Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଅବକାରୀ ବିଭାଗ ଅଧିକାରୀଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ
ବେଆଇନ ମାଦକ ଦ୍ରବ୍ୟ କାରବାର ବିରୋଧ ହେବ କଠୋର କାର୍ଯ୍ୟାନୁଷ୍ଠାନ : ପୃଥ୍ୱୀରାଜ ହରିଚନ୍ଦନ
ଛତ୍ରପୁର : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ସୋନାପୁର ଇକୋ ରିଟ୍ରିଟ ଠାରେ ଅବକାରୀ ବିଭାଗ ପକ୍ଷରୁ ବରିଷ୍ଠ ଅବକାରୀ ଅଧିକାରୀ ମାନଙ୍କ ଦିଗଦର୍ଶନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I!-->!-->!-->…
ସତୀଗୁଡା ଜଳଭଣ୍ଡାରରେ ୩୪ ପ୍ରଜାତିର ସ୍ୱଦେଶୀ ଓ ବିଦେଶୀ ପକ୍ଷୀ ଚିହ୍ନଟ
ମାଲକାନଗିରି, ୧୮।୧ ମାଲକାନଗିରି ଜିଲ୍ଲା ସଦର ମହକୁମା ସତିଗୁଡା ଜଳଭଣ୍ଡାରରେ ବନ ବିଭାଗ ତରଫରୁ ଆଜି ୩୦ରୁ ଉର୍ଧ ବନାଧିକାରୀ ଏବଂ କର୍ମଚାରୀଙ୍କ ସହ ଭୁବ ନେଶ୍ୱରରୁ ଆସିଥିବା ଏକ୍ସପର୍ଟ ମାନଙ୍କ ଦ୍ୱାରା ପୂର୍ୱାହ୍ନ ୬ ଘଟିକା ସମୟରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲ।। ଚାରଟି!-->!-->!-->…
ଋଣ ଦେବା ନାରେ ବଡ଼ ଜାଲିଆତି, ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ମ୍ୟାନେଜରଙ୍କ ସମେତ ଦୁଇ…
ବ୍ରହ୍ମପୁର : ଋଣ ଦେବା ନାରେ ବଡ଼ ଜାଲିଆତି.୧ କୋଟି ୪୬ ଲକ୍ଷ ୪୬ ହାଜର ଟଙ୍କା ହେରେଫେର କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର ସମବାୟ ବ୍ୟାଙ୍କ ବିଜିପୁର ଶାଖାର ପୂର୍ବତନ ବ୍ରାଞ୍ଚ ମ୍ୟାନେଜର ଦେବାଶିଷ ପଟ୍ଟନାୟକଙ୍କ ସମେତ ଜଣେ ମହିଳା ସୁପ୍ରଭାଇଜର କୁ ଗିରଫ କରିଛି ପୁଲିସ। ଗତ!-->!-->!-->…
ବାଳକୃଷ୍ଣପୁର ସେବା ସମବାୟ ସମିତିରେ ଦୁର୍ନୀତିର ଗନ୍ଧ : ଚାଷୀଙ୍କ ନାମରେ ଋଣ ଜାଲିଆତି, ଆନ୍ଦୋଳନ ଚେତାବନୀ
ହିଞ୍ଜିଳିକାଟୁ : ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକ ମାନଙ୍କୁ ପ୍ରାଧାନ୍ୟ ଦେଇ ଆସୁଛନ୍ତି। କୃଷି ଓ କୃଷକର ଉନ୍ନତି ପାଇଁ ବହୁ ଯୋଜନା ପ୍ରଣୟନ କରିଛନ୍ତି। ବାସ୍ତବ କ୍ଷେତ୍ରରେ କିଛି ସପୃକ୍ତ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ମନୋଭାବ ଓ ମେରିରାୟ ନୀତି ଯୋଗୁଁ ଚାଷୀ ମାନେ ଚାଷ!-->…
୧୫ତମ ଜାତୀୟ ଭୋଟର ଦିବସ ଜିଲ୍ଲାସ୍ତରରେ ପାଳିତ ହେବ
ଛତ୍ରପୁର : ଚଳିତ ବର୍ଷ ୧୫ ତମ ଜାତୀୟ ଭୋଟର ଦିବସ ଚଳିତ ମାସ ୨୫ ତାରିଖ ଦିନ ରାଜ୍ୟ,ଜିଲ୍ଲା ଏବଂ ଉପଖଣ୍ଡ ସ୍ତରରେ ମହାସମାରୋହର ସହିତ ପାଳିତ ହେବ । ଏହି ଉତ୍ସବ ଜିଲ୍ଲା ସ୍ତରରେ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
ଚଳନ୍ତା କାର ହୁହୁ ହୋଇ ଜଳିଗଲା,ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା ,ଶିଶୁ ସମେତ ୬ ଜଣ…
ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତ୍ର ରେ ଏକ ଚଳନ୍ତା ଆକ୍ଟିଭା କାର ରେ ହଠାତ ନିଆଁ ଲାଗି ହୁହୁ ହୋଇ ଜାଲିଗଲା । ଗାଡି ମଧ୍ୟରେ ବସିଥିବା ଦୁଇ ମହିଳା ଓ ଜଣେ ଶିଶୁ ଙ୍କ ସମେତ ୬ ଜଣ ଅଳ୍ପକେ ମୃତ୍ୟୁ!-->!-->!-->…
ହିଞ୍ଜିଳି ରେ ନବଦୟ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ଦେଲେ ୨୬୭ ବିଦ୍ୟାର୍ଥୀ …
ହିଞ୍ଜିଳିକାଟୁ ୧୮!୧ ହିଞ୍ଜିଳିକାଟୁ ସରକାରୀ ବୃନ୍ଦାବନ ବିଦ୍ୟାଳୟ ରେ ଶନିବାର ନବଦୟ ବିଦ୍ୟାଳୟ ନିମନ୍ତେ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ୨୬୭ଜଣ ବିଦ୍ୟାର୍ଥୀ ।୨୮୧ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ ସେଥୁରୁ ୧୪ଜଣ ଅନୁପସ୍ଥିତି ରହିଥିବା ବେଳେ ୨୬୭ ଜଣ ଛାତ୍ରଛାତ୍ରୀ ଦେଇଛନ୍ତି ପରିକ୍ଷା।!-->…
ଜାତୀୟ ଶିକ୍ଷାନୀତି ପାଇଁ ମଣ୍ଡଳ ସ୍ତରୀୟ ଆଲୋଚନାଚକ୍ର…
ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ସରକାରୀ କଲ୍ୟାଣୀ ମଣ୍ଡପ ଠାରେ ଜାତୀୟ ଶିକ୍ଷାନୀତି- ୨୦୨୦ ଶୀର୍ଷକ ମଣ୍ଡଳ ସ୍ତରୀୟ ଆଲୋଚନାଚକ୍ର ଆୟୋଜିତ ହୋଇଅଛି । ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ନରେଶ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକ!-->…
କିଶୋରୀ ଓ ଗର୍ଭବତୀ ମହିଳା ମାନେ ଅଣ୍ଡା ପାଇବାରୁ ବଞ୍ଚିତ ବିଭାଗ ପକ୍ଷରୁ ଅର୍ଥ ଆସୁନି …!
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ କିଶୋରୀ ଓ ଗର୍ଭବତୀ ମହିଳା ମାନେ ମାନେ ନୂତନ ସରକାର ଆସିବା ପର ଠାରୁ ଅଣ୍ଡା ପାଇବାରୁ ବଞ୍ଚିତ ହୋଇଥିବା ଚର୍ଚ୍ଚା ହେଉଛି। ସରକାର ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ଶିଶୁ, ଗର୍ଭବତୀ, ପ୍ରସୂତି ଓ କିଶୋରୀ ମାନଙ୍କୁ ପ୍ରତି ମାସରେ ଅଣ୍ଡା ଯୋଗାଇ!-->…
ମାଲକାନଗିରି ରୁ ରୋଗୀ ନେଇ ଯାଉଥିବା ବସ ବିଶାଖାପାଟଣା ରେ ଦୁର୍ଘଟଣା, ୨ମୃତ…
ମାଲକାନଗିରି : ବିଶାଖାପାଟନମ ସ୍ଥିତ ଅନିଲ ନିରୁକୋଣ୍ଡା ହସ୍ପିଟାଲରେ ଚିକିତ୍ସା ପାଇଁ ରୋଗୀଙ୍କୁ ହସ୍ପିଟାଲ ତରଫରୁ ନେଇ ଯାଉଥିବା ବସର ସଡ଼କ ଦୁର୍ଘଟଣା ହୋଇଛି । ଦୁର୍ଘଟଣା ବିଶାଖାପାଟନମ ନିକଟରେ ହୋଇଛି । ଏହି ଦୁର୍ଘଟଣାରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକର ଏମଭି ୫୮ ଗ୍ରାମର ସୁବ୍ରତ!-->…