Browsing Category

ଆଞ୍ଚଳିକ

ଖବର ପ୍ରସାର ପରେ ଚେତିଲା ପ୍ରଶାସନ :ଆସିକା ଅଞ୍ଚଳ ର ବେଆଇନ ଇଟା ଭାଟିକୁ ଭାଙ୍ଗିଲା ରାଜସ୍ବ ବିଭାଗ….

ମୋରମ ମାଫିଆ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ କେବେ….?ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ତହସିଲ ଅଞ୍ଚଳ ରେ ଚଳିତ ବର୍ଷ ୫୦ ରୁ ଉର୍ଦ୍ଧ ବେଆଇନ ପୋଡା ଇଟା ଭାଟି ଚାଲୁଛି। ଆଜି ଆସିକା ରାଜସ୍ବ ବିଭାଗ ପକ୍ଷରୁ ବେଆଇନ ଇଟା ଭାଟି ଉପରେ ବୁଲଡଜାର ଦ୍ୱାରା କଞ୍ଚା ଇଟା ଭାଟି ଗୁଣ୍ଡ…

ହିତାଧିକାରୀଙ୍କୁ ସଠିକ ସମୟରେ ଭତ୍ତା ମିଳୁନି

ହିତାଧିକାରୀଙ୍କୁ ସଠିକ ସମୟରେ ଭତ୍ତା ମିଳୁନି। ଏପରିକି ଭତ୍ତା ମଧ୍ୟ ହିତାଧିକାରୀଙ୍କୁ ମିଳୁ ନାହିଁ। ମହାନଗର ନିଗମରେ ୫ ହଜାର ନୂତନ ଭତ୍ତା ଆବେଦନକାରୀ ରହିଛନ୍ତି। ସେମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଯଦ୍ୱାରା ବହୁ ହିତାଧିକାରୀ ହଇରାଣ ହରକତ…

ଓଲଟିଲା ବରୱେଲ ଗାଡ଼ି, ଦୁଇ ମୃତ ୭ ଗୁରୁତର…

କୁକୁଡ଼ାଖଣ୍ଡି : ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡ଼ାଙ୍କୁଲି-କୁସସ୍ଥଳୀ ରାସ୍ତାରେ ଗୁରୁବାର ସନ୍ଧ୍ୟା ସମୟରେ ଏକ ବରୱେଲ( ଓଡ଼ି୦୭ବି୫୪୧୪) ନମ୍ବର ବିଶିଷ୍ଟ ବରୱେଲ ଗାଡ଼ି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡ଼ିଥିଲା । ପ୍ରତ୍ୟେକ୍ଷ ଦର୍ଶୀଙ୍କ ସୂଚନା ଅନୁସାରେ ଏକ ସାଇକେଲକୁ ଧକ୍କା ଦେଇ ରାସ୍ତା…

ଟିପିଏସ୍ଓଡିଏଲ୍ ତରଫରୁ ଜୟପୁରଠାରେ ହ୍ୟାଣ୍ଡସ-ଅନ୍ ଟେକ୍ନିକାଲ ଟ୍ରେନିଂ ସେଣ୍ଟର ଉଦଘାଟିତ

ଦକ୍ଷତା ବୃଦ୍ଧି ଏବଂ “ମିଶନ ଜିରୋ ହାର୍ମ” ଲକ୍ଷ୍ୟ ବ୍ରହ୍ମପୁର, ଫେବୃଆରୀ : ନିରାପତ୍ତା, ଦକ୍ଷତା ବୃଦ୍ଧି ଏବଂ କୌଶଳର ବିକାଶ ପ୍ରତି ଥିବା ପ୍ରତିବଦ୍ଧତାକୁ ତ୍ୱରାନ୍ୱିତ କରି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) କୋରାପୁଟ ଜିଲ୍ଲାର ଜୟପୁରଠାରେ…

ନକ୍ସଲ ସ୍ମାରକୀକୁ ଭାଙ୍ଗି ଶାନ୍ତି ଓ ବିକାଶର ଏକ ନୂତନ ଅଧ୍ୟାୟ ଗଢ଼ିଛନ୍ତି ଗ୍ରାମବାସୀ

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳ ସମେତ କାଲିମେଳା, ମାଥିଲି ଓ ଖଇରପୁଟ ଭଳି ଦୁର୍ଗମ ଅଞ୍ଚଳରୁ ଏକ ହୃଦୟସ୍ପର୍ଶୀ ଖବର ସାମ୍ନାକୁ ଆସିଛି। ଏହି ଅଞ୍ଚଳର ଗ୍ରାମବାସୀମାନେ ବେଆଇନଭାବେ ସିପିଆଇ (ମାଓବାଦୀ) ଙ୍କ ଦ୍ୱାରା ନିର୍ମିତ ପ୍ରାୟ ୨୦ଟି ମାଓ ସ୍ମାରକୀକୁ ଭାଙ୍ଗି…

ଦୂର୍ଗାମନ୍ଦିରରୁ ସୁନାଗହଣା ଚୋରୀ ଅଭିଯୋଗ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ମହକୁମାର ଦୂର୍ଗାଗୁଡି ସାହି ସ୍ଥିତ ଦୂର୍ଗା ମନ୍ଦିରରୁ ସୁନା ଗହଣା ଚୋରୀ ଅଭିଯୋଗ। ମନ୍ଦିର ମୁଖ୍ୟ ଫାଟକ ଓ ଗର୍ଭ ଗୃହ ଫାଟକ ତାଲା ଭାଙ୍ଗି ମନ୍ଦିରରେ ଥିବା ଅଳଙ୍କାର ସାମଗ୍ରୀ ଚୋରୀ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା…

ହଳଦିଆପଦରରେ ଟେକ୍ନିକାଲ୍ ଟିମ୍ , ବ୍ରିଜ୍‌ର ଢାଞ୍ଚାଗତ ତ୍ରୁଟି ପରଖିଲେ ଅଧିକାରୀ

ବ୍ରହ୍ମପୁର : ବହୁଚର୍ଚ୍ଚିତ ହଳଦିଆପଦର ଓଭରବ୍ରିଜ୍ ଦୁର୍ଘଟଣା । ଘଟଣାସ୍ଥଳରେ ୫ ଜଣିଆ ବୈଷୟିକ ଟିମ୍‌ର ତଦନ୍ତ । ୩୧ ତାରିଖ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ପରେ ତଦନ୍ତ । ବ୍ରିଜ୍‌ର ଢାଞ୍ଚାଗତ ତ୍ରୁଟି ପରଖୁଛନ୍ତି ବୈଷୟିକ ଟିମ୍‌ । ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ…

ଟ୍ରକ ଚକ ତଳେ ଚାପିହୋଇ ଯୁବତୀ ମୃତ…

ନୟାଗଡ଼: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ରମସାଗର ପାର୍କ ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ୧୮ ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି ।ମୃତ ଯୁବତୀ ଜଣକ ଲଣ୍ଡାବାଦୁ ଗ୍ରାମର ନିଳୀମା ମୁଦୁଲି (୧୮)।ମୃତ ନିଳୀମା ଓଡ଼ଗାଁ ରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ ।ଗତକାଲି…

କୋଟପାଡରେ ଭିବି ଜି ରାମ ଜି ଯୋଜନାକୁ ନେଇ ସଚେତନତା ସଭା

କୋରାପୁଟ /କୋଟପାଡ଼ : କୋଟପାଡ ଦଶହରା ପଡିଆ ଠାରେ ବିକଶିତ ଭାରତ (ଗ୍ୟାରେଣ୍ଟି) ରୋଜଗାର ଏବଂ ଜୀବିକା ମିଶନ ( ଗ୍ରାମୀଣ) ନୂତନ ଯୋଜନାକୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପଂଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ପଦ୍ମଗିରି ଧାନ ମଣ୍ଡିରେ ଚାଷୀଙ୍କ ଧାନ କ୍ରୟ ହେଉ ନଥିବା ଓ ଟାର୍ଗେଟ ବୃଦ୍ଧି ଦାବିରେ ଚାଷୀ ହେଲେ ଉପ ଜିଲ୍ଲାପାଳଙ୍କ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପଦ୍ମଗିରି ଧାନ ମଣ୍ଡିରେ ଅବ୍ୟବସ୍ଥା ସହ ଚାଷୀଙ୍କ ଧାନ କ୍ରୟ ହେଉ ନଥିବା ନେଇ ଚାଷୀ ହେଲେ ଉପ ଜିଲ୍ଲାପାଳଙ୍କ ଦ୍ୱରସ୍ତ। ଚାଷୀଙ୍କ ଧାନ ଉଠିବା ପାଇଁ ଉପଯୁକ୍ତ ପରିମାଣର ଟାର୍ଗେଟ ଆସୁନଥିବା ହେତୁ ଏହାର ସମାଧାନ ପାଇଁ ସେମାନେ ଦାବି…