Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ତେଲେଙ୍ଗାନା ପୋଲିସକୁ ସଫଳତା : ଆତ୍ମସମର୍ପଣ କଲେ ୬୪ ମାଓବାଦୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ରାଜ୍ୟର ଭଦ୍ରାଦି କତାଗୁଡ଼େମ ଜିଲ୍ଲାରେ ୬୪ ଜଣ ମାଓବାଦୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସୂଚନା ଅନୁଯାୟୀ ଭଦ୍ରାଦି କତାଗୁଡ଼େମ ଜିଲ୍ଲାର ଆଇଜି ଚନ୍ଦ୍ର ଶେଖର ରେଡ୍ଡୀଙ୍କ ନେତୃତ୍ଵରେ ପୋଲିସ ଓ ସିଆରପିଏଫର ବରିଷ୍ଟ!-->…
ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଲେଙ୍କୁଡିପଡା ଛକରେ ଥିବା ଗୁଗୁଲ ହୋଟେଲ ମାଲିକଙ୍କ ସହ ୩ଗିରଫ
ନୟାଗଡ଼: ବିଦେଶୀ ମଦ ବିକ୍ରୀ ଅଭିଯୋଗରେ ଲେଙ୍କୁଡିପଡା ଛକରେ ଥିବା ଗୁଗୁଲ ହୋଟେଲ ମାଲିକଙ୍କ ସହ ୩ଗିରଫ । ବର୍ଷ ବର୍ଷ ଧରି ହୋଟେଲରେ ଚାଲିଥିଲା ମଦ ବ୍ୟବସାୟ। ଭୋଜନ ଅପେକ୍ଷା ଅଧିକ ବିକ୍ରି ହେଉଥିଲା ମଦ। ନୟାଗଡ଼ ସହର ନିକଟସ୍ଥ ଲେଙ୍କୁଡ଼ିପଡ଼ା ଛକରେ ଗୁଗୁଲ ହୋଟେଲରେ ବିଦେଶୀ ମଦ ବିକ୍ରି!-->…
ଧରାକୋଟ ଅଞ୍ଚଳ ରେ ଗୋଦି ମିଡ଼ିଆ ର ଆତଙ୍କ ରାଜ, ଠିକାଦାର ବ୍ୟବସାୟୀ ଅତିଷ୍ଠ…..!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବର୍ତ୍ତମାନ ଗୋଦି ମିଡ଼ିଆ ମାଳ ମାଳ ଜିଲ୍ଲା ପ୍ରଶାସନ ର ଅପାରଗତା ହିଁ ମୁଖ୍ୟ କାରଣ ବୋଲି ସାଧାରଣ ରେ ଅଭିଯୋଗ ହେଉଛି l ସୂଚନା ଥାଉକି ଧରାକୋଟ ବ୍ଲକ ଅଞ୍ଚଳ ରେ ମାର୍ଚ୍ଚ ମାସ ର ଆଳ ଦେଖାଇ ଇଲୋକ୍ଟ୍ରୋନିକ୍ସ ମିଡ଼ିଆ ତିନି ଜଣ ବ୍ୟକ୍ତି ଗୁଆ ଦେବା ଆରମ୍ଭ!-->…
ବେଆଇନ ବାଲି ଚାଲାଣ କରୁଥିବା ମାଫିଆଙ୍କ ଉପରେ ପୋଲିସର ଚଢାଉ
ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଅନ୍ତର୍ଗତ ଦଲକି, ସଳଙ୍ଗାବାହାଲ ଓ ଝୁନମୁର ଅଞ୍ଚଳରେ ଥିବା ଶଙ୍ଖ ଓ ଲୁଡ଼କି ନଦୀରୁ ପ୍ରତିଦିନ ଲକ୍ଷାଧିକ ଟଙ୍କାର ଚୋରା ବାଲି ଚାଲାଣ ହେଉଥିଲା ! ବାରମ୍ବାର ତହସିଲ, ବନଖଣ୍ଡ,ମାଇନିଙ୍ଗ ଓ ପୋଲିସଙ୍କୁ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ!-->…
ନିଜ ଅଞ୍ଚଳବାସୀଙ୍କ ସହିତ ହୋଲି ଉତ୍ସବ ମନାଇଲେ ଗଣଶିକ୍ଷା ମନ୍ତ୍ରୀ
ଉମରକୋଟ / ରାଇଘର : ଆଜି ରଙ୍ଗ ଆଉ ପ୍ରେମରେ ପର୍ବ ହୋଲି। ଫାଲ୍ଗୁନ ପୂର୍ଣ୍ଣିମା, ବସନ୍ତର ପୂର୍ଣ୍ଣତା ତଥା ସୌନ୍ଦର୍ଯ୍ୟବୋଧ ପୂର୍ଣ୍ଣତାରେ ପାଳନ ହୁଏ ରଙ୍ଗର ପର୍ବ ହୋଲି। ରଙ୍ଗ ହିଁ ତୋ ସୌନ୍ଦର୍ଯ୍ୟର ପ୍ରତିକ। ସେ ରଙ୍ଗ ଋତୁଫୁଲରେ, ପ୍ରାକୃତିକ ରଙ୍ଗ, ପ୍ରୀତି ପୂର୍ବକ ରଙ୍ଗେଈ ହେବାର ପର୍ବ।!-->…
ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଦାରିଙ୍ଗିବାଡିକୁ ପରାସ୍ତ କରି ବାରଖମା ବିଜୟୀ
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ଷ୍ଟାର କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ମହୋନକଲୋନି ଓ ଉପଖଣ୍ଡ ଚିକିତ୍ସାଳୟ ନିକଟ ପଡିଆଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଦିବାରାତ୍ର ଜୟବଜରଙ୍ଗବାଲି ଭଲିବଲ ଟୁର୍ଣ୍ଣାମେଣ୍ଟ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏଥିରେ ମୋଟ ୮ଟି ଦଳ ଅଂଶଗ୍ରହଣ କରିଥିବାବେଳେ!-->…
ଦୁର୍ଗମ ଜଙ୍ଗଲ ଘାଟି ପାହାଡ଼ ଚଢିଲେ ରାଇକିଆ ବିଡ଼ିଓ : ପ୍ରାଥମିକ ସୁବିଧା ସୁଯୋଗ ନିଶ୍ଚୟ ପ୍ରଦାନ କରାଯିବ
ବାଲିଗୁଡା : କନ୍ଧମାଳ ଜିଲା ରାଇକିଆ ବ୍ଲକର ମାଣିକେଶ୍ୱର ପଞ୍ଚାୟତର ଦୁର୍ଗମ ଜଙ୍ଗଲ ମଧ୍ୟରେ ଘାଟି ପାହାଡ଼ ଚଢି ଯିବାକୁ ପଡେ ଡାଙ୍ଗିସି ଗ୍ରାମକୁ। ଜଙ୍ଗଲ ଓ ପାହାଡ ଘେରା ମଧ୍ୟରେ ଥିବା କନ୍ଧମାଳ-ଗଞ୍ଜାମ ସୀମାନ୍ତର ଏହି ଗ୍ରାମରେ ସରକାରଙ୍କ ଯୋଜନା ସଠିକ ଭାବେ ପହଞ୍ଚି ପାରୁନାହିଁ । ଏଭଳି!-->…
ହୋଲିରେ ଗଡ଼ିଲା ମୁଣ୍ଡ, ଛୁରୀରେ ଭୁସି ଯୁବକଙ୍କୁ ହତ୍ୟା, ଆକ୍ରମଣକାରୀ ଅଟକ
ବ୍ରହ୍ମପୁର : ହୋଲିରେ ସାରା ବ୍ରହ୍ମପୁର ଉତ୍ସବ ମୁଖର ରହିଥିବା ବେଳେ ଘଟିଛି ଅଭାବନୀୟ ଘଟଣା,ହୋଲିରେ ଗଡ଼ିଲା ମୁଣ୍ଡ. ଛୁରା ମାଡ଼ରେ ଲାଞ୍ଜିପଲ୍ଲୀ ଚାଣକ୍ୟ ନଗର ଅଞ୍ଚଳର କଣ୍ଟ୍ରାକ୍ଟର ଟି.ରାମଚନ୍ଦ୍ର ପାତ୍ରଙ୍କ ମୃତ । ଜଣେ ଯୁବକ ତାଙ୍କୁ ଛୁରୀ ଭୂଷିଥିବା ବେଳେ ଗୁରୁତର ଅବସ୍ଥାରେ ସ୍ଥାନୀୟ!-->…
ରାୟଗଡ଼ା ଉତ୍କଳ ତେଲୁଗୁ ସମାଖ୍ୟା ପକ୍ଷରୁ ତେଲୁଗୁ ନୂତନ ବର୍ଷ ଉଗାଦି ପାଇଁ ଶୁଭ ଖୁଣ୍ଟି ସ୍ଥାପନ ହେଲା
ରାୟଗଡ଼ା : ରାୟଗଡ଼ା ଉତ୍କଳ ତେଲୁଗୁ ସମାଖ୍ୟା ପକ୍ଷରୁ ତେଲୁଗୁ ନୂତନ ବର୍ଷ ଉଗାଦି ପାଇଁ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି। ରାୟଗଡାରେ ସହରରେ ମହାଆଡମ୍ବରରେ ପାଳନ ହେଉଛି ଉଗାଦି ପର୍ବ । ରାୟଗଡା ଟ୍ରକ ମାଲିକ ସଙ୍ଘର ସଭାପତି ତଥା ବରିଷ୍ଠ ବିଜେପି ନେତା ୟାଲା କୋଣ୍ଡା ବାବୁଙ୍କ ଦ୍ଵାରା!-->…
ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଗୋନା ପଞ୍ଚାୟତ ଅନ୍ତର୍ଗତ ଭାରଷଣ୍ଡି ଡିଏନକେ (DNK) ଗ୍ରାମରେ ମହାଆଡମ୍ବର ର ସହିତ ଅନୁଷ୍ଠିତ ହୋଇ ଯାଇଛି ଅଷ୍ଟ ପ୍ରହର ମହାନାମ ଯଜ୍ଞ, ଜ୍ଞାନ ଯଜ୍ଞ, ଘୃତ ଯଜ୍ଞ, ଗୀତା ଯଜ୍ଞ, ଅନ୍ନ ଯଜ୍ଞ ଏବଂ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ!-->…