁଡିବନ୍ଧ ବ୍ଲକ ରାଙ୍ଗାପାରୁ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପୁଣି ଜଣେ ନବାଳିକା ଛାତ୍ରୀ ଗର୍ଭବତୀ ହୋଇ ମେଡିକାଲକୁ ଆସିଛି । ଏଥିରେ ମଙ୍ଗଳ ବିଭାଗର କାର୍ଯ୍ୟକାରିତାକୁ ନେଇ ଉଠିଛି ପ୍ରଶ୍ନ । କନ୍ଧମାଳ

ଦୋକାନୀଙ୍କୁ ଖଣ୍ଡାରେ ଆକ୍ରମଣ, ଯୁବକ ଗିରଫ

କୁକୁଡ଼ାଖଣ୍ଡି : ନିଜ ମୃତ ଭାଇକୁୁ କୀଟନାସକ ଔଷଦ ଦେଇଥିବା ଦୋକାନୀଙ୍କୁ ମୁକବଧିର ଭାଇ ନେଲା ପ୍ରତିଶୋଧ, ଲୁହା ରୋଡ଼ରେ ମାରି କଲା ଲହୁଲୁହାଣ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ପୁଲିସ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଲାଠୀ ଗ୍ରାମରେ । ଗତ ମେ ୮ ତାରିଖରେ ଅଭିଯୁକ୍ତର ଭାଇ