Browsing Category

ଆଞ୍ଚଳିକ

ବୁଲା ବିକାଳୀ ବନାମ କୁଖ୍ୟାତ ଡକାୟତ : ତିନି ଆନ୍ତଃଜିଲ୍ଲା ଡକାୟତ ଗିରଫ, ସୁନା ରୂପା ବାଇକ ଓ ନଗଦ ଟଙ୍କା ଉଦ୍ଧାର

ବାଲିଗୁଡା, ତା, ୦୪/୦୪ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏକ ତାଲା ପଡ଼ିଥିବା ଘରୁ ହୋଇଥିବା ଚୋରୀ ଜିନିଷ କୁ ଉଦ୍ଧାର କରିବା ସହ ଉକ୍ତ ଘଟଣା ରେ ସଂଶ୍ଲିଷ୍ଟ ଥିବା ତିନି ଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ଏସ ଡି ପି ଓ…

ଦୀପ ତଳ ଅନ୍ଧାର: ଡ୍ୟାମ ନିକଟରେ ଜଳ ପାଇଁ ହାହାକାର, ମାଲକାନଗିରିରେ ରାଜରାସ୍ତା ଅବରୋଧ କଲେ ଶତାଧିକ ମହିଳା

ମାଲକାନଗିରି : ଉପାନ୍ତ ଜିଲ୍ଲା ମାଲକାନଗିରିରେ 'ଦୀପ ତଳ ଅନ୍ଧାର' ସଦୃଶ୍ୟ ଏକ ବିଡ଼ମ୍ବନାପୂର୍ଣ୍ଣ ଚିତ୍ର ସାମ୍ନାକୁ ଆସିଛି। ଜିଲ୍ଲା ସଦର ମହକୁମା ନିକଟସ୍ଥ ସତୀଗୁଡା ଗ୍ରାମ ଡ୍ୟାମ ନିକଟରେ ଅବସ୍ଥିତ ହୋଇଥିଲେ ହେଁ ଏଠାରେ ଜଳ ସଙ୍କଟ ଉତ୍କଟ ରୂପ ଧାରଣ କରିଛି। ଜଳ ପାଇଁ ଜନତା ତ୍ରାହି…

ସରକାରୀ ଜାଗାରେ ଓ ସରକାରୀ କ୍ୱାଟର ମଧ୍ୟସ୍ଥ ଜାଗାରେ ନିର୍ମାଣ ହେଉଛି ବିଶାଳ ଗୃହ ଓ ହୋଟେଲ – ପ୍ରଶାସନ ଚୁପ୍

ମାଲକାନଗିରି, ୪।୪ : ବଢୁଛି ମାଲକାନଗିରି ସହର, ସଦର ମହକୁମାରେ ବା ପୌରାଂଚଳରେ ଜନସଙ୍ଖ୍ୟା ବ୍ରୁଦ୍ଧି ସାଙ୍ଗକୁ ଘର ଦ୍ବାର ମଧ୍ୟ ବ୍ରୁଦ୍ଧି ପାଉଛି। ତେବେ କିଛି ଅସାଧୁ ବ୍ୟକ୍ତି,ବ୍ୟବସାୟୀଙ୍କ ନଜର ଏବେ ସହର ପ୍ରମୁଖ ସରକାରୀ ଜାଗା ଓସରକାରୀ କ୍ୱାଟର ମଧ୍ୟସ୍ଥ ଜାଗାରେ ଉପରେ ରହିଛି। ଆଉ…

ନିୟମିତ ପିଲାଙ୍କୁ ବିଦ୍ୟାଳୟକୁ ପଠାଇବାକୁ ଅନୁରୋଧ : ଜିଲ୍ଲାପାଳ

କୋରାପୁଟ: ୦୪/୦୩/୨୦୨୬ (ବସନ୍ତ ପେଗଡ଼) : ଶିକ୍ଷା ହିଁ ଦେଶର ଭବିଷ୍ୟତ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟବ୍ୟାପୀ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ କୋରାପୁଟ ଜିଲ୍ଲାରେ ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ…

କୋରାପୁଟରେ ‘ଓଡ଼ିଆ ପକ୍ଷ’ ପାଳିତ: ଦୋକାନରେ ଓଡ଼ିଆ ନାମଫଳକ ଲଗାଇବା ପାଇଁ ସଚେତନତା ପଦଯାତ୍ରା

କୋରାପୁଟ : ୦୪/୦୩/୨୦୨୬ (ବସନ୍ତ ପେଗଡ଼) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଏପ୍ରିଲ ୧ ତାରିଖ 'ଓଡ଼ିଶା ଦିବସ'ଠାରୁ ଏପ୍ରିଲ ୧୪ 'ମହାବିଷୁବ ସଂକ୍ରାନ୍ତି' ପର୍ଯ୍ୟନ୍ତ "ଓଡ଼ିଆ ପକ୍ଷ" ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର…

କୃଷ୍ଣ ଗଡତିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଧୂମଧାମର ସହିତ ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ ପାଳିତ

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାଏବଗାଁରେ ଆଜି ପ୍ରବେଶ ଓ ଖଡ଼ିଛୁଆଁ ୨୦୨୬ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି ।  ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ବିକାଶ କୁମାର ବେକ ଯୋଗ…

ଶହୀଦ ରଘୁ-ଦିବାକରଙ୍କ ବଳିଦାନ ଦିବସରେ ରକ୍ତ ଦାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର

ନୟାଗଡ଼ ୦୪/୦୪(ନିସର୍ତ୍ତ) : ଶହୀଦ ରଘୁ-ଦିବାକର ଆଞ୍ଚଳିକ ସ୍ମୃତି କମିଟି ଲୋଧାଚୁଆ ତରଫରୁ ଶନିବାର ଦିନ ଶହୀଦ ରଘୁ-ଦିବାକରଙ୍କ ବଳିଦାନ ଦିବସ ଲୋଧାଚୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ଦହିଖାଇ ଯୁବକ ସଂଘ ପ୍ରାଙ୍ଗଣରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଦିନ ୮…

ବ୍ରହ୍ମପୁରରେ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ଉଦଘାଟିତ

ଆଜିଠାରୁ ଉତ୍ତୀର୍ଣ୍ଣ ୭୦ଜଣ ଆଶାୟୀ ପରୀକ୍ଷାର୍ଥୀଙ୍କ ପାଠ୍ୟକ୍ରମର ଶୁଭାରମ୍ଭ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରଶିକ୍ଷଣ କେନ୍ଦ୍ର ବ୍ରହ୍ମପୁର ଉନ୍ନୟନ କତୃପକ୍ଷ କାର୍ଯ୍ୟାଳୟରେ ଏକ ସ୍ଵତନ୍ତ୍ର ଶ୍ରେଣୀ ଗୃହର ଉଦ୍ଘାଟନ କରାଯାଇଛି l ଏହି…

ରୋଗୀ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ହନ୍ତସନ୍ତ : ଶହେ ଶଯ୍ୟା ବିଶିଷ୍ଟ କୋଠାରେ ସମସ୍ତ ଏସି ଅଚଳ

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ତ୍ତମାନ ଭଗବାନଙ୍କ ଦୟାରେ ଚାଲୁଛି ।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଦ ଖାଲି ରହିଥିବା ବେଳେ ଭାରାପ୍ରାପ୍ତ ଅଧିକାରୀ କାମ ଚଳାଉଛନ୍ତି। ସେହିପରି ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ନିଜ ଇଚ୍ଛା ମୁତାବକ ଛୁଟି ନେଉଛନ୍ତି ।ଡାକ୍ତରଖାନାର…