Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମଧୁର ଜଳଜୀବ ପାଳନ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ
ଫୁଲବାଣୀ : ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଆଇସିଏଆର୍ - ସିଫା, ଏସ୍ସିଏସ୍ପି ପ୍ରକଳ୍ପ ଅଧୀନରେ ଫୁଲବାଣୀ ଠାରେ ଆଇସିଏଆର୍- ସିଫାର ମଧୁର ଜଳ ଜୀବ ପାଳନ ଉପରେ ସଚେତନତା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ୍ ମୁଖ୍ୟ!-->…
ସୁନ୍ଦରଗଡ଼ଠାରେ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ଚାମ୍ପିଅନସିପ୍ ଉଦ୍ଘାଟିତ
ସୁନ୍ଦରଗଡ଼ : ସ୍ଥାନୀୟ ଟାଉନ୍ ସରକାରୀ ଉଚ୍ଚ ବିଦ୍ୟାଳୟ ଅଧୀନସ୍ଥ ଭବାନୀପୁର୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଠାରେ ଆଜି ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ହକି ଓ ତୀରନ୍ଦାଜ ଚାମ୍ପିଅନସିପ ଉଦଘାଟିତ ହୋଇଯାଇଛି । ଓଡ଼ିଶା ରାଜ୍ୟ ବିଦ୍ୟାଳୟ କ୍ରୀଡ଼ା ସଂଗଠନ ଏବଂ ସୁନ୍ଦରଗଡ଼ ଜିଲ୍ଲା ବିଦ୍ୟାଳୟ!-->…
ତମାଖୁମୁକ୍ତ ଅନୁଷ୍ଠାନ ଲାଗି ସଚେତନତା ଏବଂ ସାଧାରଣ ଜ୍ଞାନ ପ୍ରତିଯୋଗିତା…
ମାଲକାନଗିରି (୦୩/୦୩) : ମାଲକାନଗିରି ମହାବିଦ୍ୟାଳୟରେ ଜିଲ୍ଲା ଏନ୍.ସି.ଡି. କକ୍ଷ ମାଲକାନଗିରି ପକ୍ଷରୁ ଏକ ତମଖୁମୁକ୍ତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମ ମହାବିଦ୍ୟାଳୟର ଅଧକ୍ଷ ଅଶୋକ କୁମାର୍ ଷଢ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା l ଉକ୍ତ!-->…
ଉତ୍କଳ ଆଲୁମିନାର କ୍ଷୁଦ୍ରପ୍ରକଳ୍ପ ଗୁଡିକୁ ଉଦ୍ଘାଟନ କଲେ ରାୟଗଡା ବିଧାୟକ
କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଉତ୍କଳ ଆଲୁମିନା କାରଖାନା ପ୍ରଭାବିତ କାଶିପୁର ବ୍ଲକ ଓ ଥୁରାମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ପ୍ରୋଜେକ୍ଟ ଉଦ୍ୟମୀ ଦ୍ବାରା ବେରୋଜଗାରୀ ଲୋକଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଛୋଟ ବଡ ପ୍ରାୟ ୩୦୦ଟି କ୍ଷୁଦ୍ର ଓ ମଧ୍ୟମ ଧରଣର ପ୍ରକଳ୍ପ ତିଆରି କରିଛି।!-->…
ପୁଣି ଦୁର୍ଗମ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିଲେ ଲକ୍ଷ୍ମୀପୁର ବିଡ଼ିଓ
ଲଷ୍ମୀପୁର : ବିଡିଓ ହେବ ତ ଏମିତି | ଲୋକଙ୍କ ମୌଳିକ ସୁଭିଧା ବୁଝିବା ପାଇଁ ବ୍ଲକ ପ୍ରଶାସନ ସହ ସାତ କିଲୋମିଟର ଦୁର୍ଗମ ଅଂଚଳ ଚାଲି ଚାଲି ଲୋକଙ୍କ ପାଖରେ ପହଂଚି ସମସ୍ୟା ବୁଝିଲେ | ଏବେ ଚୋର୍ଚ୍ଚା ରେ କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକର ଯୁବ ବିଡିଓ ପ୍ରୀତି ରଞ୍ଜନ ରଥ |ସ୍ୱାଧୀନତା ର 75!-->…
ଡ୍ରାଇଭର ମହାସଂଘ ପକ୍ଷରୁ ୧୦ ଦଫାଦାବି ସମ୍ବଳିତ ଦାବି ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ଆସନ୍ତା ୧୫ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବ ଡ୍ରାଇଭର ମହାସଂଘ
ଛତ୍ରପୁର : ଡ୍ରାଇଭର ମାନଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦିଆଯିବା, ଜନସାଧାରଣଙ୍କ ଆକ୍ରୋସର ଶିକାର ହେଉଥିବା ଡ୍ରାଇଭର ସମାଜର ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଆଇନ ତିଆରି କରାଯିବା, ୫୫ ବର୍ଷ!-->!-->!-->…
ଜିଲ୍ଲାରେ ଖାଉଟିଙ୍କୁ ସଚେତନ କରିବ ଭିଟାମିନଯୁକ୍ତ ଚାଉଳ ବଣ୍ଟନ ସଚେତନତା ରଥ…
ମାଲକାନଗିରି (୩/୩): ମାଲକାନଗିରି ଜିଲ୍ଲାରେ ଆଜି ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ଭିଟାମିନଯୁକ୍ତ ଚାଉଳ ବଣ୍ଟନ ସଚେତନତା ରଥକୁ ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ବିଶାଲ ସିଂ ଭିଟାମିନଯୁକ୍ତ ଚାଉଳ ବଣ୍ଟନ!-->…
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ଛତ୍ରପୁର ଠାରେ ଗ୍ୟାସ ଦର ବୃଦ୍ଧିକୁ ପ୍ରତିବାଦ
ଛତ୍ରପୁର : କେନ୍ଦ୍ର ସରକାରଙ୍କ ପକ୍ଷରୁ ବାରମ୍ବାର ରନ୍ଧନ ଗ୍ୟାସର ଦର ବୃଦ୍ଧି ହେଉଥିବାରୁ ଏହା ସିଧାସଳଖ ହାଣ୍ଡିଶାଳ ଉପରେ ପ୍ରଭାବ ପଡୁଥିବା ଦେଖିବାକୁ ମିଳିଛି । ଯାହା ଫଳରେ ସମସ୍ତ ବର୍ଗର ଜନସାଧାରଣ ମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ରନ୍ଧନ ଗ୍ୟାସ ଦର ତୁରନ୍ତ!-->…
ଭାରତୀୟ ଜନତା ପାର୍ଟି ପକ୍ଷରୁ ଛତ୍ରପୁର ଥାନା ପରିସରରେ ବିକ୍ଷୋଭ ପ୍ରଦର୍ଶନ…
ଛତ୍ରପୁର : ବିଜେପି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତାଙ୍କୁ ପୂର୍ବ ଯୋଜନା ମୁତାବକ ଭାବେ ପୋଲିସ୍ ର ଅତର୍କିତ ଓ ମରଣାନ୍ତକ ଆକ୍ରମଣକୁ ଘୋର ବିରୋଧ କରି ଭାରତୀୟ ଜନତା ପାର୍ଟି ଛତ୍ରପୁର ପକ୍ଷରୁ ବହୁ ଦଳୀୟ ନେତା ଓ କର୍ମୀ ମାନେ ସ୍ଥାନୀୟ ଥାନା ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯିବା!-->!-->!-->…
ନୂତନ ଛତ୍ରପୁର ବିଡିଓଙ୍କ ଦାୟିତ୍ୱ ଗ୍ରହଣ…
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବିଡିଓ ଭାବେ ସୁଶାନ୍ତ କୁମାର ବରାଳ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ୨୦୨୨ ବ୍ୟାଚ୍ ଓଏଏସ୍ ଶ୍ରୀ ବରାଳ ନୂଆପଡା ଜିଲ୍ଲାରେ ଆସିଷ୍ଟାଣ୍ଟ କଲେକ୍ଟର ପରେ ମୟୂରଭଞ୍ଜ ଜିଲ୍ଲା କୁସୁମୁ ତହସିଲଦାର ଭାବେ କାର୍ଯ୍ୟରତ ଥିଲେ । ଦାୟିତ୍ୱ ଗ୍ରହଣ ଅବସରରେ!-->…