Browsing Category

ଆଞ୍ଚଳିକ

ଗ୍ରାମେ ଗ୍ରାମେ ପ୍ରବେଶ ଉତ୍ସବର ଉତ୍ସାହ – ଶିଶୁ ବାଟିକା ପାଇଁ ଘରେ ଘରେ ନିମନ୍ତ୍ରଣ…

ଶିକ୍ଷା ପାଇଁ ଦ୍ୱାର ଦ୍ୱାର ବୁଲି ଅଭିଭାବକ ଓ ଶିଶୁଙ୍କୁ ନିମନ୍ତ୍ରଣ ଜଣାଇଲେ ବାଚସ୍ପତି ନୟାଗଡ଼(ନିସର୍ତ୍ତ) : ଆସନ୍ତା ୨୦୨୬–୨୭ ଶିକ୍ଷା ବର୍ଷର ପ୍ରବେଶ ଉତ୍ସବକୁ ଆଗରୁ ରଖି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକରେ ଶିକ୍ଷା ପ୍ରଚାର ଜୋରଦାର ଭାବେ ଆରମ୍ଭ ହୋଇଛି। ସରକାରୀ ବିଦ୍ୟାଳୟରେ…

ଗ୍ୟାସ ସିଲିଣ୍ଡର ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ, ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ଅବରୋଧ

ନୟାଗଡ଼,୨୭/୦୩(ନିସର୍ତ୍ତ): ଗ୍ୟାସ ସିଲିଣ୍ଡର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ । ଖୋର୍ଦ୍ଧା, ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଯାତାୟତ ସମ୍ପୂର୍ଣ୍ଣ ଠପ ହୋଇଯାଇଥିଲା ଏଥି ସହିତ ଅଟକି ରହିଥିଲା ଶହ ଶହ ଗାଡ଼ି । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବିନୋଦପଡ଼ା…

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ ପାଳିତ

ବାଲିଗୁଡା : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମ ଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଟାଉନ ର ଶ୍ରୀ ଶ୍ରୀ ହନୁମାନ ମନ୍ଦିର, ପାଟଖଣ୍ଡା ମନ୍ଦିର ପରିସର…

ଶ୍ରୀରାମ ନବମୀ ଉପଲକ୍ଷେ ବିଶାଳ ବାଇକ୍ ଶୋଭଯାତ୍ରା ଆୟୋଜିତ

ନୟାଗଡ଼ (ନିସର୍ତ୍ତ ) : ପବିତ୍ର ଶ୍ରୀରାମ ନବମୀ ଅବସରରେ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକର ବିଭିନ୍ନ ସ୍ଥାନରେ ବିରାଜିତ ପ୍ରଭୁ ଶ୍ରୀରଘୁନାଥଙ୍କ ପୀଠରେ ଶ୍ରୀରାମ ନବମୀ ମହାଆଡମ୍ବରରେ ପାଳିତ ହୋଇଯାଇଛି। ଏନେଇ ରାଜସୁନାଖଳାର ଗୋପୀନାଥପୁର ସାହି ଏବଂ ନୃସିଂହପୁର ଟାଙ୍ଗି ସାହିର ଶ୍ରୀରଘୁନାଥଙ୍କ…

ବ୍ରହ୍ମପୁରରେ ‘ଅଭିନୟ ଜଗତ’ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ପାଳିତ: ବହୁ କଳାକାର ସମ୍ବର୍ଦ୍ଧିତ

ବ୍ରହ୍ମପୁର : ରେଶମ ସହର ବ୍ରହ୍ମପୁରଠାରେ ସଂସ୍କୃତିଧର୍ମୀ ପତ୍ରିକା ‘ଅଭିନୟ ଜଗତ’ ପକ୍ଷରୁ ବିଶ୍ୱ ନାଟ୍ୟ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଜିଲ୍ଲା ସଂସ୍କୃତି ପରିଷଦର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳା ଓ ସଂସ୍କୃତିର ଏକ ନିଆରା ଝଲକ ଦେଖିବାକୁ ମିଳିଥିଲା।…

ଲାଞ୍ଜିପଲ୍ଲୀ ବରିଷ୍ଠ ନାଗରିକ ମଂଚରେ ଶ୍ରୀରାମ ଜନ୍ମୋତ୍ସବ ପାଳିତ

ବ୍ରହ୍ମପୁର : ଲାଞ୍ଜିପଲ୍ଲୀସ୍ଥ ବରିଷ୍ଠ ନାଗରିକ ମଂଚର ହସ, ଯୋଗ ଓ ବ୍ୟାୟାମ କେନ୍ଦ୍ର ତରଫରୁ ଚଣ୍ଡି ମନ୍ଦିର ନିକଟସ୍ଥ ଦିବ୍ୟ ଜୀବନ ସଂଘ ପରିସରରେ ମର୍ଯ୍ଯାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ନୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ମଂଚ ସଭାପତି ଶ୍ରୀ ବିଶ୍ବନାଥ…

ଶ୍ରୀ ହନୁମାନ ବାଲାଜୀ ରାମାୟଣ ପ୍ରଚାର ସମିତି ତରଫରୁ ଆଧ୍ୟାତ୍ମ କଳା ପ୍ରଦର୍ଶନ

(ବ୍ରହ୍ମପୁର) : ସ୍ଥାନୀୟ ଅଗ୍ରଣୀ ଆଧ୍ୟାତ୍ମିକ ପ୍ରତିଷ୍ଠାନ "ଶ୍ରୀ ହନୁମାନ ବାଲାଜୀ ରାମାୟଣ ପ୍ରଚାର ସମିତି" ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ସହିତ ବିଶ୍ବ ନାଟ୍ୟ ଦିବସ ଡମ୍ବୁରୁ କଲ୍ୟାଣ ମଣ୍ଡପ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ଉଦଘୋଷକ ସୂର୍ଯ୍ୟନାରାୟଣ…

ବିଳମ୍ବିତ ରାତିରେ ଦୋକାନ ନ ଖୋଲିବାରୁ ଦୋକାନୀଙ୍କୁ ମରଣାତ୍ମକ ଆକ୍ରମଣ

ନୟାଗଡ଼,୨୭/୩(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଧୀନସ୍ଥ କୁଳାସର ଗ୍ରାମରେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଦୋକାନ ନ ଖୋଲିବାରୁ ଦୋକାନ ମାଲିକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କୁଳାସର ଗ୍ରାମର ପ୍ରଶାନ୍ତ କୁମାର ସାହୁ(…

ଆସିକା ଅଞ୍ଚଳ ରେ ଜମି ଓ ମାଟି ମାଫିଆ ମାନଙ୍କ ଆତଙ୍କରାଜ ରାଜସ୍ୱ ବିଭାଗ ଜଳକା ……!

ପ୍ରଶାସନ ବଟି ନେଇ ନିଘୋଡ଼ ନିଦ୍ରା ରେ...! ସ୍ୱଳ୍ପ ରୟାଲଟି ଦେଇ ସହ ସହ ହାଇୱା ରେ ମାଟି ମୋରମ ଲୁଟ…..!ବ୍ରହ୍ମପୁର : ଆସିକା ଅଞ୍ଚଳ ରେ ଚାଷଜମି ଗୁଡିକୁ ଶାଗ ମାଛ ଦରରେ କ୍ରୟ କରି ପ୍ଲଟ ନିର୍ମାଣ କରାଯାଉଛି। ପ୍ଲଟ ନିର୍ମାଣ ହୋଇଥିବା ଖାଲୁଆ ଜମିରେ ମାଟି ଓ ମୋରମ ଭର୍ତ୍ତି କରିବା ପାଇଁ…

ଓଡ଼ଗାଁ ପୋଲିସର ଚଢାଉ : ୧୧ ଏଲପିଜି ସିଲିଣ୍ଡର ଜବତ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ କୋମଣ୍ଡ ମକରପଦା ଠାରେ ଓଡ଼ଗାଁ ପୋଲିସ ଚଢ଼ାଉ କରି ୧୧ ଟି ଏଲପିଜି ସିଲିଣ୍ଡର ଜବତ କରିଛି।ସମ୍ପ୍ରତି ଯୁଦ୍ଧ ପରିସ୍ଥିତିରେ ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ପେଟ୍ରୋଲିୟମ ସାମଗ୍ରୀର ଆମଦାନୀ ବାଧାପ୍ରାପ୍ତ ଯୋଗୁଁ ବଜାରରେ ଏଗୁଡ଼ିକର ଘୋର…