ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣଦୌଡ଼ ଅନୁଷ୍ଠିତ

ମାଲକାନଗିରି : ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ମାଲକାନଗିରି ଠାରେ ଆୟୋଜିତ ହୋଇଯାଇଅଛି ଏକ ଗଣଦୌଡ଼।ଏହି ଅବସରରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ସୋମନାଥ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ

ରାୟଗଡ଼ା ୟୁଜିଏମ୍ଆଇଟିରେ ଅଧ୍ୟାପକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ: ଛାତ୍ରୀଙ୍କ ଧାରଣା

ରାୟଗଡା : ରାୟଗଡ଼ାସ୍ଥିତ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଅନୁଷ୍ଠାନ (UGMIT)ରେ ଜଣେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଆଜି ଜଣେ ଅଧ୍ୟାପକଙ୍କ ବିରୋଧରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଛନ୍ତି। ଅନୁଷ୍ଠାନ ସମ୍ମୁଖରେ ଧାରଣାରେ ବସି ଛାତ୍ରଛାତ୍ରୀମାନେ 'ନ୍ୟାୟ ଦିଆଯାଉ' ବୋଲି ବିକ୍ଷୋଭ

ଇ-କେୱାଇସି କରିନାହାନ୍ତି ୧୫ ଲକ୍ଷରୁ ଅଧିକ ହିତାଧିକାରୀ, ନ‌ଭେମ୍ବରରୁ ମିଳିବନି ଚାଉଳ

ଭୁବନେଶ୍ବର: ଇ-କେୱାଇସି କରି ନ ଥିଲେ ନ‌ଭେମ୍ବରରୁ ଆଉ ମିଳିବନି ଚାଉଳ । କିଛି ଦିନ ତଳେ ରାସନ କାର୍ଡଧାରୀଙ୍କୁ ଏଭଳି ଚେତାବନୀ ଦେଇଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଯାତ୍ରା ଆଜି ଅକ୍ଟୋବର ମାସ ଶେଷ ହେଉଛି । ତଥାପି ରାଜ୍ୟରେ ୧୫ଲକ୍ଷରୁ ଅଧିକ ହିତାଧିକାରୀ ଇ-କେୱାଇସି କରି

ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ପାଳିତ: ଗଣଦୌଡରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସାରା ଦେଶ ପାଳୁଛି ଲୌହମାନବ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ । ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଗଣଦୌଡ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକତା ଏବଂ ଆତ୍ମନିର୍ଭର ଭାରତର ଭାବନାକୁ ଜାଗ୍ରତ କରିବା ପାଇଁ ଏହି

ରାୟଗଡ଼ା ରାଷ୍ଟ୍ରୀୟ ଏକତା ଦିବସ ପାଳନ : “ପଦଯାତ୍ରାକୁ ଶୁଭାରମ୍ଭ କଲେ ଜିଲ୍ଲାପାଳ”

"ରାଷ୍ଟ୍ରୀୟ ଏକତା ଶପଥ ନେଲେ ସମସ୍ତ କର୍ମଚାରୀ " ରାୟଗଡା : ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ତଥା ଗୃହମନ୍ତ୍ରୀ ଲୌହ ମାନବ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ନିର୍ଦ୍ଦେଶ କ୍ରମେ ରାୟଗଡ଼ାରେ 'ଏକତା ପାଇଁ ଦୌଡ଼' (Run

ମୃତ୍ୟୁ ପରେ ଚକ୍ଷୁଦାନ କରି ଅମର ହେଲେ ଆଇନଜୀବୀ କୃଷ୍ଣ ଚନ୍ଦ୍ର ସାହୁ

ଛତ୍ରପୁର : ଛତ୍ରପୁର ବରିଷ୍ଠ ଆଇନଜୀବୀ ତଥା ରାଜ ନଗର ନିବାସୀ କୃଷ୍ଣ ଚନ୍ଦ୍ର ସାହୁ ଙ୍କ ( ୭୫) ପରଲୋକ ଘଟିଛି । ସେ ବହୁତ ଦିନ ଅସୁସ୍ଥ ରହିଥିବା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି, ଏନେଇ ଅଂଚଳ ରେ ଶୋକ ରେ ଛାୟା ଖେଳି ଯାଇଛି, ସେ ଜଣେ ମେଳାପୀ, ପରୋ ପକାରୀ, ଧାର୍ମିକ ଏବଂ ଦକ୍ଷ ଆଇନଜୀବି

ଦୁର୍ନୀତି ନିବାରଣ ପାଇଁ ଟିପିଏସ୍ଓଡିଏଲର ୱାକାଥନ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ତରଫରୁ ବ୍ରହ୍ମପୁରଠାରେ ଦୁର୍ନୀତି ନିବାରଣ ସଚେତନତା ମାସ ୨୦୨୫ ଅବସରରେ ୱାକାଥନ ଆୟୋଜିତ ହୋଇଛି। ଯାହା କମ୍ପାନୀର ସତ୍ୟନିଷ୍ଠା, ସ୍ବଚ୍ଛତା ଏବଂ ନୈତିକ ଶାସନ ପ୍ରତି ଥିବା ତା’ର ପ୍ରତିବଦ୍ଧତାକୁ

ମାଥିଲିରେ ଦୁର୍ନୀତି ନିବାରଣ ସପ୍ତାହ ନେଇ ସଚେତନତା ଶୋଭାଯାତ୍ରା

ମାଲକାନଗିରି : ଆଜି ଦୁର୍ନୀତି ନିବାରଣ ଶାଖା ଓ ମାଥିଲି ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଅକ୍ଟୋବର ୨୮ରୁ ନଭେମ୍ବର ୩ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଉଛି। ଦୁର୍ନୀତି ନିବାରଣ ସପ୍ତାହ ପାଳନ ନେଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ପ୍ରଶାସନ ତରଫରୁ ବିଦ୍ୟାଳୟ ର

ଶ୍ରୀ ଶ୍ରୀ ଶ୍ରୀ ରାଜରାଜେଶ୍ୱର ସହସ୍ରାର୍ଜୁନ ଭଗବାନଙ୍କ ଜୟନ୍ତୀ ଉତ୍ସବ, ରାଇଘରରେ ଧୁମଧାମରେ ପାଳିତ

ଉମରକୋଟ/ରାଇଘର : ନବରଙ୍ଗପୁର ଜିଲ୍ଲାର ରାଇଘର ସଦର ବ୍ଲକ ମିନି ଷ୍ଟାଡିୟମ ପ୍ରାଙ୍ଗଣରେ ଗତ ଅକ୍ଟୋବର ୩୦, ୨୦୨୫ ତାରିଖରେ କଲାର ସମାଜ ଦ୍ୱାରା ଶ୍ରୀ ଶ୍ରୀ ଶ୍ରୀ ରାଜରାଜେଶ୍ୱର ସହସ୍ରାର୍ଜୁନ ଭଗବାନଙ୍କ ଜୟନ୍ତୀ ବିଶାଳ ଧୂମଧାମ, ଧାର୍ମିକ ଶ୍ରଦ୍ଧା ଏବଂ ସାଂସ୍କୃତିକ ଭବ୍ୟତା ସହ ପାଳନ

କୋଟପାଡ଼ରେ ମଦର ବନ୍ୟା: ପ୍ରଶାସନର ନିରବତା ଓ ସମାଜ ଉପରେ କୁପ୍ରଭାବ

କୋଟପାଡ଼ : କୋରାପୁଟ ଜିଲ୍ଲା କୋଟପାଡ଼ ଅବକାରୀ ଥାନା ଅଞ୍ଚଳରେ ଏବେ ବିଦେଶୀ ଓ ଦେଶୀ ମଦର ବନ୍ୟା ଦେଖିବାକୁ ମିଳିଛି। ଅଞ୍ଚଳର ପ୍ରତି ଗ୍ରାମରେ ବିଦେଶୀ ମଦ ଦୋକାନ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ସମାଜ ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ଗୋଳିକଞ୍ଜିଠୁ ଆରମ୍ଭ କରି