Sign in
Sign in
Recover your password.
A password will be e-mailed to you.
ରକ୍ତ ଅଭାବରୁ ନାବାଳକର ମୃତ୍ୟୁ ! ନ୍ୟାୟ ଦାବିରେ ଧାରଣାରେ ବସିଲେ ପରିବାର
ରାୟଗଡ଼ା: ଆବଶ୍ୟକ ସମୟରେ ଓଡ଼ିଶା ରକ୍ତ କେନ୍ଦ୍ର ରାୟଗଡ଼ାରୁ ରକ୍ତ ନମିଳିବାରୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ବର୍ଗ। ମୃତ ନାବାଳକ ହେଲେ ରାଜୀବ ଟାକିରି (୯)। ସେ ଜ୍ୱରରେ ପୀଡ଼ିତ ଥିବାରୁ ପରିବାର ଲୋକେ ତାଙ୍କୁ ଗତକାଲି ସକାଳ ୯ ଟା ସମୟରେ ଜିଲ୍ଲା!-->…
ଉମରକୋଟରେ ରାଇଘର ବିକ୍ରେତାଙ୍କ ୨୯ଲକ୍ଷ ଟଙ୍କାର ବିହନ ଜବତ
ଉମରକୋଟ : ଆଜି ନବରଙ୍ଗପୁର କୃଷି ବିଭାଗ ତରଫରୁ ଜିଲ୍ଲାସ୍ତରୀୟ ନିରୀକ୍ଷଣ ଟିମ ଉମରକୋଟ ନିକଟସ୍ଥ ଟିକାଲପଦର ଠାରେ ଚଢ଼ାଉ କରିଥିଲେ। ରାଇଘରର ଦେବବ୍ରତ ବରୋଇ,ଅଧିକୃତ ବିହନ ବିକ୍ରେତା ଜୟଗୁରୁ ପେଷ୍ଟିସାଇଡ଼ସଙ୍କ ଚିକଲପଦର ଠାରେ ଏକ ଅନଧିକୃତ ଗୋଦାମରେ ୨୭୦ବସ୍ତା ଶଙ୍କର ଜାତୀୟ ଧାନ ଓ ମକା!-->…
ଦାସକାଠିଆ ସଂଘର କାର୍ଯ୍ୟକାରିଣୀ ବୈଠକ
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର ଷଷ୍ଠ ବାର୍ଷିକୋତ୍ସବ ଅବସରରେ ଜୁଲାଇ ଦୁଇ ତାରିଖ "ଲୋକ କଳା ଦାସକାଠିଆ ସମାବେଶ"ରେ ଅଂଶ ଗ୍ରହଣ ନିମନ୍ତେ "ନିଖିଳ ଉତ୍କଳ ଦାସକାଠିଆ କଳାକାର ସଂଘ" ଏକ କାର୍ଯ୍ୟକାରିଣୀ ବୈଠକ ଭାବନ୍ଧ ପାଗଳବାବା ଆଶ୍ରମ ସ୍ଥିତ ସଂଘ କାର୍ଯ୍ୟାଳୟ ପରିସରରେ!-->…
ବ୍ଲକ କଳାସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଶୁଭ୍ରାଞ୍ଜଳୀ ପ୍ରଧାନଙ୍କୁ ଏକ ଆଠ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ଗୁଡ଼ିକ ଭିତରେ ଜିଲ୍ଲାରେ ଥିବା କଳାକାର ମାନଙ୍କ ଭତ୍ତା!-->…
ଟିପର ଧକ୍କାରେ ବାଇକ ଆରୋହୀ ମୃତ
ମାଲକାନଗିରି, ୪/୬ ଟିପର ଧକ୍କା ରେ ବାଇକ ଆରୋହୀ ଜଣେ ଯୁବକ ର ଘଟଣା ସ୍ଥଳ ରେ ମୃତଘଟି ଥିବା ବେଳେ , ଘଟଣା ସ୍ଥଳ ରେ ଚାପା ଉତେଜନା ଦେଖା ଦେଇଥିଲା, ଆଜି ସକାଳେ ମାଲକାନଗିରି କାଲିମେଳା ୩୨୬ ନମ୍ବର ଜାତୀୟ ରାଜପଥ ଜିଲ୍ଲା ହସ୍ପିଟାଲ ସମ୍ମୁଖ ରେ ଟିପର ବାଇକ ଆରୋହୀ କୁ ଧକା ଦେଇ ଛାତି ଉପରେ!-->…
ଢେଙ୍କାନାଳ ହେବ ଓଡ଼ିଶାର ସୌର ଶକ୍ତି ସମୃଦ୍ଧ ଜିଲ୍ଲା: ୨୬ ହଜାର ଯୁବକ ଯୁବତୀ ପାଇବେ ନିଯୁକ୍ତି
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଠାରେ ପ୍ରାୟ ୫୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ବିଭିନ୍ନ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ପ୍ରାୟ ୧୮୮ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପ୍ରାୟ!-->…
ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ
ଭୁବନେଶ୍ବର : ରାଜ୍ୟରେ ୧୩ ବିଶ୍ବବିଦ୍ୟାଳୟରେ କୁଳପତି ପଦ ପାଇଁ ଦରଖାସ୍ତ ଆହ୍ବାନ ହୋଇଛି । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯେ କୌଣସି ବିଶ୍ବବିଦ୍ୟାଳୟରେ ପ୍ରଫେସର ଭାବେ ୧୦ ବର୍ଷର ଅଭିଜ୍ଞତା କିମ୍ବା ସମକକ୍ଷ ପଦବୀରେ ୧୦ ବର୍ଷ କାର୍ଯ୍ୟ କରଥିବା!-->…
ଚାଲାଣ ପାଇଁ ରଖାଯାଇଥିବା ୨୮୦ ବାଛୁରୀ ଉଦ୍ଧାର, ଗୋଶାଳାକୁ ସୁରକ୍ଷିତ ସ୍ଥାନାନ୍ତର
ବାରିପଦା : ମୟୂରଭଞ୍ଜ ଜିଲ୍ଲା ପୁଲିସକୁ ବଡ଼ ସଫଳତା ମିଳିଛି। ଜିଲ୍ଲା ସୀମାବର୍ତ୍ତୀ ଅଞ୍ଚଳରେ ଆତର୍କିତ ଚଢ଼ଉ କରି ପୁଲିସ ୨୮୦ରୁ ଊର୍ଦ୍ଧ୍ବ ବାଛୁରୀ ଉଦ୍ଧାର କରିଛି। ପୁଲିସ ଟିମ୍ ବୁଧବାର ଭୋର ସକାଳୁ ଅତର୍କିତ ଚଢ଼ାଉ କରି ବାଲେଶ୍ୱର-ମୟୂରଭଞ୍ଜ ଜିଲ୍ଲା ସୀମାବର୍ତ୍ତୀ ଦାହିବାଡ଼ି ଓ!-->…
ନିମାପଡ଼ା ହେବ ସରସ, ସୁନ୍ଦର ଏବଂ ଉତ୍କର୍ଷ ବିଧାନସଭାକ୍ଷେତ୍ର: ରାଜ୍ୟପାଳ
ନିମାପଡା : ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ୨ଦିନଆ ଉତ୍କର୍ଷ ନିମାପଡ଼ା-୨୦୨୫ ସମ୍ମିଳନୀକୁ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପାଟି ଉଦ୍ଘାଟନ କରିଛନ୍ତି। ଏହି ସମାରୋହରେ ରାଜ୍ୟପାଳ ପ୍ରଥମେ ଉତ୍କର୍ଷ ନିମାପଡ଼ା' ସମ୍ମିଳନୀର ଶୁଭାରମ୍ଭ ଅବସରରେ ପି ଏମ ଶ୍ରୀ ନିମାପଡ଼ା ଉଚ୍ଚ ବିଦ୍ୟାଳୟ!-->…
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ମହିଳା ଏଏସଆଇ
ବ୍ରହ୍ମପୁର: ଗିରଫ ଭୟ ଦେଖାଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଣେ ମହିଳା ପୁଲିସ ଅଧିକାରୀ। ସେ ହେଉଛନ୍ତି ବ୍ରହ୍ମପୁର ମହିଳା ଥାନାର ଏଏସ୍ଆଇ ବବିତା ସୁନା। ଏଏସ୍ଆଇ ବବିତା ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। କେସ୍!-->…