Sign in
Sign in
Recover your password.
A password will be e-mailed to you.
ଦିଲ୍ଲୀରେ ଭୁଶୁଡିଲା କୋଠା, ୩ ମୃତ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଭୁଶୁଡିଲା ବିଲିଡିଂ । ଦରିଆଗଞ୍ଜ ଅଞ୍ଚଳରେ ଥିବା ଏକ ବିଲିଡିଂ ଭୁଶୁଡିବା ଯୋଗୁଁ ୩ ଜଣଙ୍କ ଜୀବନ ଚାଲିଯାଇଛି । ବିଲିଡିଂ ଭୁଶୁଡିବା ପରେ ଏହାତଳେ ଚାପି ହୋଇ ୩ ଜୀବନ ଚାଲିଯାଇଥିବା ସୂଚନା ମିଳିଛି । ବିଲିଡିଂ ଭୁଶୁଡିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର!-->…
ମୁମ୍ବାଇରେ ପ୍ରବଳ ବର୍ଷା: ପ୍ରଭାବିତ ହୋଇପାର ବିମାନ ପରିଚାଳନା, ଇଣ୍ଡିଗୋ ଜାରି କଲା ଆଡଭାଇଜରୀ
ମୁମ୍ବାଇରେ ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଇଣ୍ଡିଗୋ ବୁଧବାର ଏକ ଯାତ୍ରା ପରାମର୍ଶ ଜାରି କରିଛି । ବିମାନ କମ୍ପାନୀ କହିଛି ଯେ ଏହା “ବିମାନ ଟ୍ରାଫିକ୍ ଭିଡ଼ ସୃଷ୍ଟି କରିପାରେ ଏବଂ ବିମାନ ପରିଚାଳନାକୁ ପ୍ରଭାବିତ କରିପାରେ । ଆମେ ଚାହୁଁଛୁ ଯେ ଆପଣଙ୍କ ଯାତ୍ରା ଯଥାସମ୍ଭବ!-->…
ଜେଲ୍ ଗଲେ ପଦରୁ ବିଦା ହେବେ PM, CM, ମନ୍ତ୍ରୀ; ଲୋକସଭାରେ ବିଲ୍ ଆଗତ ପରେ କପି ଚିରି ଫିଙ୍ଗିଲେ ବିରୋଧୀ….
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଲୋକସଭାରେ ୧୩୦ ତମ ସମ୍ବିଧାନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ରଶାସିତ ଅଞ୍ଚଳ ସରକାର ସଂଶୋଧନ ବିଲ୍ ୨୦୨୫ ଏବଂ ଜମ୍ମୁ ଏବଂ କାଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ୍ ୨୦୨୫ ଆଗତ କରିଛନ୍ତି । ଏହି ବିଲ୍ଗୁଡ଼ିକରେ ଏକ ବ୍ୟବସ୍ଥା ଅଛି ଯେ ଯଦି!-->…
ଭାରତ ଚଳାଇଲା ଗୋଟି, ନିଜ ଜାଲରେ ଫସିବେ ଟ୍ରମ୍ପ!
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଭାରତ ଉପରେ ଖପ୍ପା । ରୁଷିଆ ସହ ସମ୍ପର୍କ ନେଇ ଭାରତ ଉପରେ ଦାଉ ସାଧୁଥିବା ଟ୍ରମ୍ପ, ଦେଶର ଆମଦାନୀ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ ଜାରି କରିଛନ୍ତି । ହେଲେ ଏବେ ଟ୍ରମ୍ପ ନିଜ ଚାଲରେ ହିଁ ଫସିବାକୁ ଯାଉଛନ୍ତି । ଭାରତ ଟ୍ରମ୍ପକୁ ମାତ୍!-->…
ଭାରତରେ ବ୍ୟାପୁଛି ସାଂଘାତିକ ରୋଗ, ‘ବ୍ରେନ ଇଟିଂ ଆମୀବା’ ନେଉଛି ଜୀବନ
ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାରର ଭୂତାଣୁ (ଭାଇରସ) ଓ ଜୀବାଣୁ (ବ୍ୟାକ୍ଟେରିଆ) ମଣିଷର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରୁଛନ୍ତି। କିନ୍ତୁ କେତେକ ଏମିତି ଅଛନ୍ତି, ଯାହାର ନାମ ଶୁଣିଲେ ହିଁ ଲୋକେ ଭୟଭୀତ ହୋଇଯାଆନ୍ତି। ‘ବ୍ରେନ ଇଟିଂ ଆମୀବା’ ଏପରି ଏକ ଅତି ଦୁର୍ଲଭ ଓ ଜୀବନଘାତୀ!-->…
ଫସିଲା ମୋନୋ ରେଲ୍: କ୍ରେନ୍ରେ ଯାତ୍ରୀଙ୍କୁ କରାଗଲା ଉଦ୍ଧାର
ମୁମ୍ବାଇ: ପ୍ରବଳ ବର୍ଷା ମଧ୍ୟରେ ଆଜି ମୁମ୍ବାଇରେ ଏକ ମୋନୋ ରେଲ୍ ଟ୍ରେନ୍ ଫସି ଯାଇଛି। ଏଥିଯୋଗୁଁ ପ୍ରାୟ ୨ ଶହ ଯାତ୍ରୀ ୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଫସି ରହିଥିଲେ। ମୋନୋ ରେଲ୍ ଏକ ଉଚ୍ଚ ଟ୍ରାକ୍ରେ ଯାତ୍ରା କରୁଥିବା ବେଳେ ବିଦ୍ୟୁତ ସରବରାହ ବନ୍ଦ ହୋଇଯିବାରୁ ଏହା!-->…
ମୁମ୍ବାଇରେ ଦିନକରେ ୩୦୦ ମିମି ବର୍ଷା, ରେଡ୍ ଆଲର୍ଟ, ୬ ମୃତ, ୩ ଶହ ଉଦ୍ଧାର
ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହେବା ସହ ଲୋକାଲ ଟ୍ରେନ୍ ବିଳମ୍ବିତ ହେବା ଓ ସଡ଼କ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେବାରୁ ସହର ପ୍ରାୟ ଠପ୍ ହୋଇଯାଇଛି। ବର୍ଷାଜନିତ କାରଣ ପାଇଁ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପାଣିଘେରରେ ଥିବା!-->…
ନାମାଙ୍କନ ଭରିଲେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ, ପ୍ରଥମ ପ୍ରସ୍ତାବକ ହେଲେ ମୋଦି
ନୂଆଦିଲ୍ଲୀ : ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ଏନଡିଏ ସମର୍ଥିତ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ । ଆସନ୍ତାକାଲି ନାମାଙ୍କନ ଭରିବାର ଶେଷ ତାରିଖ ରହିଛି । ଆଜି ନାମାଙ୍କନ ଭରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!-->…
ରାଜଧାନୀର ୫୦ ସ୍କୁଲକୁ ବୋମାରେ ଉଡ଼ାଇବାକୁ ଧମକ, ଛାତ୍ରଛାତ୍ରୀ-ଅଭିଭାବକ ଭୟଭୀତ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ସ୍କୁଲକୁ ମିଳିଛି ବୋମା ବିସ୍ଫୋରଣ ଧମକ । ପୁଣି ଥରେ ଦିଲ୍ଲୀର ୫୦ଟି ସ୍କୁଲକୁ ମିଳିଛି ବୋମା ଧମକ । ମାଲବ୍ୟ ନଗର, ନଜଫଗଡ଼, କରୋଲ ବାଗ ସହିତ ଅନ୍ୟ ସ୍କୁଲକୁ ବୋମା ଧମକ ମିଳିଛି । ଇମେଲ କରି ଧମକ ଦେଇଥିବା ଖବର ମିଳିଛି । ଏନେଇ ପୋଲିସ ତଦନ୍ତ ଆରମ୍ଭ!-->…
ଜେଲ୍ ଗଲେ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା: ୨୦୬ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସମ୍ପତ୍ତି
ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କୁ ସୁନ୍ଦରଗଡ଼ ଦୁର୍ନୀତି ନିବାରଣ ବିଭାଗ(ଭିଜିଲାନ୍ସ) ଗିରଫ କରିଛି। ଚଢ଼ଉ ବେଳେ ସୁନ୍ଦରଗଡ଼ ଓ ରାଉରକେଲା ଛେଣ୍ଡରେ ୨କୋଟିରୁ ଊର୍ଦ୍ଧ୍ବ ଟଙ୍କାର ୨ଟି ବହୁତଳ!-->…