Browsing Category

ଆଞ୍ଚଳିକ

ଘରେ ପଶିଲା ବାଲି ବୋଝେଇ ହାଇୱା : ଅଳ୍ପେକେ ବର୍ତ୍ତିଲେ ମହିଳା…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳରେ ବାଲି ବୋଝେଇ ଗାଡ଼ି ମାଡ଼ିଗଲା ଗୃହ ଭିତରକୁ ଅଳ୍ପକେ ବର୍ତ୍ତିଲେ ମହିଳା। ଆଜି ଭୋର ୫ ଘଣ୍ଟା ସମୟରେ ଆସିକା ସୁନାମ୍ବ ସାହିର କୁମାରୀ ଦାଶ ତାଙ୍କର ଘର ନିକଟରେ ଠିଆ ହୋଇଥିବା ବେଳେ ବେଆଇନ ବାଲି ନେଇ ଦ୍ରୁତ ଗତିରେ ଏକ ହାଇୱା ତାଙ୍କ ଘରରେ

ମାଲକାନଗିରି ପୌର ପରିଷଦରେ ଭୀମଭୋଇ ଭିନ୍ନକ୍ଷମ ସମର୍ଥ୍ୟ ଶିବିର

ମାଲକାନଗିରି : ଆଜି ମାଲକାନଗିରି ପୌର ପରିଷଦ ଦ୍ଵାରା ସ୍ଥାନୀୟ ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ଅନୁଷ୍ଠାନିକ ଭାବେ ପୌର ପରିଷଦ ମାଲକାନଗିରି ଅଧ୍ୟକ୍ଷ ମନୋଜ ବାରିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ

ଆଠ ମାସର ଗର୍ଭବତୀ ଖୁଡିଙ୍କୁ ସମ୍ପର୍କୀୟ ପୁତୁରାର ଦୁଷ୍କର୍ମ ଅଭିଯୋଗ

ବାଲିଗୁଡା : ଆଠ ମାସ ର ଗର୍ଭବତୀ ଖୁଡି ଙ୍କୁ ସମ୍ପର୍କୀୟ ଜଣେ ପୁତୁରା ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି l ଏପରିକି ଗର୍ଭବତୀ ଖୁଡି ଜଣକ ପୁତୁରା କୁ ପ୍ରତିବାଦ କରିବା ସମୟରେ ଅତି ନିର୍ମମ ଭାବେ ଖୁଡି ଙ୍କୁ କାଠ ଫାଳିଆ ରେ ପିଟିବା ସହ ଗର୍ଭବତୀ ମହିଳା ଙ୍କ ଶରୀର କୁ ଚୋବେଇ ଲାତ

ମାଲକାନଗିରି ଆପନମାଳା ଜଙ୍କସନରେ ପହଞ୍ଚିଲା ବନ୍ଦେ ଭାରତ ସ୍ପିଡ ଟ୍ରେନ

ମାଲକାନଗିରି : ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆପନମାଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । କୁନି ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମକୁ ବନ୍ଦେ ଭାରତ ସ୍ପିଡ ଟ୍ରେନ ସଦୃଶ ଚିତ୍ର ଅଙ୍କା ଯାଇଛି।ଏହା କୌଣସି ମନଗଢା କାହାଣୀ ନୁହେଁ,ଏହାର ବାସ୍ତବତା

ବାଲିଗୁଡା ଓ କୁର୍ତ୍ତମଗଡ଼ରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ କଳସ ଯାତ୍ରା

ବାଲିଗୁଡା : ରାଷ୍ଟ୍ରରେ ନବ ନିର୍ମାଣ ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ୨୭ ତମ ବାର୍ଷିକ ଉତ୍ସବ ଏବଂ ରାଷ୍ଟ୍ର ଜାଗରଣ ନବ କୁଣ୍ଡିୟ ଗ୍ରାୟତ୍ରୀ ମହାଯଜ୍ଞ କାର୍ଯ୍ୟକ୍ରମ ସ୍ଥାନୀୟ ଗାୟତ୍ରୀ ଶକ୍ତିପୀଠ ପରିସର ମଧ୍ୟରେ ଆୟୋଜନ ଉପଲକ୍ଷେ ଏକ ବିରାଟ କଳସ

ବାଲିଗୁଡା ପ୍ରଶାସନ ପକ୍ଷରୁ ଜବର ଦଖଲ ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ରେ ଦିନକୁ ଦିନ ସରକାରୀ ଜମି ଜବର ଦଖଲ ବେଆଇନ ଇଟାଭାଟି ଗଢି ଉଠୁଥିବାରୁ ବାଲିଗୁଡା ପ୍ରଶାସନ ପକ୍ଷରୁ କାର୍ଯ୍ୟlନୁଷ୍ଠାନ ଆରମ୍ଭ ହୋଇଛି l ପ୍ରଥମ ପର୍ଯ୍ୟାୟ ରେ ବାଲିଗୁଡା ମୌଜାର ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ପଣସ ପଡି ଅଞ୍ଚଳରେ ଉଛେଦ

ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରାଜା ହରିହର ମର୍ଦ୍ଦରାଜ ଜୟନ୍ତୀ ପାଳନ

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ରାଜା ହରିହର ମର୍ଦ୍ଦରାଜ ଜୟନ୍ତୀ ପାଳିତ ହୋଇଯାଇଛି l ଏ ଅବସରରେ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ରାଜା ହରିହର ମର୍ଦ୍ଦରାଜଙ୍କ ଆବକ୍ଷ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା l କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶଙ୍କ

ଅଣଗେଜେଟେଡ ବନସେବା ସଂଘର ଜିଲ୍ଲାସ୍ତରୀୟ ସମ୍ମିଳନୀ ଓ କର୍ମକର୍ତା ଚୟନ

ଓଡିଶା ଅଣ ଗେଜେଟେଡ଼ ବନ ସେବା ସଙ୍ଘର ନବମ ଦ୍ଵିବାର୍ଷିକ ସାଧାରଣ ଅଧିବେଶନ ମାଲକାନଗିରି : ଆଜି ସ୍ଥାନୀୟ ହୋଟେଲ ରାଜଶ୍ରୀ ପ୍ୟାଲେସ ଠାରେ ଓଡିଶା ଅଣ ଗେଜେଟେଡ଼ ବନ ସେବା ସଙ୍ଘର ନବମ ଦ୍ଵିବାର୍ଷିକ ସାଧାରଣ ଅଧିବେଶନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ

ଆସିଗଲା ବିବାହ ଋତୁ : ଡିଜେର ବିକଟାଳ ଶବ୍ଦରେ ସହରବାସୀ ଅଣନିଶ୍ୱାସୀ

ପ୍ରଶାସନ ର ଆଶୀର୍ବାଦ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ! ବ୍ରହ୍ମପୁର : ଏବେ ଆରମ୍ଭ ହୋଇଯାଇଛି ବିବାହ ଋତୁ । ପ୍ରତ୍ୟେକ ଶୁଭତିଥୀରେ ଆସିକା ସମେତ ନିକଟବର୍ତ୍ତୀ ଗ୍ରାମଞ୍ଚଳର ବିଭିନ୍ନ ସାହିବସ୍ତିରେ ବିବାହ କାର୍ଯ୍ୟକ୍ରମ ଚାଲୁଥିବା ଦେଖିବାକୁ ମିଳିଛି। ଆଉ ସେହି ସାହିବସ୍ତିରେ

ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ସମରଝୋଳ ସ୍ଥିତ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଶନିବାର ଅନୁଷ୍ଠିତ ହୋଇଯାଇଛି। ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟା ପି. ମହାଲକ୍ଷ୍ମୀଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରତିଷ୍ଠାତା