ସରିଲା ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା, ଚଳିତ ବର୍ଷ ଆସିଛନ୍ତି ୬୭୩ ଅଧିକ ପକ୍ଷୀ

ରାଜନଗର : ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଶେଷ । ଚଳିତବର୍ଷ ଦେଶୀୟ ପକ୍ଷୀଙ୍କ ସଂଖ୍ୟା ଗତ ବର୍ଷ ଠାରୁ ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକାରେ ୧ ଲକ୍ଷ ୩୦ ହଜାର୧୨୩ଟି ଦେଶୀୟ ପକ୍ଷୀ ଗଣନା କରାଯାଇଥିଲା । ଚଳିତ ବର୍ଷ ଏହି ସଂଖ୍ୟା ୧ଲକ୍ଷ ୩୦ ହଜାର ୭୯୬ କୁ

ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା : ପ୍ରଭାତୀ ପରିଡ଼ା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅନେକ ଯୋଗ୍ୟ ହିତାଧିକାରୀ ମହିଳା ସୁଭଦ୍ରା ତାଙ୍କ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେମାନେ କାହିଁକି ବଞ୍ଚିତ ହେଲେ, ରାସନ କାର୍ଡ ଅଛିକି ନାହିଁ, kyc upadate ହୋଇଛି କି

କନ୍ଧମାଳରେ ପହିଲି କୁହୁଡି ସ୍ପର୍ଶ, ଶୀତର ଆଗମନକୁ ଇସାରା

କନ୍ଧମାଳ: ଗଛ,ଲତା ଓ ଘାସ ଉପରେ ପଡିଛି କାକର ବିନ୍ଦୁ । ସେହି କାକର ବିନ୍ଦୁ ସୂର୍ଯ୍ୟ କିରଣରେ ଝଲସି ଉଠୁଛି । ଏହା ସହ ମୋତି ମାଣିକ ପରି ଚକ୍‌‍ ଚକ୍‌‍ କରୁଛି କାକର ବିନ୍ଦୁ । କନ୍ଧମାଳର ପାଣିପାଗରେ ଆସିଛି ପରିବର୍ତ୍ତନ । ବର୍ଷା ସରିବା ପରେ ଜିଲ୍ଲାରେ ଦେଖା ଦେଇଛି କୁହୁଡି । ଜିଲ୍ଲାରେ

ତେଲେରାଇ ପଞ୍ଚାୟତରେ ଖୋଲାଖୋଲି ଭାବେ ଦଲାଲ କିଣୁଛନ୍ତି ପିଡିଏସ୍ ଚାଉଳ ଓ ମାଣ୍ଡିଆ , ଲଗାମ ଲଗାଇବାରେ ବିଫଳ…

ମାଲକାନଗିରି ୧୦|୯ ଆହାର ପାଇଁ ଯେପରି କୌଣସି ବ୍ୟକ୍ତିକୁ ସଂଘର୍ଷ କରିବାକୁ ନପଡେ ସେଥିପାଇଁ ଗରିବ ଓ ଅସହାୟଙ୍କ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟ କରି ପିଡିଏସ୍ ବ୍ୟବସ୍ଥାରେ ଚାଉଳ ଏଵଂ ମାଣ୍ଡିଆ ଯୋଗାଇ ଦେଉଛନ୍ତି । ତେବେ ତୃଣମୂଳ ସ୍ତରରେ କିନ୍ତୁ ଏହାର ବାସ୍ତବତା ସମ୍ପୂର୍ଣ୍ଣ ଭିନ୍ନ,

ସୁନ୍ଦରଗଡ କୃଷିରେ ନୂଆ ଧାରା ଆଣିଛି ବାସ୍ନା ଓ ଅଣବାସ୍ନା ଧାନ ଚାଷ…

ସୁନ୍ଦରଗଡ -୧୦/୦୯/୨୫ସୁନ୍ଦରଗଡ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଚାଷର ମହତ୍ତ୍ଵ ଅନେକ। ଚାଷୀର ଆୟକୁ ଆଗକୁ ନେବା ପାଇଁ ସରକାର ବିଭିନ୍ନ ଲୋକାଭିମୁଖୀ ଯୋଜନା ପ୍ରଣୟନ କରିଛନ୍ତି। ଏଭଳି ଏକ ଯୋଜନା ହେଉଛି ଜିଲ୍ଲାରେ ବାସ୍ନା ଓ ଅଣବାସ୍ନା ଧାନ ଚାଷ। ସୂଚନା ଯୋଗ୍ୟ ଯେ ଏହି ଜିଲ୍ଲାରେ

ନୟାଗଡ଼ ରୋଟାରୀ କ୍ଲବରେ ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ…

ନୟାଗଡ଼ : ନୟାଗଡ଼ ରୋଟାରୀ ଭବନ ପରିସରରେ ରୋଟାରୀ କ୍ଳବ୍ ନୟାଗଡ଼ ତରଫରୁ ବିଶ୍ବ ସାକ୍ଷରତା ଦିବସ ତଥା ରାଷ୍ଟ୍ର ନିର୍ମାତା ସମ୍ମାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କ୍ଳବ୍ ର ସଭାପତି ରୋଟାରିଆନ୍ ବସିରନ ବିବିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ନୟାଗଡ

ହିସାବ ଛିଣ୍ଡିଲେ ବାଲିଘାଟ ଚାଲିବ : ଘାଟକୁ ନେଇ ମନ୍ତ୍ରୀ ଓ ବିଧାୟକ ଘରେ ମାଫିଆ ମାନଙ୍କ ଘନଘନ ବୈଠକ….!

ଗଞ୍ଜାମ ଜିଲ୍ଲାରେ ବାଲି ଘାଟ କୁ ନେଇ ଛକା ପଞ୍ଝା ଲାଗି ରହିଛି ମୁଣ୍ଡ ଗଡ଼ିବା କୁ ନେଇ ସମ୍ଭାବନା...!ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗତ ଏକ ମାସ ହେଲା ଅଧିକାଂଶ ବାଲି ଘାଟ ବନ୍ଦ ରହିଛି।ବାଲି ଘାଟ ବନ୍ଦ ଥିଲେବି ପାହାଡ଼ ପାହାଡ଼ ଭଳି ବାଲିକୁ ଖୋଲା ସ୍ଥାନରେ ମହଜୁଦ କରି ରଖା ଯାଇଥିଲା।

ଓଡିଶା ରାଜ୍ୟପାଳଙ୍କ ସଚିବଙ୍କ କୋଟପାଡ଼ ଗସ୍ତ…

କୋଟପାଡ଼ : 09/09/25- ଓଡିଶା ରାଜ୍ୟପାଳଙ୍କ କୋରାପୁଟ ଗସ୍ତ ସମୟରେ ରାଜ୍ୟପାଳଙ୍କ ସଚିବ ଶ୍ରୀମତୀ ରୁପା ରୋଶନ ସାହୁ କୋଟପାଡ଼ ଗସ୍ତରେ ପହଁଞ୍ଚିଥିଲେ lକୋଟପାଡ଼ ବ୍ଲକ ଅଧୀନ ଏସ.ବି. ନୂଆଗାଁ ଅନ୍ତର୍ଗତ ଡଙ୍ଗରୀଗୁଡା ଗ୍ରାମର ବୁଣାକାର ମାନଙ୍କ ସହିତ ସେମାନଙ୍କ ସମସ୍ୟା ଏବଂ ଅନେକ

ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବିରମିତ୍ରପୁର: ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷଣଗଡ଼ତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଉପ-ସହକାରୀ ପ୍ରବନ୍ଧକ ଶ୍ରୀଯୁକ୍ତ ଦେବେନ୍ଦ୍ର ଅମାତ

ନିସର୍ତ୍ତ ଖବରର ପ୍ରଭାବ : ଛାତ୍ରଙ୍କୁ ଦୁର୍ବ୍ୟବହାର ଓ ଅସଦାଚରଣ ଘଟଣା, ନିଲମ୍ବିତ ହେଲେ ପ୍ରଧାନ ଶିକ୍ଷକ

ମାଲକାନଗିରି,୯।୯ : ମାଲକାନଗିରି ଜିଲ୍ଲାରେ ଜଣେ ପ୍ରଧାନ ଶିକ୍ଷକ ଛାତ୍ରଙ୍କୁ ଅସଦାଚରଣ ଓ ଗୁପ୍ତାଙ୍ଗକୁ ଆଘାତ ଦେବା ଅଭିଯୋଗ ଖବର ଗତ୬ତାରିଖ ଦିନ ପ୍ରକାଶିତ ହୋଇଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ଘଟଣାରେ ନିଲମ୍ବିତ ହେଲେ ସମ୍ପୃକ୍ତ ଶିକ୍ଷକ। ସୂଚନା ଅନୁଯାୟୀ