Browsing Category

ଆଞ୍ଚଳିକ

ରାସ୍ତା କଡ ମାଛ ଦୋକାନ ହଟାଇଲେ ଏନଏସି କର୍ତ୍ତୃପକ୍ଷ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବଢିବାରେ ଲାଗିଛି । ବିଭିନ୍ନ ଦିନ ଛୋଟ ବଡ ଦୁର୍ଘଟଣା ମାନ ଘଟୁଛି । ମୁଖ୍ଯତଃ ବୁଡାଗୁଡା ରାସ୍ତା ବନ୍ଧ ଛକ ଠାରୁ ଆରମ୍ଭ କରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଗହଳି ଲାଗି ରହୁଛି l ରାସ୍ତାର ଦୁଇ କଡ ରେ ମାଛ ,ମାଂସ

ଇ.କେ.ୱାଇ.ସି ନାମରେ ସୁଭଦ୍ରା ହିତାଧିକାରୀ ମାନଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ଫୋନ କଲ ….!

ହିତାଧିକାରୀଙ୍କ ମଧ୍ୟର ଅସନ୍ତୋଷ ବୃଦ୍ଧି …..! ବ୍ରହ୍ମପୁର: ନୂତନ ସରକାରଙ୍କ ନୂଆ ଯୋଜନା ସୁଭଦ୍ରା ପ୍ରଥମ କିସ୍ତି ଟଙ୍କା ଦେବାର ବିଭିନ୍ନ ଆଳ ଯୋଗୁଁ ହିତାଧିକାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି। ସୁଭଦ୍ରା ଯୋଜନା ରୁ ଏବେବି ବହୁ ହିତାଧିକାରୀ ଟଙ୍କା ପାଇନାହାନ୍ତି। ପ୍ରଶାସନ

ପୁଣି ଥରେ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟର ଦୁଇ ଗୋଷ୍ଠୀ ମଧ୍ୟରେ ଚକାପଞ୍ଜା, କର୍ପୋରେସନ ବୈଠକକୁ ନେଇ ବଢୁଛି…

ବ୍ରହ୍ମପୁର : କିଛି ଦିନରେ ବ୍ୟବଧାନ ପରେ ବ୍ରହ୍ମପୁର ମହାନଗର ନିଗମରେ କର୍ପୋରେଟର ଙ୍କ ମଧ୍ୟରେ ତେଜୁଛି ଅସନ୍ତୋଷ।ପରିଷଦ ବୈଠକକୁ ନେଇ ଆରମ୍ଭ ହୋଇଛି ଆରପପ୍ରତ୍ୟରୋପ। କିଛିଦିନ ତଳେ ରାମଲିଙ୍ଗେଶ୍ୱର ଉଦ୍ୟାନକୁ ନେଇ ହୋଇଥିଲା ଚକାପଞ୍ଜା। ଶଙ୍ଖ ଭବନରୁ ହସ୍ତକ୍ଷେପ ପରେ ପଡିଥିଲା

ରାସ୍ତାରେ ପାର୍କିଂ : ବଢୁଛି ଟ୍ରାଫିକ ସମସ୍ୟା

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ଗୁରୁତର ହେଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଖୋଲାଖୋଲି ଭାବେ ସଡ଼କ ନିୟମକୁ ଉଲଘଂନ କରି ଯାନବାହାନ ଗୁଡିକ ରାସ୍ତାରେ ପାର୍କିଂ କରାଯାଉଛି ।

ରାମମନ୍ଦିର ପ୍ରତିଷ୍ଠା ପୂର୍ତ୍ତିବର୍ଷରେ ବିଶାଳ ବାଇକ ରାଲି

,ବୀରମିତ୍ରପୁର : ରାମ ମନ୍ଦିର ପ୍ରତିଷ୍ଠା ପୂର୍ତ୍ତି ବର୍ଷରେ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ହିନ୍ଦୁ ସଂଗଠନ ପକ୍ଷରୁ ଏକ ବିଶାଳ ବାଇକ୍ ରାଲି ବାହାରି ଥିଲା | ବିରମିତ୍ରପୁର ଅଧିନସ୍ତ ତଳସରା ହନୁମାନ ମନ୍ଦିରରେ ପ୍ରାର୍ଥନା ଓ ପୂଜାର୍ଚ୍ଚନା କରିବା ପରେ, ରାମ ମନ୍ଦିର ନିର୍ମାଣ

ଷଷ୍ଠଶ୍ରେଣୀରୁ ନେଇଁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ପାସବୁକ ଖୋଲାଗଲା !

ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଆନ୍ତର୍ଗତ ରାଏବଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଅଦ୍ୟ ତା ୨୧/୦୧/୨୦୨୫ ରିଖ ମଙ୍ଗଳବାର ଦିନ ରାଏବଗା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ପ୍ରବନ୍ଧକ ଶ୍ରୀଯୁକ୍ତ ସବ୍ୟସାଚୀ ମେହେର କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ

ଟିପିଏସ୍ଓଡିଏଲ୍ ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ସଡ଼କ ସୁରକ୍ଷା ମାସ ପାଳିତ

ବ୍ରହ୍ମପୁର, ଜାନୁଆରୀ: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ମାସ ବ୍ୟାପୀ ସଡ଼କ ସୁରକ୍ଷା ସଚେତନତା ଅଭିଯାନ କରାଯାଉଛି। ଜାତୀୟ ସଡ଼କ ସୁରକ୍ଷା ମାସ ଅନୁସାରେ ଏହା ଆରମ୍ଭ ହୋଇଛି। "ବି ଏ ରୋଡ଼ ସେଫ୍ଟି ହିରୋ" ଥିମ୍ ଆଧାରରେ କମ୍ପାନୀ ସାରା ଦକ୍ଷିଣ

ନିଃସର୍ତ ର ପୂର୍ବ ଅନୁମାନ ସତ ହେଲା, ଟେଣ୍ଡର ଫିକ୍ସ ପାଇଁ ନୂଆ ଟ୍ରେଡ଼ …..!

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହିଆସିଛି। ନିସର୍ତ୍ତ ରେ ପୂର୍ବରୁ ଆସିକା ଖମ୍ବେଶ୍ୱରୀ ମନ୍ଦିର ପଛପଟେ ଠିକାଦାର ମାନଙ୍କ ଏକ ବୈଠକ ରେ ଟେଣ୍ଡେର ଫିକ୍ସ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିବା ନେଇ ପ୍ରକାଶ ହୋଇଥିଲା। ତାହାର ନଗ୍ନ ନମୁନା ଏବେ ଭଞ୍ଜନଗର

ବ୍ରହ୍ମପୁର ଠାରୁ ବାଲିଗୁଡା ସରକାରୀ ବସ୍‌ରେ ଅନଲାଇନ ଟିକେଟ୍‌ ବନ୍ଦ: ହଟହଟା ହେଉଛନ୍ତି ଯାତ୍ରୀ…

ବାଲିଗୁଡା,: କନ୍ଧମାଳ ଜିଲା ଦାରିଙ୍ଗବାଡି ଦେଇ ବ୍ରହ୍ମପୁରଠାରୁ ବାଲିଗୁଡା ଯାଉଥିବା ସରକାରୀ ବସ୍‌ରେ ହେଉନାହିଁ ଅନ୍‌ଲାଇନ୍‌ ବୁକିଂ। ଫଳରେ ଯାତ୍ରୀ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ଉକ୍ତ ବସ୍‌ ଉପରେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଦାରିଙ୍ଗବାଡି ସମେତ ସିମନବାଡି, ଶ୍ରାନିକେତା,

ଘରେ ପଶିଲା ବାଲି ବୋଝେଇ ହାଇୱା : ଅଳ୍ପେକେ ବର୍ତ୍ତିଲେ ମହିଳା…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବାଲି ବୋଝେଇ ଗାଡ଼ି ମାଡ଼ିଗଲା ଗୃହ ଭିତରକୁ ଅଳ୍ପକେ ବର୍ତ୍ତିଲେ ମହିଳା। ଆଜି ଭୋର ୫ ଘଣ୍ଟା ସମୟରେ ଆସିକା ସୁନାମ୍ବ ସାହିର କୁମାରୀ ଦାଶ ତାଙ୍କର ଘର ନିକଟରେ ଠିଆ ହୋଇଥିବା ବେଳେ ବେଆଇନ ବାଲି ନେଇ ଦ୍ରୁତ ଗତିରେ ଏକ ହାଇୱା ତାଙ୍କ ଘରରେ