Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଯୁବ ସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ. ଏ ମ୍. ସି. ଏ ସ ମହାବିଦ୍ୟାଳୟ ରେ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତିଙ୍କ ଅଧ୍ୟକ୍ଷ ତାରେ ଯୁବସଂସ୍କାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ନିଶା ମୁକ୍ତ କଲେଜ କ୍ୟାମ୍ପସ କରିବା ପାଇଁ ଛାତ୍ରଛାତ୍ରୀ ଅଧ୍ୟାପକ, ଅଧ୍ୟାପିକା ସଂକଳ୍ପ କରିଥିଲେ,!-->…
ଗଞ୍ଜାମରେ ଦୁର୍ଘଟଣାଜନିତ ମୃତ୍ୟୁ ରାଜ୍ୟରେ ସର୍ବାଧିକ
ଛତ୍ରପୁର. : ଗଞ୍ଜାମ ଜିଲାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଓଡ଼ିଶାରେ ସର୍ବାଧିକ ରହିଛି। ପୂର୍ବ ବର୍ଷ ତୁଳନାରେ ପ୍ରତି ବର୍ଷ ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁ ସଂଖ୍ୟା ୧୦ ପ୍ରତିଶତ କମାଇବା ଲାଗି ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟିଙ୍କ ନିର୍ଦ୍ଦେଶ ରହିଛି। ହେଲେ!-->!-->!-->…
ଓଡିଶା ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…
ରାଉରକେଲା:: ଉତ୍କଳ ଦିବସ ପାଳନ କମିଟି ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଡିଶା ଦିବସ ୨୦୨୩ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଆଜି ପିଏ ଆଇଟିଡିଏ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ରଙ୍କ ଅଧ୍ଯକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଚଳିତ ବର୍ଷ!-->…
ଗୀର୍ଜା ଘର ନିକଟରେ କମିଟି ଘର ନିର୍ମାଣ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ…
ଦାରିଙ୍ଗବାଡ଼ି,୨୦/୩ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଶ୍ରାମବାଡ଼ି ଗ୍ରାମରେ ଗୋଟିଏ ଗୋଷ୍ଠୀ ଲୋକଙ୍କର ଗିର୍ଜା ଘର ସହିତ ବଡ଼ଦିନ, ନୂଆବର୍ଷ ଭଳି ପର୍ଵ ମାନଙ୍କରେ ଜନଗହଳିକୁ ଦୃଷ୍ଟିରେ ରଖି ବାହାରେ ପ୍ରାର୍ଥନା ଆୟୋଜନ କରୁଥିବା ପାଇଁ ଉଦିଷ୍ଟ ତାରବାଡ଼ ହୋଇ ରହିଥିବା ଜାଗାରେ ଆଜି ସକାଳେ!-->…
ବ୍ରାହ୍ମଣୀଗାଁ ଲ୍ୟାମ୍ପ ସମବାୟ ସମିତିରେ ଚାଷୀଙ୍କ ଆର୍ଥିକ ସାକ୍ଷରତା, ବ୍ୟାଙ୍କସେବା ଓ ଋଣ କର୍ମଶାଳା
ଦାରିଙ୍ଗବାଡ଼ି, ୨୦/୦୩ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଲ୍ୟାମ୍ପ ସମବାୟ ସମିତିର ଚାଷୀଙ୍କ ଆର୍ଥିକ ସାକ୍ଷରତା,ବ୍ୟାଙ୍କସେବା ଓ ଋଣ କର୍ମଶାଳା ଆଜି ବ୍ରାହ୍ମଣୀଗାଁ ଲ୍ୟାମ୍ପ ପରିସରରେ ଅନୁଷ୍ଠିତ ହୋଇଥଲା। କାର୍ଯ୍ୟ କ୍ରମରେ ସମବାୟ ସମିତିର ସଭାପତି!-->…
ସାମ୍ବାଦିକ ସଙ୍ଘର ପଖାଳ ଦିବସ ପାଳିତ…
ମାଲକାନଗିରି ୨୦।୦୩ : ମାଲକାନଗିଋ ଜିଲ୍ଲା ସଦର ମହକୁମାର ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟଳୟରେ ପଖାଳ ଦିବସ ପାଳନ । ଏହି ଅବସରରେ ସଂଘର ସଭାପତି ଦୁର୍ଯୋଧନ ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମିଶ୍ର, ମନୋଜ ମହାନ୍ତି, ସଂଘର ଜିଲ୍ଲା ସମ୍ପାଦକ ସତ୍ୟଦାସ, ଶ୍ରୀନିବାସ ପାତ୍ର!-->…
ଆଉଟ୍ସୋର୍ସିଂ କର୍ମଚାରୀଙ୍କ ସମସ୍ୟାର ସମାଧାନ କର
ଛତ୍ରପୁର : ଗଞ୍ଜାମ ଜିଲା କୋଦଳା ଏନ୍ଏସି ଆଉଟସୋର୍ସିଂ କର୍ମଚାରୀମାନେ ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ସୋମବାର ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡ଼ିକ ମଧ୍ୟରେ ସାନିଟାରି ଏକ୍ପୋର୍ଟରଙ୍କୁ ବହିଷ୍କାର, ରାଜନୈତିକ ହସ୍ତକ୍ଷେପରୁ ବିରତ କରିବା, ସ୍ଥାୟୀ!-->…
ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ…
ହିଞ୍ଜିଳିକାଟୁ ୨୦।୩ : ରାଜ୍ୟ ମୁଖ୍ୟମନ୍ତ୍ରୀ ଆସନ୍ତା ଆସନ୍ତା ରବିବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ଏହି ଗସ୍ତରେ ଆସି ହିଞ୍ଜିଳି ବ୍ଲକ ଓ ପୌରପାଳିକାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଲୋକାର୍ପଣ କରିବେ। ଏହି!-->…
ପୋଖରୀରେ ବୁଡି ମହିଳା ମୃତ…
ହିଞ୍ଜିଳିକାଟୁ ୨୦।୩ : ଗାଧୋଇବାକୁ ଯାଇ ପୋଖରୀରେ ବୁଡି ଜଣେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସରଧାପୁର ଗ୍ରାମ ର ସରା ଦାଶ (୪୦) ସକାଳ ବେଳେ ଗାଁ ପାଖ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ। ବହୁତ ସମୟ ଧରି ବଳା ଘରକୁ!-->…
ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଉଦଯାପିତ
ହିଞ୍ଜିଳିକାଟୁ (୨୦।୩) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବିଦ୍ୟୁତ ସେକ୍ସନ କାର୍ଯ୍ୟାଳୟ ପରିସରରେ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ସୋମବାର ଉଦଯାପିତ ହୋଇଯାଇଛି । ବିଦ୍ୟୁତ ସୁରକ୍ଷା ସପ୍ତାହ ଅଭିଯାନ କାର୍ଯ୍ୟକ୍ରମ ଉଦଯାପନୀ ପାଳନ ଅବସରରେ!-->!-->!-->…