Browsing Category

ଆଞ୍ଚଳିକ

ତିନି ବିଚାରପତିଙ୍କୁ ଗଞ୍ଜାମ ଓକିଲ ସଙ୍ଘ ପକ୍ଷରୁ ଦିଆଗଲା ସମ୍ବର୍ଦ୍ଧନା

ବ୍ରହ୍ମପୁର : ଗଞ୍ଜାମ ଓକିଲ ସଙ୍ଘର ଅସ୍ଥାୟୀ ସମ୍ମିଳନୀ କକ୍ଷରେ ତିନି ବିଚାରପତି ଙ୍କୁ ରାମଚରିତ ମାନସ ପୁସ୍ତକ ସହ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବର୍ତମାନର ମୋଟର ଦୁର୍ଘଟଣା କ୍ଷତି ପୂରଣ ଅଦାଲତ ର ବିଚାରପତି ରାମ ଶଙ୍କର ହୋତା ଙ୍କୁ କନ୍ଧମାଳ ଜିଲ୍ଲା

ସରକାରୀ ବାବୁ ଓ ନେତାଙ୍କ ଫାର୍ମ ହାଉସ ରେ ଗୁପ୍ତ ବୈଠକ…..! ଲେଖା ଛିଡ଼େଇବା ପାଇଁ ଖସଡ଼ା ପ୍ରସ୍ତୁତ ..!

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ନୂତନ ସରକାର ଆସିବା ପରଠାରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ଆସିକା ଅଞ୍ଚଳ ରେ ଉନ୍ନୟନ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ବାବୁ ମାନେ ନିର୍ବାଚିତ ନେତାଙ୍କ ବୋଲ ମାନୁନଥିବା ଚାରିଆଡେ ଚର୍ଚ୍ଚା ହେଉଛି। ସୂଚନା

ହାଇ ପ୍ରୋଫାଇଲ ଗଞ୍ଜେଇ ମାଫିଆ ଗିରଫ, ଗଞ୍ଜେଇ ସହ ଦାମୀ କାର ଜବତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳ ରୁ ଆନ୍ତଃ ରାଜ୍ୟକୁ ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ l ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ରୁ ଅନ୍ୟ ରାଜ୍ୟ କୁ ଗଂଜେଇ ଚୋରା ଚାଲାଣ ହେଉଥିବା ଖବର ପାଇଥିଲା ବାଲିଗୁଡା ପୋଲିସ l ବାରଖମା ଫାଣ୍ଡି ଅଧିକାରୀ ବିକାଶ ଜlଲ ଙ୍କ

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରାର ନଗର ଭ୍ରମଣ : ପଞ୍ଚମ ଦିନରେ ଏକାକୀ ଭକ୍ତଙ୍କ ଗୃହକୁ ଆଗମନ: ଶତାଧିକ ଭକ୍ତଙ୍କ…

ବାଲିଗୁଡା, ତା, ୧୦/୦୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି

ଅଭିନବ ମାନବ ସମ୍ବଳ ପଦକ୍ଷେପ ପାଇଁ ଟିପିଏସ୍ଓଡିଏଲକୁ ଓଡ଼ିଶା ଲିଡରସିପ୍ ଆୱାର୍ଡ଼

ବ୍ରହ୍ମପୁର, ମେ ୨୦୨୫: ମାନବ ସମ୍ବଳ ପରିଚାଳନା କ୍ଷେତ୍ରରେ ଅଭିନବ ପଦକ୍ଷେପ ଓ ପରିଚାଳନା ପାଇଁ ଓଡ଼ିଶା ଲିଡରସିପ୍ ଆୱାର୍ଡ଼ ୨୦୨୫ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପୁରସ୍କୃତ ହୋଇଛି। ଏହି ପୁରସ୍କାର ନୂତନ ମାନବ ସମ୍ବଳ ପଦକ୍ଷେପ ମାଧ୍ୟମରେ ଏକ

ଜିଲ୍ଲା ଶିକ୍ଷାବିଭାଗରେ ବୀମା କମ୍ପାନୀ ପାଇଁ ପ୍ରଚାର

ନୟାଗଡ଼: ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗରେ ଶିକ୍ଷକ, କର୍ମଚାରୀ ସ୍ତରରେ ଅନେକ ବର୍ଷ ଧରି ବଦଳି କାର୍ଯ୍ୟକ୍ରମ ହେଉନାହିଁ । ଏହାର ସୁଯୋଗ ନେଇ ଗାଦି ମାଡ଼ି ବସିଥିବା କିଛି ଶିକ୍ଷା କର୍ମଚାରୀ ନିଜ ପଦ ମର୍ଯ୍ୟାଦା କୁ ଖାତିର ନକରି ଦଲାଲି ଆରମ୍ଭ କରିଛନ୍ତି । ନୟାଗଡ଼ ବ୍ଲକ ଶିକ୍ଷା

ମୁଁ ବି ଗାଇବି, ମୁଁ ବି ନାଚିବି ! ସ୍ଳୋଗାନରେ ଦୁଲୁକିଲା ଗୁଣୁପୁର

ରାୟଗଡ଼ା / ଗୁଣପୁର : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣପୁର ସ୍ଥିତ ଏମ୍ ଆର୍ଟ୍ ଭାରତୀୟ କଳା ଓ ସାଂସ୍କୃତିକ କେନ୍ଦ୍ର ପକ୍ଷରୁ ପ୍ରତ୍ୟେକ ବର୍ଷ ଭଳି ବାର୍ଷିକ ଉତ୍ସବ ପୂର୍ବରୁ "ମୁଁ ବି ଗାଇବି, ମୁଁ ବି ନାଚିବି !" Talent Competition -2025 Session-2 ମାଧ୍ୟମରେ ଘୁଙ୍ଗୁର ପ୍ରତିଭା

ବାଲିଗୁଡାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ଅଘୋଷିତ ବିଜୁଳି କାଟ୍ କୁ ନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ

ବାଲିଗୁଡା : ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମପ୍ରବାହ I ଏହାର ପ୍ରଭାବ କନ୍ଧମାଳ ଜିଲ୍ଳା ବାଲିଗୁଡା ସହରରେ ମଧ୍ୟ ଦେଖିବାକୁ ମିଳିଛି I ଦିନସାରା ଚଳଚଞ୍ଚଳ ରହୁଥିବା ବାଲିଗୁଡା ସହରର ସ୍ଥିତି କିନ୍ତୁ ବର୍ତ୍ତମାନ ବଦଳି ଯାଇଛି I ବର୍ତ୍ତମାନ ଦିନ ବେଳା ଏହାର ରାସ୍ତାଘାଟ

ଡକାୟତି ମାମଲାରେ ୮ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଅଞ୍ଚଳରେ ୨୦୨୩ ମସିହାରେ ଏକ ଡକାୟତି ଗ୍ୟାଙ୍ଗ ମନୋଜ ଦଣ୍ଡିଆ ଙ୍କ ଘର ଭିତରେ ପଶି ସୁନା ,ରୂପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ । ଏହି ଘଟଣାର ଶୁଣାଣୀ ଶୁକ୍ରବାର ମାନ୍ୟବର ସହକାରୀ ଦୌରାଜଜ ଙ୍କ ଅଦାଲତରେ ରାୟ

ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରାର ନଗର ଭ୍ରମଣ ଆରମ୍ଭ: ଚତୁର୍ଥ ଦିନରେ ପଣସପଡିର ମେଦ୍ରି ସାହି ପରିଭ୍ରମଣ

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା 'ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ପାଇଁ ଗାନ୍ଧୀ ଛକ ସ୍ଥିତ ମା 'ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି l ଏହି ଯାତ୍ରା ମଇ ୬ ତାରିଖରୁ ଆରମ୍ଭ ହୋଇ ଆଜି ଚତୁର୍ଥ