Browsing Category

ଆଞ୍ଚଳିକ

ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅବ୍ୟବସ୍ଥା : ୧୨ ଘଣ୍ଟିଆ ଶରଣକୁଳ ବନ୍ଦ

ନୟାଗଡ଼ : ନୟାଗଡ଼ ଜିଲ୍ଲାର ଅନ୍ୟତମ ସର୍ବପୁରାତନ ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବହୁ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଏହାର ସମାଧାନ ପାଇଁ ବିଭିନ୍ନ ଦାବି ନେଇ ଶରଣକୁଳ ବିକାଶ ମଞ୍ଚ ତରଫରୁ ନୟାଗଡ଼ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଲିଖିତ…

ଆନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ

କୋରାପୁଟ : ଗତ ଛଅ ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଥମ ଦିନର କାର୍ଯ୍ୟକ୍ରମ ସ୍ପର୍ଟସ କମ୍ପ୍ଲେକ୍ସ କୋରାପୁଟ ରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଚେୟାରପର୍ସନ କୋରାପୁଟ ମ୍ୟୁନିସିପାଲଟି, ଜିଲ୍ଲା କ୍ରୀଡା ଅଧିକାରୀ , ଯୋଗ ପ୍ରଶିକ୍ଷକ ସହ ବିଭିନ୍ନ ବର୍ଗର…

ଆସିକା ଅଞ୍ଚଳ ର ଅଧିକାଂଶ ବିଦ୍ୟାଳୟ ରେ ଅଣ୍ଡା ବଦଳରେ ଦିଆଯାଉଛି ବିସ୍କୁଟ…!

ପ୍ରଶାସନ ର ଏହା ଜ୍ଞାତ ସାରରେ କି..? ଅଭିଭାବକ ମାନଙ୍କ ପ୍ରଶ୍ନ ?.... ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳର ବହୁ ବିଦ୍ୟାଳୟ ରେ ଅଣ୍ଡା ବଦଳରେ ପିଲାଙ୍କୁ ବିସ୍କୁଟ ଦିଆଯାଉଛି ବୋଲି ଅଭିଯୋଗ ଆସୁଛି । ପୃଷ୍ଟିକର ଖାଦ୍ୟ ପାଇଁ ସରକାର ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ପାଇଁ…

ରାୟଗଡ଼ା ଇମ୍ଫା ଥେରୁବାଲିରେ ୫୫ ତମ ଜାତୀୟ ସୁରକ୍ଷା ସପ୍ତାହ ପାଳନ: “ନିୟୋଜିତ କରନ୍ତୁ, ଶିକ୍ଷିତ ହୁଅନ୍ତୁ ଏବଂ…

ରାୟଗଡ଼ା : ନିଜର ସୁରକ୍ଷା ଦାୟିତ୍ୱବୋଧ ଏବଂ କାର୍ଯ୍ୟକ୍ଷମ ଦକ୍ଷତାର ଏକ ଦୃଢ଼ ପ୍ରଦର୍ଶନ ସ୍ୱରୂପ, ଇମ୍ଫା ଥେରୁବାଲି ପକ୍ଷରୁ ଆନୁଷ୍ଠାନିକ ଭାବେ ୫୫ ତମ ଜାତୀୟ ସୁରକ୍ଷା ସପ୍ତାହ ଉଦ୍‌ଘାଟିତ ହୋଇଯାଇଛି। ୟୁନିଟ୍ ମୁଖ୍ୟ ତଥା ଇ.ଆଇ.ସି ଶ୍ରୀ ଜି.ଭି. ରାକେଶଙ୍କ ରଣନୈତିକ ମାର୍ଗଦର୍ଶନରେ…

ସଡ଼କ ଦୁର୍ଘଟଣାରେ ୨୨ ବର୍ଷୀୟ ଯୁବକ ମୃତ

ନୟାଗଡ଼, ୦୫/୦୩(ନିସର୍ତ୍ତ): ବୁଧବାର ରାତିରେ ସଡ଼କ ଦୁର୍ଘଟଣାରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି | ଯୁବକ ଜଣକ ହେଲେ ରଣପୁର ବ୍ଲକ ବିଲଗାଡ଼ିଆ ଗ୍ରାମର ଶରତ ପଟ୍ଟନାୟକଙ୍କ ପୁତ୍ର ଆଶୀର୍ବାଦ ପଟ୍ଟନାୟକ | ଅଭିଯୋଗ ଅନୁଯାୟୀ ବୁଧବାର ରାତି ପ୍ରାୟ ସାଢେ ୧୧ ଟା ବେଳେ…

ବିଜୁବାବୁଙ୍କ ଜନ୍ମଜୟନ୍ତୀରେ ଫଳ ବଣ୍ଟନ

ନୟାଗଡ଼,୦୫/୦୩(ନିସର୍ତ୍ତ):ମହାନ ଜନନାୟକ ପ୍ରବାଦ ପୁରୁଷ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ ଓରଫ ବିଜୁ ପଟ୍ଟନାୟକଙ୍କ ୧୧୦ତମ ପବିତ୍ର ଜନ୍ମ ଜୟନ୍ତୀ ରଣପୁର ଅଞ୍ଚଳର ଯୁବ ସମାଜସେବୀ ତଥା ସଫଳ ଉଦ୍ୟୋଗୀ ତ୍ରିନାଥ ବିଶ୍ୱାଳଙ୍କ ନେତୃତ୍ୱରେ ପାଳିତ ହୋଇ ଯାଇଛି । ଏହି ଅବସରରେ…

ପୋଖରୀରେ ବୁଡ଼ି ନାବାଳକ ମୃତ

ନୟାଗଡ଼, ୦୫।୦୩(ନିସର୍ତ୍ତ) - ସୁର୍କାବାଡ଼ି ଅଞ୍ଚଳରେ ହୋଲିରେ ଏକ ଅଘଟଣ ଘଟି ଯାଇଛି । ପୋଖରୀରେ ବୁଡ଼ି ଜଣେ ସପ୍ତମ ଶ୍ରେଣୀରେ ପଢ଼ୁ ଥିବା ନାବାଳକର ମୃତ୍ୟୁ ଘଟି ଥିବାର ସୂଚନା ମିଳିଛି। ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଗ୍ରାମ ବନ୍ଧ ସାହି ସନା ବେହେରାଙ୍କ ପୁଅ ଗଣେଶ ବେହେରା…

ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳିତ

କୋରାପୁଟ/କୋଟପାଡ଼ : କୋଟପାଡ଼ ସ୍ଥିତ ବିଜୁ ପଟନାୟକ ରିଡିଙ୍ଗ ସେଣ୍ଟର ପରିସରରେ ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ୧୧୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି | ଏହି ଅବସରରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ପଦ୍ମିନୀ ଦିଆନ, ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝୀ ବିଜୁ ବାବୁଙ୍କ…

ଯାଜପୁରରେ ନଦୀରେ ବୁଡ଼ିଗଲେ ଦୁଇ ଯୁବକ, ମହାନଦୀରେ ନାବାଳକ ମୃତ

ଯାଜପୁର/ବ୍ୟାସନଗର/କଟକ: ପବିତ୍ର ‘ହୋଲି’ ପର୍ବ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ଯାଜପୁର ଜିଲ୍ଲାରେ ୨ଜଣ ଏବଂ କଟକ ଜିଲ୍ଳାରେ ଜଣଙ୍କର ମୃତ୍ୟୁ ଘଟିଛି। ହୋଲି ଖେଳି ସାରି ନଦୀକୁ ଗାଧୋଇବାକୁ ଯାଇଥିବା ଯୁବକ ଏବଂ ନାବାଳକମାନେ ଅଘଟଣର ଶିକାର ହୋଇଛନ୍ତି।ଯାଜପୁର ଜିଲ୍ଲା…

ହୃଦୟକୁ ହୃଦୟର ସହ ଯୋଡିବାର ପବିତ୍ର ହୋଲି ପର୍ବ ମହାସମାରୋହରେ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳ ରେ ରଙ୍ଗର ପର୍ବ ହୋଲି ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା l ରଙ୍ଗ, ଅବିର ଧରି ସେଲିବ୍ରେସନରେ ମାତିଥିଲେ ପିଲାଠୁ ବୁଢ଼ା ଓ ଯୁବକ ଯୁବତୀ ଏବଂ ମହିଳା। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା।…