Browsing Category

ଆଞ୍ଚଳିକ

ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବିରେ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଧାରଣା

ନୟାଗଡ଼ : ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରେସ ରୁମ ଖୋଲିବା ଦାବି ନେଇ ଆଜି ପୂର୍ବାହ୍ନ ସାଢେ ୧୦ଟା ସମୟ ରେ ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ପ୍ରମୋଦ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ପ୍ରତୀକ ଧାରଣା ଦିଆ

ଡିଜିଟାଲ ରୂପାନ୍ତରଣକୁ ଆଗେଇ ନେଉଛି ଟିପିଏସ୍ଓଡିଏଲ୍…

ଡ୍ରୋନ୍ ଟେକ୍ନୋଲୋଜି ଓ ଏଡିଏମ୍ଏସ୍ ସେବା ଆରମ୍ଭ ବ୍ରହ୍ମପୁର : ବିଦ୍ୟୁତ ବଣ୍ଟନ ସେବାକୁ ଉନ୍ନତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ, ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସଓଡିଏଲ୍) ଦୁଇଟି ପ୍ରମୁଖ ଡିଜିଟାଲ ପଦକ୍ଷେପ ଆରମ୍ଭ କରିଛି। ଜିଆଇଏସ୍

ନକ୍ସଲ ପ୍ରଭାବିତ ଅଞ୍ଚଳରେ ସିଆରପିଏଫ ତରଫରୁ ଜନସଂପର୍କ ଅଭିଯାନ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକର ନକ୍ସଲ ପ୍ରଭାବିତ ଗ୍ରାମ ସିନ୍ଧିପୋଙ୍କଲ, ଡାଙ୍ଗେସିଗୁଡ଼ା, ଝିରିପାଣି ଜୁବାଗୁଡ଼ା ଏବଂ ସୁବର୍ଣ୍ଣଗିରି ଅଞ୍ଚଳର ଦୂରଦୂରାନ୍ତ ସ୍ଥାନରେ ୧୨୭ ବାଟାଲିୟନ ସିଆରପିଏଫ ଦ୍ୱାରା ଏକ ଜନ ସଂପର୍କ

ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଓ ପୁରସ୍କାର ବିତରଣ ଉତ୍ସବ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୈାରାଞ୍ଚଳ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟର ଗତ ୨ ଦିନ ଧରି ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ କୃତୀ ପ୍ରତିଯୋଗୀମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।‌ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା

କାଳିଆଗୁଡା ବାରୁଣୀ ଶ୍ରୀକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳରେ ମହାବାରୁଣୀ ସ୍ନାନ କଲେ ଲକ୍ଷାଧିକ ଭକ୍ତ

ମାଲକାନଗିରି,୨୭।୩ ଆଦିବାସୀ ଅଧ୍ୟୁଷିତ କାଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀକ୍ଷେତ୍ର ତ୍ରିବେଣୀ ସଙ୍ଗମ ସ୍ଥଳ ରେ ଆଜି ମହାବାରୁଣୀ ତିଥି ରେ ମହା ସ୍ନାନକରିଛନ୍ତି ହଜାର ହଜାର ଭକ୍ତ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ମେକ୍କା ପଞ୍ଚାୟତ ଅନ୍ତର୍ଗତ କଳିଆଗୁଡା ଗ୍ରାମ ବାରୁଣୀ ଶ୍ରୀ କ୍ଷେତ୍ର ପୀଠ

ସାମ୍ବାଦିକଙ୍କ ମାତୃ ବିୟୋଗ

ରାୟଗଡା : ରାୟଗଡ଼ା ଜିଲ୍ଲାର କାର୍ଯ୍ୟରତ ସାମ୍ବାଦିକ ଦୀପକ ପୃଷ୍ଟିଙ୍କ ମା ସବିତା ପୃଷ୍ଟିଙ୍କ ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା । ଆଜି ସକାଳ ସାଢେ ୯ଟା ସମୟରେ ରାୟଗଡ଼ା ସ୍ଥିତ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କ ପାଖରେ

ଡବଲ ଇଞ୍ଜିନ ସରକାର ସହ ସାମିଲ ହେଲେ ପୋଲିସ, କଂଗ୍ରେସ କର୍ମୀଙ୍କୁ ମାଡ଼ ମାରିଲେ ସବୁ ବର୍ଗରୁ ନିନ୍ଦା…..!

କଂଗ୍ରେସ ପକ୍ଷରୁ ନାରୀ ମାନଙ୍କୁ ସୁରକ୍ଷା ଦାବୀ କରି ବିଧାନସଭା ଘେରାଉ…..! ବ୍ରହ୍ମପୁର : ଡବଲ ଇଞ୍ଜିନ ସରକାର ରାଜ୍ୟରେ ଆସିବା ପରେ ଆଇନ ଶୃଙ୍ଖଳା ସାରା ରାଜ୍ୟରେ ବିଗିଡ଼ି ଯାଇଛି। ରାଜ୍ୟରେ ମହିଳା ମାନେ ସୁରକ୍ଷିତ ନାହାନ୍ତି। ନାବାଳିକା ମାନେ ଛୁଆ ଜନ୍ମ କରୁଛନ୍ତି। ନାରୀ ମାନଙ୍କୁ

ସଠିକ୍ ଖାଦ୍ୟ ନିମନ୍ତେ ପୁରସ୍କୃତ ହେଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀ ଜଗନ୍ନାଥ ମନ୍ଦିର

ମାଲକାନଗିରି : ସଂପୂର୍ଣ୍ଣ ଭୋଜନ ସୁସ୍ଥ ଜୀବନ ଟାଗ୍ କାର୍ଯ୍ୟକ୍ରମ ମାଧ୍ୟମରେ ପରିଚାଳିତ ଇଟ୍ ରାଇଟ୍ ଚ୍ୟାଲେଞ୍ଜ ଫେଜ୍ ୨୦୨୪ ରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶ୍ରୀ ଜଗନ୍ନାଥ ମନ୍ଦିର ପୁରସ୍କୃତ ହୋଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଇଟ୍ ରାଇଟ୍ କ୍ୟାମ୍ପସ ଭାବେ ଓ ଶ୍ରୀ ଜଗନ୍ନାଥ

ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ "ଆମ ସଂସ୍କୃତି ଓ ଆମ ଖେଳନା" କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ମିଡିଆକିଆ ପଞ୍ଚାୟତ ସରପଞ୍ଚ ଅଶୋକ ମଳିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ

ନିଜ ହକ ନିମନ୍ତେ ପୁଣି ଗଞ୍ଜାମ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହେଲେ ଟିଟାନିୟମ ଶ୍ରମିକ : କମ୍ପାନୀ ବିଭିନ୍ନ ଆଳ ଦେଖାଇ…

ଛତ୍ରପୁର : ଛତ୍ରପୁର ଉପକଣ୍ଠ ସରାଫ ଏଜେନ୍ସି ପ୍ରା. ଲିଃ ଟିଟାନିୟମ କମ୍ପାନୀ ର ଶ୍ରମିକ ମାନେ ପୁଣି ସେମାନଙ୍କ ହକ ନିମନ୍ତେ ଗଞ୍ଜାମ ଜିଲ୍ଲାପ୍ରଶାସନ ଦ୍ୱାରସ୍ଥ ହୋଇଛନ୍ତି, ଜମି ଦେଲୁ, ଶ୍ରମ ଦେଲୁ, ସରାଫ୍ ଟିଟାନିୟମ୍ ନାମକ କମ୍ପାନି ଗଢ଼ିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ । ମାତ୍ର, କମ୍ପାନି